ସୂଚନା ତଥ୍ୟ ଗାଏବ , ସୂଚନା କର୍ମ୍ମୀଙ୍କ ଦାନାବାନ୍ଧୁଛି ଧାରଣା

ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ ଅନିମିୟତା ଦେଖାଦେଇଛି ।ଉକ୍ତ ବ୍ଲକରେ ମନରେଗା ଯୋଜନାରେ କାର୍ଯ୍ୟକୁ ନେଇ କର୍ମ୍ମିଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ,ଯାହାକି ଏ ସମ୍ବନ୍ଧେ ସୂଚନା ଅଧିକାରୀ କର୍ମ୍ମୀ ସୁବାଷ ପଧାନ ବ୍ଲକକୁ ଯାଇ ସୂଚନା ମାଗିଥିଲେ ମଧ୍ୟ କୌଣସି ପ୍ରକାରର ତଥ୍ୟ ନମିଳିବାରୁ ନିରାଶ ହେବାକୁ ପଡ଼ିଛି ।ଏହି ବ୍ଲକର ବିରାଶାଳ ,ମକୁଆକାଟେଣି ,ବାମ ,ମହାବିରୋଡ , ଦଶିପୁର ,ଚାନ୍ଦପୁର , ଘାଗରାମୁଣ୍ଡା ,କେରଯୋଳି ,କରଗୋଳା ପ୍ରଭୃତି ପଞ୍ଚାୟତ ମାନଙ୍କରେ ମନରେଗା ଯୋଜନା […]

କନ୍ଧମାଳକୁ ରେଳ ସଂଯୋଗ ନେଇ ଦାବି ଦୋହରାଇଲେ ସାଂସଦ ଅଚ୍ୟୁତ ସାମନ୍ତ

ଫୁଲବାଣୀ (:ସୁନୀଲ ପଟନାୟକ ) କନ୍ଧମାଳକୁ ରେଳ ସଂଯୋଗ ନେଇ ସାଂସଦ ଅଚ୍ୟୁତ ସାମନ୍ତ କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ତାଙ୍କର ଦାବି ସଂପର୍କରେ ପୁନର୍ବାର ମନେ ପକାଇଦେଇଛନ୍ତି। ଆଜି ସକାଳେ ଶ୍ରୀ ସାମନ୍ତ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ସୌଜନମୂଳକ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ କନ୍ଧମାଳ ଜିଲ୍ଲାର ୧୦୯୪ ଗ୍ରାମରେ ୪ଜି ମୋବାଇଲ ଟାୱାର ବସାଇବା ପାଇଁ ପଦକ୍ଷେପ ନେଇଥିବାରୁ ଶ୍ରୀ ସାମନ୍ତ ଶ୍ରୀ […]

ଦାରିଙ୍ଗବାଡି ରେ ଇକୋ ରିଟ୍ରିଟ ଉଦ୍‌ଘାଟିତ, ପ୍ରକୃତି କୋଳରେ ନିଜକୁ ହଜାଇଦେବେ ପର୍ଯ୍ୟଟକ

ଫୁଲବାଣୀ( ସୁନୀଲ ପଟନାୟକ)ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୫କଟେଜ ବିଶିଷ୍ଟ ଇକୋ ରିଟ୍ରିଟ ବୁଧବାର ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭର୍ଚୁଆଲ ମାଧ୍ଯମରେ ଏହାକୁ ଉଦ୍‌ଘାଟନ କରିଛନ୍ତି।ଗତ ବର୍ଷ ପର୍ଯ୍ୟଟକଙ୍କ ଆଦୃତି ପାଇବା ଫଳରେ ଏବର୍ଷ ରାଜ୍ୟ ସରକାର ପୁଣି ଥରେ ଦାରିଙ୍ଗବାଡିଠାରେ ପର୍ଯ୍ୟଟକଙ୍କ ପାଇଁ ଇକୋରି ଟ୍ରିଟ ଆରମ୍ଭ କରିଛନ୍ତି।ଆଜି ଠାରୁ ପର୍ଯ୍ୟଟକମାନେ ଅନ୍ ଲାଇନ ମାଧ୍ୟମରେ ବୁକିଙ୍ଗ କରି ରହିବେ।ଏହା ମାର୍ଚ୍ଚ ୧୫ ଯାଏ ଖୋଲା ରହିବ।ବଣ […]

ଫୁଲବାଣୀ ସରକାରୀ ମହାବିଦ୍ୟାଳୟ ରେ ଛାତ୍ର ଅଶାନ୍ତି. ଅଫ ଲାଇନ ବଦଳ ରେ ଅନ ଲାଇନ ପରୀକ୍ଷା ଦାବୀ କରି ଆନ୍ଦୋଳନ

ଫୁଲବାଣୀ (ସୁନୀଲ ପଟନାୟକ )ଅଫଲାଇନ ପରୀକ୍ଷା ବଦଳରେ ଅନଲାଇନ ପରୀକ୍ଷା କରିବାକୁ ଦାବିକରି କଲେଜ ଛାତ୍ର ଛାତ୍ରୀଙ୍କ କଲେଜ ଗେଟ ରେ ତାଲାପକାଇ ବିକ୍ଷୋଭ ପଦର୍ଶନ। ସରକାରଙ୍କ ନିର୍ଦେଶ ଅନୁଯାଇ ସବୁ କଲେଜ ରେ ଅନଲାଇନ ରେ ପରୀକ୍ଷା ଶେଷ ହୋଇଥିବା ବେଳେ ଫୁଲବାଣୀ ଅଟୋନମସ କଲେଜରେ ପରୀକ୍ଷା ହୋଇପାରିନାହିଁ । ଡିସେମ୍ବର 1ରେ ଏକ ଇଣ୍ଟରନାଲ ପରୀକ୍ଷା ଅଫଳାଇନ ରେ ପରୀକ୍ଷା ଦେଇଛୁ, ଏବେ 10 ଦିନ ମଧ୍ୟରେ କିପରି ଦ୍ୱିତୀୟ, ତୃତୀୟ ସେମିଷ୍ଟର ପରୀକ୍ଷା […]

ଅଜଣା ଗାଡି ଧକ୍କାରେ ମୃତ ବ୍ୟକ୍ତିଙ୍କ ପରିବାର କୁ କ୍ଷତିପୁରଣ ଦାବୀରେ ରାସ୍ତା ଅବରୋଧ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ସାରଙ୍ଗ ଡଥାନା ଅନ୍ତର୍ଗତ ପାବୁରିଆ ଠାରେ ଏକ ଅଜଣା ଗାଡି ଧକ୍କାରେ ପା ବୁରିଆ ହାଟପଦା ସାହିର ବିନୋଦ ଦଣ୍ଡିଆ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଛି । କ୍ଷତିପୁରଣ ଦାବୀରେ ମଙ୍ଗଳବାର ରାତିଠୁ ଶବରଖି ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି ।ବିନୋଦଶୌଚ ଦେବାକୁ ଯାଇ ରାସ୍ତା ପାର ହେଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।ଫଳରେ ଜିଉ ଦୟଗିରି, ରାଇକିଆ, ସାରଙ୍ଗ ଡ଼ କୁ ଗାଡି ଚଳାଚଳ […]

ଦିନ ଦ୍ୱିପହରରେ ଉପକାରାଗାରରୁ ବିଚାରଧିନ କଏଦୀ ଚମ୍ପଟ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କାରାଗାରରୁ କଏଦୀ ଫେରାର୍‌ । ଦିନ ଦ୍ୱିପହରରେ ପୋଲିସକୁ ଚକମା ଦେଇ ଫେରାର୍‌ ହେଲେ ବିଚାରଧୀନ କଏଦୀ । ପ୍ରଥମେ କାରାଗାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବାପରେ ଶେଷରେ ବାଲିଗୁଡ଼ା ଥାନାରେ ଏନେଇ କାରାଗାର ପକ୍ଷରୁ ଏତଲା ଦିଆଯାଇଥିବା ଜଣାପଡ଼ିଛି । ଫେରାର ଅଭିଯୁକ୍ତ ଜଣକ ବ୍ରାହ୍ମଣୀଗାଁ ଅଂଚଳର ଟୁକୁନା ମଳିକ (୩୮) ଏକ ହତ୍ୟା ମାମଲାରେ ଦେଢ଼ ବର୍ଷ ହେବ ସଜା କାଟୁଥିଲେ […]

ଡିଜେ, ବାଣ ଫୁଟା ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ବରଗଡ଼:- ବିବାହ ପ୍ରେଶେସନରେ ମାନୁନାହାନ୍ତି କରୋନା କଟକଣା। ମନ ଇଚ୍ଛା ଡିଜେ ବଜାଇ ବାଣ ଫୁଟାଇ ଧୂମଧାମ୍‌ରେ ନାଚୁଛନ୍ତି ବରଯାତ୍ରୀ। ଡିଜେ ସାଉଣ୍ଡରେ ବରିଷ୍ଠ ନାଗରିକ, ଦୃଦ୍‌ରୋଗ ଆକ୍ରାନ୍ତ ବ୍ୟକ୍ତି, ଛୋଟ ପିଲାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏନେଇ ଡିଜେ ଓ ବାଣଫୁଟା ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛନ୍ତି। ରାଜଧାନୀରେ ରାତି ୧୦ ପରେ ବିବାହ ଉତ୍ସବରେ ଡିଜେ ବାଜୁଥିବା ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ […]

ମଣ୍ଡିରୁ ଜବତ ହେଲା ୩୨ କୁଇଣ୍ଟାଲ ଧାନ

ବରଗଡ଼ :- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଧାନ କ୍ରୟ କେନ୍ଦ୍ର(ମଣ୍ଡି)ରୁ ଆଜି ଯୋଗାଣ ବିଭାଗ ୮୧ ପକେଟ୍‌ ଧାନ ଜବତ କରିଛି। ଜବତ ଧାନର ପରିମାଣ ୩୨ କୁଇଣ୍ଟାଲ ୯୦ କିଗ୍ରା ରହିଛି । ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) କର୍ମଚାରୀ ଶରତ ଚନ୍ଦ୍ର ହଂସଙ୍କଠାରୁ ତାହା ଜବତ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଜବତ ଧାନକୁ ନିକଟସ୍ଥ ହନୁମାନ ଫୁଡ୍‌ ପ୍ରଡ଼କ୍ଟସ୍‌ ରାଇସ […]

ଜିଲ୍ଲା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ଭିଜନ ୨୦-୨୪ ବିକାଶ କ୍ରିକେଟ କ୍ଲବ ଓ ଗୋଡଭଗା ସେଣ୍ଟ୍ରାଲ ବିଜୟୀ

ବରଗଡ : ଆଜି ସ୍ଥାନୀୟ ବିକାଶ କ୍ରିକେଟ ଗ୍ରାଉଣ୍ଡ ଓ କଟାପାଲି ଗ୍ରାଉଣ୍ଡ ଠାରେ ଭିଜନ ୨୦-୨୪ ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ କ୍ରିକେଟ ର ପ୍ରତିଯୋଗିତା ରେ ବରଗଡ ବିକାଶ କ୍ରିକେଟ କ୍ଲବ ଓ ଗୋଡଭଗା ସେଣ୍ଟ୍ରାଲ ବିଜୟୀ ବିଜୟୀ ହୋଇଛି।ଆଜି ବିକାଶ ଗ୍ରାଉଣ୍ଡ ରେ ବରଗଡ ଫାଇଟରସ କ୍ଲବ ପ୍ରଥମେ ବ୍ୟାଟିଂ କରି ମାତ୍ର ୩୨ ଓଭର ରେ ୮୪ ରନ କରି ଅଲ୍ ଆଉଟ୍ ହୋଇ ଯାଉଥିଲେ। […]

ଟୋପ ହାଇସ୍କୁଲ ରେ ସ୍ୱଚ୍ଛତା ପକ୍ଷ ପାଳନ ଓ ସଚେତନତା ଶୋଭାଯାତ୍ରା

ବରଗଡ଼:-ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ହାଇସ୍କୁଲ ରେ ଗାଇଡ କ୍ୟାପଟେନ ଅନୁସୂୟା ଦେବତା ଓ ସ୍କାଉଟ୍ ମାଷ୍ଟର ପ୍ରମୋଦ ମିଶ୍ର ଙ୍କ ତତ୍ବାବଧାନରେ ସ୍କାଉଟସ ଓ ଗାଇଡ ମାନଙ୍କୁ ନେଇ ଜନ ସଚେତନତା ଅଭିଯାନ ପାଳନ କରାଯାଇଥିଲା। ଏହି ଅବସରରେ ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ସହ ନିଜ ଅଞ୍ଚଳ କୁ ସ୍ୱଚ୍ଛ ରଖିିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ ଓ ସୁସ୍ଥ ରହିବା ପାଇଁ ପରିବେଶ କୁ ପରିଷ୍କାର ପରିଚ୍ଛନ୍ନତା ରହିବା ନିହାତି ଆବଶ୍ୟକ ଅଟେ ବୋଲି […]