ଆବେଦନ କରି ଥକି ଗଲେଣି, ଲାଞ୍ଚ ନଦେଲେ ରାସନକାର୍ଡ ମିଳୁନି

ଫୁଲବାଣୀ (ସୁନୀଲ ପଟନାୟକ ) ଲାଞ୍ଚ ଦିଅ ରାସନ କାର୍ଡ ନିଅ lଲାଞ୍ଚନାହିଁ ତ ରାସନ କାର୍ଡ କଥା ଭୁଲିଯାଅ lବ୍ଲକ ରେ ଦାଇତ୍ୱ ରେ ଥିବା ଏମ ଆଇ ବାବୁ କୁଆଡେ ଖୋଲାଖୋଲି ଭାବେ ହିତାଧିକାରୀ ଙ୍କୁ କହୁଥିବା ଅଭିଯୋଗ ହେଉଛି lଏ ନେଇଅଭିଯୋଗ କଲେ ବି ଡିଓ ଶୁଣୁନାହାଁନ୍ତି lକନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକରୁ ଏଭଳି ଅଭିଯୋଗ ଆସିଛି l ସେହିପରି ଏହି ବ୍ଲକ ରେ ହିତାଧିକାରୀମାନଙ୍କୁ ଓଜନ ରେ କମ ଦେବାସହ ନିମ୍ନ […]

କନ୍ଧମାଳ ଡ୍ୟାନସ ଗ୍ରୁପ ପୁରସ୍କୃତ

ଫୁଲବାଣୀ (ସୁନୀଲ ପଟନାୟକ )ରାଷ୍ଟ୍ରୀୟ କଳାମଞ୍ଚ ଦ୍ୱାରା ତିନିଦିନ ଧରି ଭୁବନେଶ୍ୱର କୋୖସ୍ତଭ କଲେଜ ପରିସରରେ ଅନୁଷ୍ଟିତ ହେଇଥିବା ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ରେଅଂଶ ଗ୍ରହଣ କରି ଆକର୍ଷଣୀୟ ନୃତ୍ୟ ପରିବେଷଣ କରି କନ୍ଧମାଳ ଜିଲ୍ଲାର ଗ୍ରୁପ ଡ୍ୟାନସ Special Jury ପୁରସ୍କାର ଲାଭ କରିଛି l ଏହି କାର୍ଯ୍ୟକ୍ରମ ରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ପ୍ରତିଯୋଗୀ ଙ୍କୁ ଏହି ସଫଳତା […]

ମାଲ ବୋଝେଇ ଟ୍ରକ ଓଲଟିଲା

,ଫୁଲବାଣୀ –(ସୁନୀଲ ପଟନାୟକ )ସୋମବାର କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଗଡରିଙ୍ଗିଆ ଘାଟି ରେ ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବା ଫଳରେ ଡ୍ରାଇଭର ଗୁରୁତର ଆହାତ ହୋଇଥିଲେ lଆହାତ ହୋଇଥିବା ଡ୍ରାଇ ଭର ଜଣକ ହେଲେ ଅନୁଗୁଳ ଜ଼ିଲ୍ଲା ଜେରଙ୍ଗପଡ଼ା ର ତ୍ରିଲୋଚନ ଗଡ଼ନାୟକ ବୋଲି ଜଣା ପଡିଛି lଖବର ପାଇ ବାଲି ଗୁଡା ମୋଟର ଚାଳକ ସଙ୍ଘ ସଭାପତି ଅଭିରାମ ଡିଗାଲ, ସାନନ୍ଦ ଦଣ୍ଡସେନା ପ୍ରମୁଖ ଦୁର୍ଘଟଣା […]

ପଂଚାୟତ ରାଜ ମନ୍ତ୍ରୀ ଙ୍କ ଦ୍ୱାରା ଏସ ଏଚ ଜି ଙ୍କୁ ଚେକପ୍ରଦାନ

ଫୁଲବାଣୀ(ସୁନୀଲ ପଟନାୟକ, )ଆଜି ପଂଚାୟତ ରାଜ, ନଗର ଉନ୍ନୟନ, ଗ୍ରାମ୍ୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନାକନ୍ଧମାଳ ଜ଼ିଲ୍ଲା ର ବାଲିଗୁଡା ନିର୍ବାଚନ ମଣ୍ଡଳୀ ବାଲିଗୁଡା ବ୍ଲକ ଓ କ.ନୂଆଗାଁ ବ୍ଲକ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ କରିବା ସହ ଋଣ ମେଳାରେ ଯୋଗ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ର ମା ମାନଙ୍କୁ ଚେକ ପ୍ରଦାନ କରିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ମଧ୍ୟ ଉଦଘାଟନ କରିଥିଲେ ।ଗ୍ରାମାଞ୍ଚଳ ର […]

ଗୁରୁଡ଼ିଝାଟିଆ ଅଞ୍ଚଳର ଆଦର୍ଶ ଆଦିବାସୀ ଶିକ୍ଷକଙ୍କ ପରଲୋକ

ଆଠଗଡ଼(ଉଲାପ୍ର)ଆଠଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁସିତ ଅଂଚଳଭାବେ ପରିଚିତ ଗୁରୁଡିଝାଟିଆ ଅଂଚଳର ଆଦର୍ଶ ଶିକ୍ଷକ ନିରଂଜନ ହେମ୍ବ୍ରମଙ୍କ ର ଟ୍ରାକ୍ଟର ଧକ୍କା ରେ ପରଲୋକ ଘଟିଛି। ମୁ ଶୁଳିଆ ଗ୍ରାମ ନିବାସୀ ତଥା ଆଦିବାସୀ ସଂପ୍ରଦାୟ ର ନିରଂଜନ ଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ଏହି ଦୁଃଖ ଦ ଖବର ପାଇ ଆଠଗଡ଼ ର ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ସ୍ୱର୍ଗତ ହେମ୍ବ୍ରମ ଙ୍କ […]

ଜୀବନ ନେବ ରାସ୍ତା ମଝିର ଗାତ, ମରାମତି କେବେ ?

ଫୁଲ ବାଣୀ (ସୁନୀଲ ପଟନାୟକ )ରାସ୍ତା ମଝିରେ ଗାତ l ଲୋକ ଙ୍କ ଜୀବନ ନେବ l ମରାମତି କରିବା ପାଇଁ ବିଭା ଗୀୟ କତୃପକ୍ଷ ଙ୍କ ନିକଟ ରେ ବାରମ୍ବାର ଅଭିଯୋଗ କଲେ ବବି ପ୍ରଶାସନ ଶୁଣୁନି lନିମ୍ନ ମାନର ରାସ୍ତା କାମ କରି ଠିକାଦାର ଓ ଯନ୍ତ୍ରୀ ମୋଟା ଅଙ୍କ ର ଅର୍ଥ ଲୁଟି ନେବା ଫଳରେ ରାସ୍ତାନିର୍ମାଣ ସରିବାର ବର୍ଷ କେଇଟା ନଯାଉଣୁ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି l ଏଭଳି ଦୃଶ୍ୟ […]

ମା ଭବାନୀ ମାର୍କେଟ କମିଟି ର ନୂତନ କର୍ମକର୍ତା ନିର୍ବାଚନ

ଫୁଲବାଣୀ (ସୁନୀଲ ପଟନାୟକ )ରବିବାର ଫୁଲବାଣୀ ସହରର ମା ଦୀକୁନ୍ଦ l ଛକ ସ୍ଥିତ ମା ଭବାନୀ ମାର୍କେଟ କମିଟିର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା lଏଥିରେ ସଭାପତି ଭାବେ ଲୋହିତ ନାରାୟଣ ମହାରଣା, ଉପ ସଭାପତି ଭାବେ ସନ କ ନାୟକ, ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ତଥାଜଣାଶୁଣା ବ୍ୟବସାୟୀ ଶିବ ବିଶ୍ୱାଳ, କୋଷାଧ୍ୟକ୍ଷ ଭାବେ ମନୋଜ ପ୍ରଧାନ, ଓ ସହ କୋଷାଧକ୍ଷ ଭାବେ ଧୀରଜ ପାତ୍ର ନିର୍ବାଚିତ ହୋଇଛନ୍ତି lସେହିପରି ପରା ମର୍ଶ […]

ଖଜୁରୀପଡ଼ା ବ୍ଲକରେ ରଣମେଳା ଓ ସମୀକ୍ଷା

ଫୁଲ ବାଣୀ (ସୁନୀଲ ପଟନାୟକ)ମହିଳାମାନେ ଆତ୍ମନିର୍ଭରଶୀଳ ହେବେ ସମାଜରେ ସମ୍ମାନରସହବଞ୍ଚିବେ । ସେଥିପାଇଁ ସେମାନଙ୍କୁ ମିସନ ଶକ୍ତି ପକ୍ଷରୁ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ସଦସ୍ୟ। ଙ୍କୁ ଖଜୁରୀପଡ଼ା ବ୍ଳକ ପକ୍ଷରୁ ହାଇସ୍କୁଲ ଖେଳ ପଡିଆଠାରେ ଋଣ ମେଳା ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟଅତିଥି ଭାବେ ପଞ୍ଚାୟତରାଜ ଆଇନ ଓ ନଗର ଉନ୍ନୟନ୍ନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ବର୍ତ୍ତମାନ ସରକାରଙ୍କ ପ୍ରୋସାହନ ଓ ଆର୍ଥୀକ ସହାୟତା ପାଇବା ଦ୍ୱାରା ଅଧିକରୁ ଅଧିକ […]

ସୋହେଲା ପଞ୍ଚାୟତ ସମିତି ର ନୂତନ ସଭା ଗୃହ ଉଦଘାଟିତ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ସୋହେଲା ପଞ୍ଚାୟତ ସମିତିର ନବ ନିର୍ମିତ ସଭା ଗୃହ ରାଜ୍ୟ ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଦ୍ବାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ନୂତନ ସଭା ଗୃହ ରେ ସମିତି ର ୯ମ ଏବଂ ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ଵ ରଞ୍ଜନ କର ଓ […]

ଦେଓଗାଁ ରେ ପଞ୍ଚ କୁଣ୍ଡିୟ ଗୀତା ଯଜ୍ଞ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ବ୍ଲକ ଅନ୍ତର୍ଗତ ଦେଓଗାଁ ଠାରେ ପବିତ୍ର ମାର୍ଗଶିର ପୂର୍ଣ୍ଣିମି ତିଥି ରେ ଆଜି ପଞ୍ଚ କୁଣ୍ଡିୟ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଦେଓଗାଁ ଗ୍ରାମ ବାସୀ ଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗତ କାଲି ଅଧିବାସ କଳସ ସ୍ଥାପନ ହୋଇଥିବା ବେଳେ ଆଜି ଯଜ୍ଞ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଆଜି ସକାଳୁ ସୂର୍ଯ୍ୟାଘ୍ର, ଜଗନ୍ନାଥ ଷ୍ଟକ, ହେବା ପରେ ପୂଜା ଆରମ୍ଭ ହୋଇଥିଲା। ସକାଳ ୯ଟାରେ ସାଧୁ ସେବା ଓ ଭଗବାନ […]