ଆଜି ଠାରୁ ପହିଲି ଭୋଗ ଆରମ୍ଭ
ଢେଙ୍କାନାଳ(ଉଲାପ୍ର) ଢେ଼ଙ୍କାନାଳ ଜିଲ୍ଲା ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆଜି ଠା ରୁ ଦୀର୍ଘ ଏକ ମାସ ଧରି ପହିଲି ଭୋଗ ଲାଗି କରାଯିବ ,, ଆଜି ପ୍ରାତଃ ରୁ ମଙ୍ଗଳ ଆଳତି କରାଯାଇ ଥିଲା ,, ମହାସ୍ନାନ ,, ନୂତନ ବସ୍ତ୍ର ପରିଧାନ ,, ତୁଳସୀ ହାର ,, ଫୁଲ ହାର ରେ ସୁସଜ୍ଜିତ କରା ଯାଇ ଥିଲା ,,, ଭୋର ପାଞ୍ଚ ଘଟିକା ସମୟ ରେ ପହିଲି ଭୋଗ ଲାଗି କରା ଯାଇ […]