ପୁସ୍ତକ ପଠନ ଏକ ଆନ୍ଦୋଳନ ହେଉ

ବରଗଡ଼ ଶିଶୁଶ୍ରୀ ଭ୍ରାମ୍ୟମାନ ପାଠାଗାର ଓ ଭାରତୀ ଶିଶୁ ସାହିତ୍ୟ ଆନୁକୂଲ୍ୟ ରେ ସ୍ଥାନୀୟ ରାଣାପ୍ରତାପ ଉଚ୍ଚ ବିଦ୍ୟାଳୟ ଠାରେ ଡ଼ଃ ରବିନାରାୟଣ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଭାରତୀ ଶିଶୁ ସାହିତ୍ୟ ସଂସଦ ର ସମ୍ପାଦିକା ଛାତ୍ରୀ ରେଣୁକା ଭୋଇ ,ସଭାନେତ୍ରୀ ଛାତ୍ରୀ […]

ଭୋଜି ହେଲା କାଳ କରଡ଼ା ଘାଟିରେ ଖସିଲା କାର,୩ ମୃତ, ଅନ୍ୟ ୭ ଜଣ ଆହତ

ଫୁଲବାଣୀ( ସୁନୀଲ ପଟନାୟକ)କନ୍ଧମାଳ ଜ଼ିଲ୍ଲା ରାଇକିଆ ଥାନା ଅନ୍ତର୍ଗତକରଡା ଘାଟିରେ ମଙ୍ଗଳବାର ଏକ ଜାଇଲୋ କାର ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିବା ଫଳରେ୨ ଜଣଙ୍କମୃତ୍ୟୁ ଘଟିଥିବାବେଳେଅନ୍ୟ ୭ ଜଣ ଗୁରୁତର ଆହାତ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ କାର ନମ୍ବର ଓ ଆର୧୯କେ୫୬୫୧. ରାଇକିଆ ଅଂଚଳ ର ୯ ଜଣ ଯୁବକ ପିକ ନିକ ପାଇଁ ସୋରଡ଼ା ଅଂଚଳ କୁ ଯିବା ବେଳେ ଘଟିଲା ଦୁର୍ଘଟଣା । ଖବର ପାଇପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ […]

ଫୁଲବାଣୀ ରେ ସିରିଜ ଚୋରି, ଟାଉନ ପୋଲିସ ଚୁପ ବସିଛି !

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ରେ ସିରିଜ ଚୋରି l ସହର ର ଭବା ନି ମାର୍କେଟ ଅଂଚଳ ରୁ ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୩ ଟି ଦୋକାନ ରୁ ଚୋର ମାନେତାଲା ଭାଙ୍ଗି ଟାଉନ ପୋଲିସ କୁ ଚାଲେଞ୍ଜ ଦେଇ ଚୋରି କରିଛିନ୍ତି l କେଉଁଠି କେଉଁଠି ଚୋର ମାନେ ଚେଷ୍ଟା କରି ବିଫଳ ହୋଇଥିଲେ ବି ଆଉ କେତକ ଦୋକାନ ରେ କଳାକନା ବୁଲାଇଦେଇଛନ୍ତି lତେବେ ଟାଉନ ପୋଲିସ ର […]

ନରସିଂହପୁର ରେ ସାହିତ୍ୟ ଉତ୍ସବ ଅନୁଷ୍ଠିତ

ନରସିଂହପୁର(ଉଲାପ୍ର)ନରସିଂହପୁର ଲେଖକ ସାମ୍ମୁଖ୍ୟ ଆନୁକୁଲ୍ୟରେ ବାର୍ଷିକ ସାହିତ୍ୟ ଉତ୍ସବ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କବି ଦୁର୍ଯ୍ୟୋଧନ ବରାଳ ଉଦ୍ଘାଟକ, କବି ସୀତାରାମ ମିଶ୍ର ମୂଖ୍ୟ ଅତିଥି, ହାସ୍ୟ କବି ବ୍ରଜବିହାରୀ ସୁବୁଦ୍ଧି, ଅବର୍ଥନା କମିଟି ଅଧ୍ୟକ୍ଷ ଅମିର ମାହୁନ୍ତ, କବି ନିର୍ମଳ ଚନ୍ଦ୍ର ସୁର ଦେଓ, ଶେଖ୍ ଖାଲିକ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସମ୍ପାଦକ ଦେବଦତ୍ତ ମଳୟ କୁମାର ବରାଳ, ଶିକ୍ଷାବିତ୍ ନିରଞ୍ଜନ ମହାପାତ୍ର, […]

ପୁଣି ଶୀତ ଲେଉଟିଲା,୧୦ ଡିଗ୍ରୀ ତଳେ କନ୍ଧମାଳ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଶୀତର ଲହରୀ, ଆଜି ଫୁଲବାଣୀରେ ୯ଡିଗ୍ରୀ ଓ ଦାରିଙ୍ଗବାଡିରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରେକର୍ଡ

ଫୁଲବାଣୀ(ସୁନୀଲ ପଟ୍ଟନାୟକ) କିଛି ଦିନର ବ୍ୟବଧାନ ପରେ କନ୍ଧମାଳକୁ ପୁଣି ଶୀତ ଲେଉଟିଲା lଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ରେ ପୂଣି ଶୀତଲହରୀ lପାରଦ ଦିନକୁ ଦିନ ଖସିବାରେ ଲାଗିଛି ।। ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି।ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫକରେ […]

ସହର ମଧ୍ୟରେ ସାହାରା ଇଣ୍ଡିଆ ଅଫିସ ତଳେ ବିଦେଶୀ ମଦ ଦୋକାନ,ସାହି ବାସିନ୍ଦାଙ୍କ ତୀବ୍ର ବିରୋଧ

ଆଠଗଡ଼(ଉଲାପ୍ର)(ଆଠଗଡ଼ ପୋୖରାଞ୍ଚଳ ୧୮ ନମ୍ବର ୱାର୍ଡ ଅଶୋକ ନଗରରେ ଖୋଲିଥିବା ଵିଦେଶୀ ମଦ ଦୋକାନକୁ ହଟାଇବା ପାଇଁ ବାସିନ୍ଦା ମାନେ ଦାବି କରିଛନ୍ତି।ଏହି ୱାର୍ଡରେ ଥିବା ମଦ ଦୋକାନ ଅନତିଦୂରରେ ନର୍ସିଂହୋମ, ଡିଏମ ସ୍କୁଲ,ଅଗ୍ନିନିର୍ବାପକ କେନ୍ଦ୍ର,ସାଇ ମନ୍ଦିର ଓ ଦୁର୍ଗା ମନ୍ଦିର ଆଦି ବହୁ ଅନୁଷ୍ଠାନ ରହିଛି।ଏକାଧିକ ଟିଉସନ ଓ କୋଚିଂ କେନ୍ଦ୍ର ରହିଛି।ଏହି ମଦ ଦୋକାନ ରୁ ମଦ କ୍ରୟକରି ଅସାମାଜିକ ଯୁବକ ମାନେ ପରସ୍ପର ମଧ୍ୟରେ ଅଶ୍ଲୀଳ ଭାଷାରେ କଥା ହେବା ସମୟରେ ଏହିବାଟ […]

ଅପହୃତ ବାଳକୁ ପୋଲିସ ଉଦ୍ଧାର କଲେ

ବରଗଡ଼:-ବରଗଡ଼ ଏସିସି ସିମେଣ୍ଟ କାରଖାନାର ବରିଷ୍ଠ ଅଧିକାରୀ ଜମିଲ ଖାଁଙ୍କ ନାବାଳକ ପୁଅକୁ ରବିବାର ସନ୍ଧ୍ୟାରେ ସିମେଣ୍ଟନଗର କଲୋନୀରୁ ଅପହରଣ କରି ନିଆଯାଇଥିଲା। କିନ୍ତୁ ପୁଲିସ ତନାଘନା ପରେ ଅପହରଣକାରୀ ବିଳମ୍ବିତ ରାତିରେ ତାକୁ ଆଣି ଘରଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଛାଡ଼ି ଦେଇଥିଲେ। ବାଳକ ରାତିରେ ଚାଲି ଚାଲି ଘର ଆଡ଼କୁ ଆସୁଥିବାବେଳେ କାରଖାନା କର୍ମଚାରୀମାନେ ତାକୁ ଚିହ୍ନିପାରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ବାଳକକୁ ସେଠାରୁ ଉଦ୍ଧାର କରି ପରିବାକୁ ହସ୍ତାନ୍ତର କରିଛନ୍ତି। […]

ମୁର୍ମୁନ୍ତୁଦ ଦୁର୍ଘଟଣା, ଜଣେ ମୃତ, ଅନ୍ୟ ଦୁଇଜଣ ଆହତ

ଫୁଲବାଣୀ (ଉଲାପ୍ର) କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳ ରେ ଏକ ବାଇକ ଦୁର୍ଘଟଣା ରେ ଜଣଙ୍କ ମୃତ୍ଯୁ ଘଟିବା ସହଅନ୍ୟ ଦୁଇ ଜଣ ଆହତହୋଇଛନ୍ତି l ଆହାତ ଦୁଇଜଣ ଙ୍କୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେ ଭର୍ତି କରାଯାଇଛି lପ୍ରକାଶ ଯେ, ଗୋଛlପଡ଼l ଠାରୁ କୌଣସି କାମରେ ଫୁଲବାଣୀ ଗୋଟଏ ବାଇକ ରେ ତିନିଜଣମିଶି ଆସୁଥିବାବେଳେ କଟ୍ରୀଙ୍ଗୀଆ ନିକଟ ରେ ବୁଲାଣି ରାସ୍ତା ରେ ଭାରସ୍ୟାମ ହରାଇ ବାଇକ ଗଛରେ ପିଟି ହୋଇଯାଇ ଥିଲା, ଫଳରେ ବାଇକ […]

ଆଶ୍ରମ ରୁ ଚନ୍ଦନ ଗଛ ଚୋରି ପରେବନବିଭାଗ ର ପେଟ୍ରୋଲିଙ୍ଗ ଜୋରଦାର

ଫୁଲବାଣୀ(ସୁନୀଲ ପଟନାୟକ ) ଶନିବାର ବିଳମ୍ବିତ ରାତିରେ ଫୁଲବାଣୀ ଜଗନ୍ନାଥ ମନ୍ଦିର ନିକଟସ୍ଥ ନିଗମାନନ୍ଦ ଆଶ୍ରମ ପରିସରରୁ 4ଟି ମୂଲ୍ୟବାନ ଚନ୍ଦନ ଗଛକୁ କାଟିଦେବା ପରେ ଡ଼ିଏଫଓ ଙ୍କ ନିର୍ଦେଶ ରେ ବନ ବିଭାଗ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କୁ ଜୋରଦାର କରିଛନ୍ତି l ରାତି ରେ ସହର ଓ ନିକଟବର୍ତୀଗ୍ରାମ ଗୁଡିକ ବୁଲି ପାଟ୍ରୋଲିଂ କରିବା ସହ ଚଢ଼ାଉ କରିଥିବା କଥା ବନ କର୍ମଚାରୀ ପ୍ରେମାନନ୍ଦ ସାହୁ କହିଛନ୍ତି lତେବେ , ଚାରୋଟି ଚନ୍ଦନ ଗଛ […]

କଟକ ବାରବାଟୀ ନିର୍ବାଚନ ମଣ୍ଡଳୀ ରେ ମିଶ୍ରଣ ପର୍ବ ଅନୁଷ୍ଠିତ

କଟକ(ଉଲାପ୍ର) କଟକ ବାରବାଟୀ ନିର୍ବାଚନ ମଣ୍ଡଳୀ 15 ନମ୍ବର ୱାର୍ଡରେ ଶ୍ରୀମତି ନମିତା ମିଶ୍ର ଙ୍କ ନେତୃତୁରେ ବିଜେପି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ରୂପେ ବିଜେପି କଟକ ନଗର ସଭାପତି ଶ୍ରୀ ଯୁକ୍ତ ଲଲାଟେନ୍ଦୁ ବଡୁ, ସାଧାରଣ ସମ୍ପାଦକ ବିଶ୍ୱରଂଜନ ମିଶ୍ର ଉପସଭା ନେତ୍ରୀ ଶ୍ରୀମତି କଳ୍ପନା ପଟ୍ଟନାୟକ ପୂର୍ବତନ ଡେପୁଟି ମେୟର ଶ୍ରୀ ଯୁକ୍ତ ବିଜୟ ମହାପାତ୍ର ,ସମ୍ପାଦକ ଶ୍ରୀ ଜୟକୃଷ୍ଣ ସ୍ୱାଇଁ ,ଶ୍ରୀ ସୁଧୀର ଶତପଥି,ଜିଲ୍ଲା ସଂଖ୍ୟଲଘୁ […]