ଅଙ୍ଗନାୱାଡି କେନ୍ଦ୍ର ସ୍ଥାନାନ୍ତରିତକୁ ନେଇ ଗ୍ରାମବାସୀଙ୍କ
ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ କେନ୍ଦୁମୁଣ୍ଡାର ଆଜକୁ ତିରିଶି ବର୍ଷ ହେଲାଣି ଅଙ୍ଗନାୱାଡି କେନ୍ଦ୍ର ଚାଲିଆସୁଛି!ଏହି ଗ୍ରାମର ଥିବା ଅଙ୍ଗନାୱାଡି କେନ୍ଦ୍ର ଉପରେ ନାରଦ ମୁଣ୍ଡା ଏବଂ କେନ୍ଦୁମୁଣ୍ଡା ଆଦିବାସୀ ପିଲାମାନେ ପାଠ ପଢିବାକୁ ଆସୁଛନ୍ତି!କିନ୍ତୁ କେନ୍ଦୁମୁଣ୍ଡା ପୁରୁଣା ସାହିର କିଛି ଏବଂ କେନ୍ଦୁମୁଣ୍ଡା ଅଳ୍ପ କିଛି ଖଳ ପକୃତ ଲୋକ ପୁରୁଣା ସାହିକୁ କେନ୍ଦ୍ରକୁ ଉଠାଇବା ପାଇଁ ଯୋଜନା କରିଥିଲେ!ପିଲାମାନେ ଯିବାଆସିବା ରାସ୍ତାରେ ପଡୁଥିବା ପୋଖରୀ ଏବଂ ଜଙ୍ଗଲ ଥିବାରୁ କୌଣସି ଲୋକ […]