ଓଡ଼ିଶା ରାଜ୍ୟ ଚୁକ୍ତି ଭିତ୍ତିକ କର୍ମଚାରୀ ସଙ୍ଘ ରବୈଠକ
ବରଗଡ :-(ସତ୍ୟ ନାରାୟଣ ପ୍ରଧାନ)ଆଜି ସ୍ଥାନୀୟ ବୈଶ୍ନୋଦେବୀ ମନ୍ଦିର ପ୍ରାଙ୍ଗଣ ରେ ଓଡ଼ିଶା ରାଜ୍ୟ ଚୁକ୍ତି ଭିତ୍ତିକ କର୍ମଚାରୀ ସଙ୍ଘ ର ବରଗଡ ଜିଲ୍ଲା ଶାଖା ର ଏକ ବୈଠକ ଅନୁଷ୍ଠିତ ସଭାପତି ବଳରାମ ସେଠ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି। ସରକାର ଚୁକ୍ତି ଭିତ୍ତିକ କର୍ମଚାରୀ ମାନଙ୍କ ଦାବୀ କୁ ଅଣଦେଖା କରୁଥିବା ରୁ ସଭାରେ ସରକାର ଙ୍କ ମନୋଭାବ କୁ ବିରୋଧ କରାଗଲା ଏବଂ ରାଜ୍ୟ ସଂଘ ର ଡାକରା ରେ ଭବିଷ୍ୟତ […]