ଫୁଲବାଣୀ ରେ ଅlନ୍ତଃ ଜ଼ିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଫୁଲବାଣୀ(ସୁନୀଲ ପଟ ନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଷ୍ଟାଡିୟମ୍ ଠାରେ ଓଡିଶା କ୍ରିକେଟ ଆସୋସିଏସନ ଓ ଜିଲ୍ଲା କ୍ରୀଡ଼ା ସଂଘ ର ମିଳିତ ଆନୁକୂଲ୍ୟରେ ଅlନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଜିଲ୍ଲା କ୍ରୀଡା ସଂଘ ର ଉପ୍ ସଭାପତି ସର୍ବେଶ୍ଵର ମିଶ୍ର, ଉପ୍ ସଭାପତି ଅଶୋକ କୁମାର ବେହେରା ସାଧାରଣ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ଓ ଗୌରୀ ଶଙ୍କର ବେହେରା, ସନ୍ତୋଷ ମିଶ୍ର ଓ ଅନ୍ୟlନ କର୍ମକର୍ତ୍ତା ଉପସ୍ଥିତ ଥିଲେ […]