ରଥଯାତ୍ରାର ଦ୍ୱିତୀୟ ଦିନ : ମୀନ ଅବତାରରେ ଭକ୍ତ ଙ୍କୁ ଦର୍ଶନ ଦେଲେ :କୈବଲ୍ୟ ଭଜନ ସନ୍ଧ୍ୟାରେ ଭକ୍ତ ବିଭୋର
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ତରଫରୁ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷହୋଇଛି l ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ପହଞ୍ଚିବା ପରେ ଯଥାରିତି ସହକାରେ ମନ୍ଦିରର ମୂଖ୍ୟ ପୂଜକ ମହେଶ୍ୱର ପଣ୍ଡା ଓ ତାଙ୍କ ସହଯୋଗୀ ଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି l ଯାତ୍ରାର ବୁଧବାର ହେଉଛି ଦ୍ୱିତୀୟ ଦିନ ଏହି ଅବସରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମୀନ ଅବତାର ରେ ସଜ୍ଜିତ କରାଯାଇ ଭକ୍ତ ଙ୍କୁ ଦର୍ଶନ […]