ଲଘୁଚାପ ପ୍ରଭାବ ରେ ପୂଣି ଲଗାଣ ବର୍ଷାସାଙ୍ଗକୁ କୋହୋଲା ପାଗ, ଜନ ଜୀବନ ଅସ୍ତବ୍ୟସ୍ତ

ଫୁଲବାଣୀ (ସୁନୀଲ ପଟନାୟକ )ବାତ୍ୟା ଜୱlଦ ର ପ୍ରଭାବ ନ ଜାଉ ଣୁ ଗୁରୁବାର ପୂଣି ସକାଳୁ ଲଗାଣ ବର୍ଷା ଲାଗି ରହିବା ଫଳରେ ଫୁଲବାଣୀ ସମେତ ଖଜୁରୀପଡା ,ବାଲିଗୁଡା,ଫିରିଙ୍ଗିଆ ସମେତ ସମଗ୍ର କନ୍ଧମାଳ ଜ଼ିଲ୍ଲାରେଜନ ଜୀବ ନ ପ୍ରଭାବିତ ହୋଇଛି lବାତ୍ୟା ଜୋଂଗୁଁ ଧାନ ସାଙ୍ଗକୁ ପନି ପରିବା ଚାଷଅନେକାଂଶ ରେ ନଷ୍ଟ ହୋଇଥିଲା lତେବେ ବାତ୍ୟା ଜୱା ଦ ରୁ ବଂଚିଯାଇଥିବା ଚାଷ କୁ ଉଦ୍ଧାର କରିବବୋଲି ଚିନ୍ତା କରୁଥିବା ବେଳେଆଜି ପୂଣି ଲଗାଣ […]

ପ୍ରଶାସନ ଦୃଷ୍ଟି ଦେବ କି ?କାଖରେ ଦିବ୍ୟାଙ୍ଗ ପୁଅ ମୁଣ୍ଡରେ କାଠ ବୋଝ ଧରି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଫୁଲବାଣୀ (ସୁନୀଲ ପଟନାୟକ)କାଖରେ ବିବ୍ୟାଙ୍ଗ ପୁଅ.ମୁଣ୍ଡରେ କାଠବିଡା ଜଣେ ବିଧବା ମହିଳା ବଞ୍ଚିବା ପାଇଁ ସଂଘର୍ଷ ଚଳାଇ ଥିବା ଦେଖିବାକୁ ମିଳିଛି ।ବିଦ୍ୟାଙ୍ଗ ଓ ବିଧବାମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ଥିଲେ ମଧ୍ୟ ଏ ସବୁ ଯୋଜନା ବୀପାଙ୍କ ପାଇଁ ସାତ ସପନ।ସର କାରୀ ସହାୟତା ପାଇଁ ପ୍ରଶାସନ ପାଖରେ ବାରମ୍ଵାର ନେହୁରା ହେଲେବି ସରକାରୀ ବାବୁମାନଙ୍କ ଦୃଷ୍ଟି ପଡ଼ୁନ ଥିବା ଶୁଣିବାକୁ ମିଳୁଛି ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡା ଅଞ୍ଚଳ ରେ ।ବାଲିଗୁଡା […]

ବରଗଡ଼ ଜୁନିଅର କଲେଜ ରେ ଛାତ୍ରଛାତ୍ରୀ ଅସୁସ୍ଥ

ବରଗଡ଼(ଉଲାପ୍ର)ବରଗଡ଼ ନିକଟସ୍ଥ କମଗାଁ ଜୁନିୟର କଲେଜ ହଷ୍ଟେଲରେ ରହୁଥିବା ୧୯ ଜଣ ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ଖେଦାପାଲି ସ୍ଥିତ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଷାକ୍ତ ପାଣି ପିଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । କୋଭିଡ଼ ଜନିତ ସ୍ଥିତି ସ୍ୱାଭାବିକ ହେବା ପରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଖୋଲିଥିଲା । ତେବେ ଆଗାମୀ ୧୯ ତାରିଖ ଦିନ ପୁଣି ଲକଡାଉନ ହେବ ବୋଲି ସୋସିଆଲ ମିଡ଼ିଆରେ […]

ଗୋବିନ୍ଦପାଲି ରେ ଡ୍ରେନ ନିର୍ମାଣ ପାଇଁ ପୌର ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ

ବରଗଡ଼: ବରଗଡ଼ ପୌର ପରିଷଦ ର ଏକ ପୁରାତନ ୱାର୍ଡ ଭାବେ ଗୋବିନ୍ଦପାଲି କୁ ଜଣାଯାଏ କିନ୍ତୁ ଏହି ୱାର୍ଡର ପୁରୁଣା ବସ୍ତି ହନୁମାନ ମନ୍ଦିର ପାଖ ରେ ଡ୍ରେନ ବ୍ୟବସ୍ଥା ନଥିବାରୁ ଘରୋଇ ଜଳ ନିଷ୍କାସନ ଏବେ ବାଧକ ସାଜିଛି । ଫଳ ସ୍ୱରୂପ ମଇଳା ଅପରିଷ୍କାର ପାଣି ମଝି ରାସ୍ତା ଉପରେ ବହୁଛି । ଏହାକୁ ନେଇ ଅନେକ ଥର ପଡାବାସୀ ଲିଖିତ ଅଭିଯୋଗ କରିଛନ୍ତି ହେଲେ କୌଣସି ଫଳ ମିଳୁନଥିବାରୁ ନିରାଶ ହୋଇ […]

ଏନସି ଟ୍ୟାଗ୍ ହଟାଇବା ଦାବିରେ ରଷ୍ଟ୍ରୀୟ ଅଧ୍ୟକ୍ଷ ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଶିକ୍ଷକମାନେ ହେଲେ ଗଣ ଗିରଫଦାରୀ

:ଢେଙ୍କାନାଳ ( ଉଲାପ୍ର)- ସାରା ଦେଶର ୧ ଲକ୍ଷ ୮୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏନସି ଟ୍ୟାଗ୍ ହଟାଇବା ଦାବିରେ ଏନଆଇଓ ଅସ ଡିଇଏଲଇଡି ଶିକ୍ଷକ ସଂଘର ରଷ୍ଟ୍ରୀୟ ଅଧ୍ୟକ୍ଷ ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଶିକ୍ଷକମାନେ ଆଜି ଢେଙ୍କାନାଳରେ ଗଣ ଗିରଫଦାରୀ ଦେଇଛନ୍ତି । ତୁରନ୍ତ ଏନସି ଟ୍ୟାଗ୍ ହଟା ନ ଗଲେ ସାରା ଦେଶର ଲକ୍ଷାଧିକ ଶିକ୍ଷକ ନୂଆଦିଲ୍ଲୀରେ ପହଂଚି ଆଗାମୀ ୧୩ ଜାନୁଆରୀ ୨୦୨୨ରେ ସଂସଦ ଭବନ ଘେରିବାକୁ ବାଧ୍ୟ ହେବେ […]

ଓଡିଶା ମୋଟର ଚାଳକ ସଂଘ ଲାଇନପଡା ଶାଖା ଉଦଘାଟିତ

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ମୋଟର ଚାଳକ ସଙ୍ଘ ର ଲାଇନ ପଡା ଠାରେ ଏକ ନୂତନ ଶାଖା କାର୍ଯାଳୟ ଉଦଘାଟନ କରିଛନ୍ତି, ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘ ର ସମ୍ପାଦକ ପ୍ରଭାକର ମଲିକ. ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ କାର୍ଯ୍ୟାଳୟ ଗୃହ ଉଦଘାଟନ କରିଛନ୍ତି lଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ସଭାପତି ବାସୁଦେବ କହର,କେଶବ ମଳିକ, କୁସୁମେଣ୍ଡି ପଚାୟତ ର ପୂର୍ବତନ ସରପଞ୍ଚ ଭୁବନେଶ୍ଵର ମଲିକ ପ୍ରମୁଖ ସମ୍ମାନିତ […]

ତୁମୁଡ଼ିବନ୍ଧ ବ୍ଲକ ରେ ଚାରି ବର୍ଷରେ ଆଠ ବିଡିଓଙ୍କ ବଦଳି, ଉନ୍ନୟନ କାର୍ଯ୍ୟ ଠପ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକ ରେ ଚାରି ବର୍ଷ ରେ ଆଠ ବି ଡି ଓ ଙ୍କ ବଦଳି ହେଲାଣି lଫଳରେ ଉନ୍ନୟନ କାର୍ଯ୍ୟ ଠପ ହୋଇଯାଇଛି ଏହି ବ୍ଲକ ରେ l ଜଣେ ବି ଡି ଓ ବର୍ଷେ ବି ସମୟ ରହି ପାରୁନାହାନ୍ତି lବି ଡି ଓ ଙ୍କ ଦକ୍ଷତା ର ଅଭାବ ଜୋଂଗୁଁ ସରକାର ବଦଳି କରିଛନ୍ତି ନା ରାଜନେତା ମାନଙ୍କ କଥା ବିଡ଼ିଓ ଶୁଣୁନଥିବା ଜୋଂଗୁଁ ବଦଳି […]

ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିର ସଭାଗୃହ ପରିସରରେ ଅନ୍ତରଙ୍ଗ, କନ୍ଧମାଳ ଦ୍ଵାରା ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଉପଖଣ୍ଡ ପୋଲିସ ଅଧିକାରୀ ଗୁନ୍ଦାଲାଲ ରେଡି ରାଘବେନ୍ଦ୍ର ଯୋଗ ଦେଇଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଳା ପ୍ରଧାନ, ଜିଲ୍ଲା ଶିଶୁ ଅଧିକାରୀ ରଶ୍ମିତା କରଣ, ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା, ସି.ଡବ୍ଲ୍ୟୁ. ସି […]

କନ୍ଧମାଳ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ଦୌଡ ଆରମ୍ଭ,

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ ରହିଛି ୨୫୧୫ ଟି ଗ୍ରାମ ଓ ୧୭୧ ଟି ପଞ୍ଚାୟତ ସହିତ ୧୨ ଟି ବ୍ଳକ ଏହି ବ୍ଳକ ମାନଙ୍କୁ ୧୮ ଟି ଜିଲା ପରିଷଦ ଜୋନ୍ ରେ ବିଭକ୍ତ କରାଯାଇଛି । ପଞ୍ଚାୟତ ନିର୍ବାଚନ ପାଇଁ ଭୋଟରଙ୍କ ସଂଖ୍ୟା ୪ ଲକ୍ଷ ୮୮ ହଜାର ୮୭୭ । ଏହା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏହାର ଜିଲା ପରିଷଦ ଅଧ୍ୟକ୍ଷ ଓ ସମସ୍ତ ବ୍ଳକ ଅଧ୍ୟକ୍ଷ […]