ନାଧରା ଗ୍ରାମରେ ଶୋଭା ତରଫରୁ ମାଗଣା ସାସ୍ଥ୍ୟମେଳା
ଢେଙ୍କାନାଳ : ନବଭାରତ ଭେଞ୍ଚରସ୍ ଲିମିଟେଡ୍ ସହାୟତାରେ , ସେଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ନାଧରା ଗ୍ରାମର ସତ୍ୟମ୍ ଶିବମ୍ ସୁନ୍ଦରମ୍ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ତା– ୧୧.୧୨.୨୦୨୧ ରିଖରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥ ନବଭାରତ ଭେଞ୍ଚରସ୍ ଲିମିଟେଡ୍ର ଜିଏମ୍ ଏମ୍.ଶ୍ରୀନିବାସ୍ ପ୍ରଦୀପ ପ୍ରଜ୍ଜଳନ କରି ଶିବିରକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ଉତ୍ସବରେ ସମ୍ମାନୀୟ ଅତିଥି ଭାବରେ ରାଧେଶ୍ୟାମ୍ ସିଂ , ମନିଷ୍ଠ ପାତ୍ର , […]