ଏ ବି ଭି ପି ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ଫୁଲବାଣୀ (ସୁନୀଲ ପଟନାୟକ )ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, କନ୍ଧମାଳ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ଙ୍କ ନେତୃତ୍ୱ ରେ ଜନଜାତି କମିଶନ ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ ଙ୍କୁ ଭେଟି ଜିଲ୍ଲାରେ ଏକ ଜନଜାତି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଦାବୀ ପତ୍ର ସହିତ ଫୁଲବାଣୀ ମହାବିଦ୍ୟାଳୟ ରେ ଦେଖାଦେଉଥିବା ସମସ୍ୟା ଉପରେ ଆଲୋଚନା କରି ଥି ଲେ lଗଞ୍ଜାମ ବିଭାଗ ସଂଗଠନ ସମ୍ପାଦକ ମିଲନ ମହାପାତ୍ର, ବିଭାଗ ଏସ ଏଫ ଏସ ପ୍ରମୁଖ ରୁଦ୍ରପ୍ରସାଦ […]

ସ୍ଵାତୀ ପକ୍ଷରୁ ମିଲେଟ ଶକ୍ତି ଟିଫିନସେଣ୍ଟର ଉଦଘାଟିତ

ଫୁଲ ବାଣୀ(ସୁନୀଲପଟନାୟକ)ଅଗ୍ରଣୀ ସ୍ୱେଛାସେବୀ ସଂଗଠନସ୍ଵାତୀ ପକ୍ଷରୁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଅନ୍ତର୍ଗତ ଡ଼ିବାରୀ ଗ୍ରାମରେ ଅନ୍ନପୂର୍ଣ୍ଣ । ସ୍ଵୟଂସହାୟକ ଗୋଷ୍ଠୀ ଦ୍ଵାର । ମିଲେଟ ଶକ୍ତି ଟିଫିନସେଣ୍ଟରଉଦ୍ ଘାଟିତ6 ହୋଇଯାଇଛି ।ଏହାକୁ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥି ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଆତ୍ମା ଉପନିର୍ଦ୍ଦେଶକ ବ୍ଳକ କୃଷି ଅଧିକ।ରି,ସହକାରୀ କୃଷି ଅଧିକାରୀ ଓ ସ୍ଵାତୀ ସ୍ୱେଛାସେବୀ ସଂଗଠନର ସଂପାଦକ ଇଂ ହରିଶଙ୍କର ରାଉତ ପ୍ରମୁଖ ଯୋଗ ଦେଇ […]

ମୋ ପୋଖରୀ ଅଭିଯାନ ଆରମ୍ଭ ହୋଇଯାଇଛି

।ଢେଙ୍କାନାଳ ପୌର ପାଳୀକା ପକ୍ଷରୁ ମୋ ପୋଖରୀ ଅଭିଯାନ ଶୁଭ ଆରମ୍ଭ ହୋଇଯାଇଛି। ଆଜି ସ୍ଥାନୀୟ ଭାଗିରଥୀ ସାଗର କୂଳରେ ଥିବା ପୋଖରୀ କୂଳରେ ସ୍ୱଚ୍ଛ ସାଥୀ ଓ ପୌର ପାଳିକାର ସମସ୍ତ କର୍ମଚାରୀ ମାନେ ମିଶି ପୋଖରୀ ଚାରିପଟେ ଅଳିଆ ଆବର୍ଜ୍ଜନା କୁ ସଫା କରିଥିଲେ । ଆଜି ପ୍ରଥମେ ଢେ଼ଙ୍କାନାଳ ମୋନିଶି ପାଲଟି ଏରୀୟାରେ ଥିବା ଏହି ପୋଖରୀ ପରିଷ୍କାର କରିଥିଲେ। ଢେଙ୍କାନାଳ ସହରରେ ଥିବା ବିଭିନ୍ନ ପୋଖରି ଗୋଡ଼ିକ ପରିଷ୍କାର ପରିଚ୍ଛନ୍ନ କରାଯିବ […]

କନ୍ଧମାଳ ର ଦୁଇଜଣ ଏ ବି ଭି ପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋନୀତ

ଫୁଲବାଣୀ (ସୁନୀଲ ପଟନାୟକ )ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୬ତମ ରାଷ୍ଟ୍ରୀୟ ଅଧିବେଶନ ମଧ୍ୟପ୍ରଦେଶର ଜବଲପୁର ଠାରେ ସମାପ୍ତ ହୋଇଛି । ଏହି ଅଧବେଶନରେ ୯ ଜଣ ଓଡ଼ିଆଙ୍କୁ ଦାଇତ୍ୱ ମିଳିଛି ଏଥିମଧ୍ୟରୁ କନ୍ଧମାଳ ର କବିତା କଂ ହର ଏବଂ କନ୍ଧମାଳ ର ପୂର୍ବତନ ଜିଲ୍ଲା ସଂଯୋଜକ ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ରୂପେ ମନୋ ନୀ ତ ହୋଇଛନ୍ତି । କବିତା ବର୍ତ୍ତମାନ ଉତ୍କଳ ଆଇନ ବିଶ୍ୱ ବିଦ୍ୟାଳୟରେ ଆଇନ ପାଠ ପଢ଼ୁଥିବା ବେଳେ […]

ଦୁଇଦିନିଆ କନ୍ଧମାଳ ଜିଲା ଗ୍ରସ୍ତରେ ଅନୁସୂଚୀତ ଜନଜାତି ଆୟୋଗ କମିଶନ

ଫୁଲବାଣୀ(ସୁନୀଲ ପଟନାୟକ )ଦୁଇ ଦିନିଆ କନ୍ଧମାଳଜ଼ିଲ୍ଲା ଗସ୍ତ ରେ ଙ୍କଅନୁସୂଚିତ ଜନ ଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକ ମଙ୍ଗଳବାର ସନ୍ଧ୍ୟାରେ ଫୁଲବାଣୀରେ ପହଂଚି ଛନ୍ତି। ମଙ୍ଗଳବାର ସ୍ଥାନୀୟ ସର୍କିଟ ହାଉସ ରେ ଅନୁସୂଚିତ ଜନଜାତି ନେତା ଓ ସାମାଜିକ କର୍ମୀ ମାନଙ୍କ ସହିତବିଭିନ୍ନ ସମସ୍ୟା ସମ୍ପର୍କରେ ସନ୍ଧ୍ୟାରେ ଆଲୋଚନା କରିଥିଲେ l ଜିଲାର ଆଦିବାସୀଙ୍କ ବିଭିନ ସମସ୍ୟା ନେଇ ଆଲୋଚନା କରିଥିଲେ। ଦ୍ୱିତୀୟ ଦିନରେ ବିଭିନଅଂଚଳ ପରିଦର୍ଶନ କରି ସ୍ଥିତି ପରଖିଥିଲେ ଆୟୋଗ ର ସଦସ୍ୟ […]

ଏକବିଂଶ ଶତାଦ୍ଦୀରେ ଲୋକପ୍ରଶାସନ ଅଧିକ ସେବାମୁଖୀ ହେବା ଆବଶ୍ୟକ : ଡକ୍ଟର ସୁଜିତ ପୃଷ୍ଠେ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଇମ୍ପରିୟଲ କଲେଜ ସଭାଗୃହଠାରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଲୋକ ପ୍ରଶାସନ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରରେ ଭାରତୀୟ ଲୋକପ୍ରଶାସନ ଅନୁଷ୍ଠାନ ନୂଆଦିଲ୍ଳୀର ଡକ୍ଟର ସୁଜିତ ପୃଷେଠ ଯୋଗ ଦେଇ ଏହି ବିଷୟରେ ଆଲୋଚନା କରିଥିଲେ । ଏକବିଂଶ ଶତାଦ୍ଦୀରେ ଲୋକପ୍ରଶାସନ ଅଧିକ ସେବାମୁଖୀ ହେବା ସହ ଏଥିରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଜନସଂପର୍କ ରଖିପାରିଲେ ସରକାରୀ କାର୍ଯ୍ୟକ୍ରମଗୁଡିକ ଅଧିକ ସଫଳ ହୋଇପାରିବ ବୋଲି କହିଥିଲେ । ଇମ୍ପରିୟଲ […]

ଶିକ୍ଷୟିତ୍ରୀ ଙ୍କୁ ମିଳିଲା ମଦରଟେରେସା ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ତଥା ପ୍ରକୃତି ବନ୍ଧୁ ରୂପେ ପରିଚିତା ଶ୍ରୀମତୀ ଅନୁସୂୟା ଦେବତା ଙ୍କ ସମାଜ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ଯୋଗୁଁ ଲକ୍ଷ୍ନୌ ର ମଦର ଟେରେସା ଫାଉଣ୍ଡେସନ ପକ୍ଷରୁ କରୋନl ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରାଯାଇଛି। କରୋନା କଟକଣା ଜନିତ ପ୍ରତିବନ୍ଧକ ଯୋଗୁଁ ଏହି ସମ୍ମାନ ଟି ଅନଲାଇନ୍ ମାଧ୍ୟମରେ ପ୍ରଦାନ କରାଯାଇଛି।ପ୍ରକାଶ ଥlଉକି ଶ୍ରୀମତୀ ଦେବତା […]

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ଲକ୍ଷାଧିକ ବସ୍ତା ଧାନ ଭିଜିଲା

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଗତକାଲି ସନ୍ଧ୍ୟାରୁ ଝଡ଼, କୁଆପଥର ମାଡ ସହ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ମଣ୍ଡିରେ ବିକ୍ରି ପାଇଁ ଖୋଲା ଆକାଶ ତଳେ ଥିବା ଚାଷୀମାନଙ୍କ ଧାନ ବର୍ଷା ରେ ଭିଜି ଥିବା ଜଣାପଡିଛି। ବିଶେଷ କରି ଜିଲ୍ଲା ର ଅମ୍ବାଭୋନା, ଭଟଲି ଓ ବରଗଡ଼ ବ୍ଲକ ଅଞ୍ଚଳ ରେ ଗତ ରାତି ଓ ବର୍ତ୍ତମାନ ମଧ୍ୟ ଲଗାଣ ବର୍ଷା ହେଉଥିବାରୁ ପନି ପରିବା ଚାଷୀମାନେ […]

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ:ଜଣେ ଗୁରୁତର

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଖମଣଖୋଲ ରତାପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରତାପଡ଼ାର ଜଣେ ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ମଙ୍ଗଳ ବାର ଅପରାହ୍ନରେ ରତାପଡ଼ାର ଭୁବନ ନାୟକ ନାମକ ଜଣେ ବ୍ୟକ୍ତି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ସାହିର ଦିଲ୍ଲିପ କୁମାର ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ଭୁବନର […]

ବାଇକ ଦୁର୍ଘଟଣାରେ ୨ ଗୁରୁତର

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ମୁଖ୍ୟ ରାସ୍ତାର ମାଦିକୁନ୍ଦା ଛକ ନିକଟସ୍ଥ କୃଷି ବିଭାଗ ସାମ୍ନାରେ ଫାଷ୍ଟଫୁଡ଼ ଦୋକାନ ଆଗରେ ଏକ ବାଇକ ଚାଳକ କ୍ଷିପ୍ର ବେଗରେ ଆସି ରାସ୍ତାରେ ଯାଉଥିବା ଏକ ବ୍ୟକ୍ତିକୁ ଧକ୍କା ଦେବା ଫଳରେ ବ୍ୟକ୍ତି ଜଣଙ୍କ ଛିଟିକି ପଡିବାରୁ ଉଭୟ ବାଇକ ଚାଳକ ଓ ବ୍ୟାକ୍ତି ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।ସ୍ଥାନୀୟ ଲୋକଙ୍କ ଯୋଗାଯୋଗ ଫଳରେ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୁରୁତରଙ୍କୁ […]