5T ରେ ସାମିଲ ହେଲା ଜୋରନ୍ଦା ମାଧବ ସାମନ୍ତ ସିଂଘାର ବିଦ୍ୟାପୀଠ
ଆଠଗଡ(ଉଲାପ୍ର)ଆଠଗଡ ବ୍ଲକ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ ଯୋରନ୍ଦା ରେ ଦ୍ଵିତୀୟ ପର୍ଯ୍ୟାୟ 5T ବିଦ୍ୟାଳୟ ରୂପାନ୍ତରି କରଣ ର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ସାହୁ ଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରି ଏହି କାର୍ଯ୍ୟକ୍ରମ ପାଇଁ ୪୫ ଲକ୍ଷ ଟଙ୍କା […]