ଅନ୍ତରଙ୍ଗ ଯୁବ ମହୋତ୍ସବ ପାଳିତ

ଫୁଲବାଣୀ(ସୁନୀଲ ପଟନାୟକ )ଶୁକ୍ରବାର ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ରେ ଅନ୍ତରଙ୍ଗ ଯୁବ ମହୋତ୍ସବ ପାଳିତ ହୋଇଥିଲା lବିଶେଷ କରି କନ୍ଧମାଳ ଦଙ୍ଗା ପରେ ଅନ୍ତରଙ୍ଗ ର ଆବିର୍ଭାବ ହୋଇଥିଲା!ଶତାଧିକ ଯୁବକ ଯୁବତୀଙ୍କୁ ଧରି ଦଙ୍ଗା ପରବର୍ତୀ ଥଇ ଥାନ ଓ ଭାଇ ଚାରା କୁ ପୁନଃ ପ୍ରତିଷ୍ଠା କରିବା ଲାଗି ପ୍ରୟାସ ହିଁ ଏହି ସଂଗଠନ ର ଉଦେଶ୍ୟ ଓ ଲକ୍ଷ ଥିଲା, ଏବେ ପରିସ୍ଥିତି ସ୍ୱାଭିବିକ! କନ୍ଧମାଳର ଅଗ୍ରଣୀ ସ୍ବେଛାସେବୀ ସଂଗ ଠନ ଜାଗୃତି […]

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେଶୀତଲହରୀ,ଫୁଲବାଣୀରେ ପାରଦ ୭. ୫ ଡିଗ୍ରୀ ଓ ଦାରିଙ୍ଗବାଡିରେ ୬. ୫ ଡିଗ୍ରୀ ସେଲସିୟସକୁ ଖସିଲା

ଫୁଲବାଣୀ (ସୁନୀଲ ପଟନାୟକ )ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ଶୁକ୍ରବାର ଆଜି ଫୁଲବାଣୀରେ ତାପମାତ୍ରା ୭ . ୫ ଡିଗ୍ରୀ ସେଲସିୟସକୁ ଖସିଥିବାବେଳେ ଓଡ଼ିଶାର କାଶ୍ମୀର […]

ଗଦାସାହି ଉନ୍ନୟନ ପରିଷଦ ତରଫରୁ ସହିଦ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଆଠଗଡ(ଉଲାପ୍ର)ଗତ କିଛିଦିନ ତଳେ ଭାରତୀୟ ସେନାବାହିନୀ ର ସିଡିଏସ ବିପିନ ରାୟୌତ ଓ ତାଙ୍କ ପତ୍ନୀଙ୍କ ସହିତ ବାୟୁସେନାର ୧୨ ଜଣ ସୈନିକ ହେଲିକ୍ୟାପ୍ଟର ଦୁର୍ଘଟଣାରେ ମୃତୁବରଣ କରିଥିଲେ,ସେହି ସହିଦ ମାନଙ୍କ ଦଶାହ ଅବସରରେ ସେମାନଙ୍କୁ ମନେ ପକାଇ ଆଜି ଆଠଗଡ ସହରର ଗଦାସାହି ଉନୟନ ପରିଷଦର ଛାତ୍ର,ଯୁବକ ମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ, ସାହିର ଯୁବକ ମାନଙ୍କ ସହଯୋଗରେ ଏକ ମହମବତୀ ଶୋଭାଯାତ୍ରା କରି ସହର ପରିକ୍ରମା କରିବା ସହିତ ଗୋପବନ୍ଧୁ ଛକ ଠାରେ ସହିଦ […]

ଚିର ନିଦ୍ରାରେ ଆଠଗଡ ଉଦ୍ୟାନବିଭାଗ ଜିପ

ଆଠଗଡ(ଉଲାପ୍ର)ଚିର ନିଦ୍ରାରେ ଆଠଗଡ ଉଦ୍ୟାନ ବିଭାଗ ର ଜିପ,ଏହି ଜିପ ଅନେକ ଅଫିସର ଙ୍କୁ ନିଜସିଟ ରେ ବସାଇ ଅନେକ ସ୍ଥାନକୁ ଠିକଣା ସମୟରେ ନେଇ ପହଞ୍ଚାଇ ପାରିଛି।କେତେବେଳେ ବି ସେ ଅମଙ୍ଗ ହୋଇନାହିଁ,ତା ଡ୍ରାଇଭର ଅବସର ନେବା ପୂର୍ବରୁ ବିଭାଗୀୟ ଅଧିକାରୀ ମାନେ ଏହି ଜିପ ରେ ବସିବାକୁ ମନ କଲେ ନାହିଁ,ନିଜ ଗାଡ଼ିରେ ସରକାରୀ ତେଲ ପକାଇ ଚଢିଲେ,ଆଉ ସେହି ଜିପକୁ ଅବସର ଦେବାକୁ ବାଧ୍ୟ କଲେ,ଏପଟେ ଡ୍ରାଇଭର ବସିବସି ଦୀର୍ଘଦିନ ପର୍ଯ୍ୟନ୍ତ ଦରମା […]

ଆଜିର ରାଶିଫଳ

ଅଦ୍ୟ ଡ଼ିସେମ୍ବର ମାସ ୧୭ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସମାର୍ଗଶିର- ଶୁକ୍ଳପକ୍ଷତିଥି- ଚତୁର୍ଦ୍ଦଶୀନକ୍ଷତ୍ର- କୃତ୍ତିକା ଦିବା ଘ ୧୧/୧୪ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀଚନ୍ଦ୍ର- ବୃଷଯୋଗ- ସିଦ୍ଧିକରଣ – ଗରସୌରମାସ- ଧନୁ ୦୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୫୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୨୯*✧═════•❁❀*ଯୋଗିନୀ ପଶ୍ଚିମେ*ବିଛା, ଧନୁ ଓ ମୀନ ରାଶିର ଘାତବାରବିଛା ରାଶିର ଘାତଚନ୍ଦ୍ରଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ। – ଦିବା ଘ ୦୯/୦୦ ଗତେ ଘ୧୧/୪୩ ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୦୪ […]

କଳିଙ୍ଗା ଘାଟି ରେ ପିକନିକ ବସ ଦୁର୍ଘଟଣା 20, ରୁ ଉର୍ଦ୍ଧ ଆହତ

ଫୁଲବାଣୀ (ସୁନୀଲ ପଟନାୟକ )ଗୁରୁବାର ରାତି ଆଠଟା ରେ ଏକ ପିକନିକ ବସ କଳିଙ୍ଗା ଘାଟି ର ଅଂଧାରିକୋଟ ବୁଲାଣି ରେ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଏଥିରେ ବସିଥିବା କୋଡିଏ ରୁ ଉର୍ଦ୍ଧ ଯାତ୍ରୀ ଆହାତ ହୋଇଛନ୍ତି lଆହାତ ମାନଙ୍କୁ ପୋଲିସ ଓ ଅଗ୍ନିସମବିଭାଗ କର୍ମଚାରୀ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜି. ଉଦୟଗିରି ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି l ଆହାତ ମାନଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା […]

୭୭ ବର୍ଷ ପରେ ପୁଣି ବିସ୍ଥାପିତ… ଲାମ୍ବିପାଲି ଗ୍ରାମ ବିସୀ

ବରଗଡ଼:-ନିଜର ଦୀର୍ଘ ଦିନର ଭିଟାମାଟି କୁ ଛାଡ଼ିଲେ ବିସ୍ଥାପିତ ୪୧ପରିବାର। ଅତୀତରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ସାହାଜବାହାଲ ନାମରେ ଗୋଟିଏ ଗାଆଁ ଥିଲା, ଯାହା ୧୯୫୫ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ ବେଳେ ଜଳମଗ୍ନ ହୋଇଯାଇଥିଲା।ଏଇ ଗ୍ରାମରଲୋକେ ସେଠାରୁ ବି ବିସ୍ଥାପିତ ହୋଇ ଘୁଘୁରା ଖୋଲ ପାହାଡ ତଳେ ଆଶ୍ରୟ ନେଇଥିଲେ। ଯାହା ବର୍ତ୍ତମାନ ଅତାବିରା ବ୍ଲକ ଖାରମୁଣ୍ଡା ପଞ୍ଚାୟତ ର ଲାମ୍ବିପାଲି ଗାଆଁ ନାମରେ ପରିଚିତ । ଜଙ୍ଗଲ ପରିବେଷ୍ଠିତ ଏହି ଅଞ୍ଚଳରେ ବାଘ ଭାଲୁ […]

ମାର୍କେଟ ୟାର୍ଡରେ ଚାଷୀଙ୍କ ମୃତ୍ୟୁ

ବରଗଡ଼:-ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧୀନ ଜାମସେଠ ନିକଟ ଛିନ୍ଦେକେଲା ଧାନ ମଣ୍ଡିରେ ଆଜି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାଇକମାଲ ବ୍ଳକ ଟେମରିମାଲ ଗ୍ରାମର ପ୍ରହଲ୍ଲାଦ ରାଉତ(୭୫)।ସୂଚନା ମତେ, ପ୍ରହଲ୍ଲାଦ ଧାନ ବିକ୍ରି ପାଇଁ ମଣ୍ଡିକୁ ଟୋକନ ଯାଞ୍ଚ କରିବାକୁ ଆସିଥିଲେ। ସେ ଯାଞ୍ଚ ବେଳେ ତାଙ୍କର ମାତ୍ର ୬ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ଆସିଥିବା ଜାଣିବାକୁ ପାଇଥିଲେ। ଅନ୍ୟପକ୍ଷେ ସେ ୫ ଏକର ଜମିରେ ଧାନ […]

ବିବିଏ ସେମିଷ୍ଟାର ପରୀକ୍ଷାରେ ଇମ୍ପେରିଆଲ କଲେଜର ସଫଳତା

ବରଗଡ :- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ଵିବିଏ ବୃତ୍ତିଗତ ଶିକ୍ଷା ପରୀକ୍ଷାରେ ସ୍ଥାନୀୟ ବିଦ୍ୟାବିହାରସ୍ଥିତ ଇମ୍ପେରିଆଲ କଲେଜର ଦ୍ଵିତୀୟ ସେମିଷ୍ଟାରରେ ଛଅଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇ ସଫଳତା ଲାଭ କରିଛନ୍ତି । ପ୍ରଥମ ସ୍ଥାନରେ କାହ୍ନାଚରଣ ପଣ୍ଡା ୧୦.୦୦ ଏସଜିପିଏ,ପଞ୍ଚମ ସ୍ଥାନରେ ଲାଡଲି ପାତ୍ର,ପ୍ରୀୟାଂଶୁ ଭାଗତ ୯.୩୦ ଏସଜିପିଏ ଏବଂ ଅଷ୍ଟମ ସ୍ଥାନରେ ଅକ୍ଷତ ଅଗ୍ରୱାଲ, ସିଦ୍ଧାନ୍ତ ଅଗ୍ରୱାଲ ଓ କୁନାଲ ଝାୱର ୯.୦୦ ଏସଜିପିଏ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । […]

ମାତୃଛାୟାରେ ଗୀତା ଯଜ୍ଞ

ବରଗଡ଼:-ମାର୍ଗଶିର ଶୁକ୍ଳ ପକ୍ଷ ତ୍ରୟୋଦସୀ ତିଥି ରେ ଶାନ୍ତି ତପୋବନ ଆଶ୍ରମ ମାତୃଛାୟା ର ଶାନ୍ତିମୟ ପ୍ରାକୃତିକ ସୁରମ୍ୟ ପରିବେଶରେ ମଧ୍ୟରେ ଗୀତା ଜୟନ୍ତୀ ମହୋତ୍ସବ ପାଳିତ ହୋଇ ଯାଇଛି lପଣ୍ଡିତ ବାଲ୍ମୀକି ମିଶ୍ର ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଗୀତା ଜୟନ୍ତୀ ରେ ପଣ୍ଡିତ ସୁଶାନ୍ତ ଦାଶ, ବ୍ୟାସ ଭାବେ କୁମାର ସବ୍ୟସାଚୀ ତ୍ରିପାଠୀ ଗୀତାପାଠ କରିଥିଲେ l କର୍ତ୍ତା ଭାବେ ସୀତା ଓ ସୁବଳ ପଧାନ ଦାଇତ୍ବ ତୁଲାଇଥିଲେ l ଏହି ଅବସରରେ ସକାଳୁ ପଣ୍ଡିତ […]