ବରଗଡ଼ ସହରରେ ଲାଗିଥିବା ସମସ୍ତ ସିସିଟିଭି କୁ କାର୍ଯ୍ୟକ୍ଷମ କରାଯାଉ:ଆପ୍

ବରଗଡ଼(ଉଲାପ୍ର)ଦିନକୁ ଦିନ ବରଗଡ଼ ସହରର କଳେବର ବୃଦ୍ଧି ପାଉଥିବା ବେଳେ ଜନସଂଖ୍ୟା ମଧ୍ୟ ସେହି ଅନୁପାତ ରେ ବଢି ଚାଲିଛି । ସେହିପରି ଅପରାଧ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ୨୦୧୯ ମସିହାରେ ବରଗଡ଼ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି କିନ୍ତୁ ଦୁଃଖର ବିଷୟ ଅଧିକାଂଶ କ୍ୟାମେରା ଏବେ ଅଚଳ ହୋଇ ପଡି ରହିଛି । ତେଣୁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଆମ୍ ଆଦମୀ ପାର୍ଟି […]

ନରସିଂହପୁରରେ ଗଣମାଧ୍ୟମକୁ ପ୍ରଶାସନର ଅଣଦେଖା ଅଭିଯୋଗ

ନରସିଂହପୁର/ବଡମ୍ବା(ଉଲାପ୍ର) ଗଣତନ୍ତ୍ର ରେ ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ଭାବରେ ନିଜର କାର୍ଯ୍ୟ ନିର୍ବାହ କରୁଥିବା ସମୟରେ ପ୍ରଶାସନିକ ଅଧିକାରୀମାନେ ଦଳୀୟ ଗତ ଭାବନା ରେ ଅନ୍ଧ ହୋଇ ରାଜ୍ୟର ପ୍ରମୁଖ ଗଣମାଧ୍ୟମ କୁ ବେଖାତିର କରୁଥିବା ଅଭିଯୋଗ ଆସିଛି କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ରୁ। ଆଜି ନରସିଂହପୁର ପର୍ଯ୍ୟଟନ ବାଖ୍ୟାନ କେନ୍ଦ୍ର ଠାରେ ପ୍ରାକୃତିକ ବିପର୍ଯ୍ୟୟ ର ଏକ ଜରୁରୀ କାଳୀନ ବୈଠକରେ ବିଧାୟକ ଓ ନରସିଂହପୁର ତହସିଲଦାର, ଆଲୋକ ଦେହୁରୀ, ବିଡ଼ିଓ […]

ଖଜୁରୀପଡା ରଂଜା କୁମ୍ପା ଜଙ୍ଗଲ ରେ ଦୁର୍ବୁତ୍ତ ର ଗୁଳି ମାଡ ରେ ମହିଳା ଗୁରୁତର

ଫୁଲବାଣୀ -(ସୁନୀଲ ପଟନାୟକ )ଦୁର୍ବୁତ୍ତ ର ଗୁଳି ମାଡ଼ରେ ମହିଳା ଗୁରୁତରଗୁରୁତର ଆହାତ ମହିଳା ଜଣକ ହେଲେ ଖଜୁରୀପଡା ଥାନା ଛ ନ୍ଦୁର ପଦର ଗ୍ରାମ ର ଜୟନ୍ତୀ କହଁର.ସ୍ଵାମୀ ପବିତ୍ର କହଁର ରଞ୍ଜlକୁମ୍ଫା ଜଙ୍ଗଲ କୁ କାଠ ଆଣିବାକୁ ଯାଇଥିବା ବେଳେ ସ୍ତ୍ରୀ ଜୟନ୍ତୀ କହଁର ଙ୍କୁ ବାଜିଛି ଗୁଳିଜୟନ୍ତୀ ଙ୍କ ମୁଣ୍ଡକୁ ଗୁଳି ବାଜିଛି ଗୁରୁତର ଅବସ୍ଥାରେଜୟନ୍ତୀ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି lଖଜୁରୀପଡା ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ […]

ବାତ୍ୟା ଜୱ।ଦ ମୁକାବିଲା ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ, ଜିରେ। କାଜୁଆଲଟି ଉପରେ ପ୍ରଶାସନର ଗୁରୁତ୍ଵ

ଫୁଲବାଣୀ-୪/୧୨ (ସୁନୀଲ ପଟନାୟକ)ବାତ୍ୟା ଜୱ ୲ଦ ପ୍ରଭାବରେ ଗତକାଲି ଶୁକ୍ରବାର ରାତିରୁ ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ମେଘପାଗ ସହ ଝିପଝିପ ବର୍ଷା ଲାଗି ରହିଛି । ତା ସାଙ୍ଗକୁ କୋହଲା ପବନ ବି 6ବ।ହୁଛି । ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲା ଓ ବ୍ଳକ ସ୍ତରରେ କଣ୍ଟ୍ରୋଲ ରୁମ ଖୋଲାଯାଇ ସତର୍କ ଦୃଷ୍ଟି ରଖିଛି ପ୍ରଶାସନ ।ଜି6ରା କାଜୁଆଲ ଟି ଉପରେ ନଜର ଦିଆଯାଇଛି । ସମସ୍ତ ସରକାରୀ ଅଫିସରଙ୍କ ଛୁଟି […]

ମାଓବାଦୀଙ୍କ ସହିଦ ସପ୍ତାହ ୩ୟ ଦିନରେ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଫୁଲବାଣୀ-( ସୁନୀଲ ପଟନାୟକ)ଆଜିଠୁ ମାଓବାଦୀ ଙ୍କ ସହିଦ ସପ୍ତାହ ୨ରୁ ଆରମ୍ଭ ହୋଇଛି। ଫଳରେ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ର ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯା ଇଛି । ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ସେହିପରି ବିଭିନ୍ନ ଥାନା ଇଲାକାରେ ମଧ୍ୟ କମ୍ବିଙ୍ଗ ଅପେରସନ ସାଙ୍ଗକୁ ଗାଡି ମଟର ଚେକିଙ୍ଗ ମଧ୍ୟ ଯୋରଦାର କରାଯାଉଥିବା ଦେଖାଯାଉଛି lମାଓବାଦୀଙ୍କ ସହିଦ ସପ୍ତାହ ଲାଗି ସରକାରୀ ଗାଡି […]

ଓଡିଶା ଡ୍ରାଇଭର ମହାସଂଘର ସିମିନଇ ଡ୍ରାଇଭର ଭାଇ ଭାଇ ମହାମିଳନ

ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଅନ୍ତର୍ଗତ ସିମିନଇ ପଂଚାୟତ ଠାରେ ଓଡିଶା ଡ୍ରାଇଭର ମହାସଂଘର ଏକ ମିଳନ କାର୍ଯ୍ୟକ୍ରମ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଡ୍ରାଇଭର ମାନଙ୍କର ୧୧ ଦଫା ଦାବି ଉପରେ ଆଲୋଚନା ହେଲା ।ସଭାରେ ଓଡାପଡା ବ୍ଲକର ସଭାପତି ଦିଲୀପ ସିଂ ,ସମ୍ପାଦକ ସମୀର ମହାପାତ୍ର , ବ୍ଲକ କୋଷାଦକ୍ଷ ଦେବରାଜ ବରାଳ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ସିମିନଇ ପଂଚାୟତର ସଭାପତି ପ୍ରଦ୍ୟୁନ୍ମ ଭଞ୍ଜ ,ସମ୍ପାଦକ ଗୌତମ […]

ଆନ୍ତଃ କଲେଜ ଫୁଟବଲ ପ୍ରତିଯୋଗିତା;ଝାଡେଶ୍ବର କଲେଜ ଚାମ୍ପିଅନ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ଲରମ୍ଭା କଲେଜ ଠାରେ ଅନୁଷ୍ଠିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଆନ୍ତଃ କଲେଜ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତ ଫାଇନାଲ ଖେଳ ଝାଡେଶ୍ବର କଲେଜ,ଧମା, ସମ୍ବଲପୁର ଏବଂ ତୋରା କଲେଜ, ବରଗଡ଼ ମଧ୍ୟରେ ହୋଇଥିଲା। ଏଥିରେ ଝାଡେଶ୍ବର କଲେଜ,ଧମା ବିଜୟୀ ହୋଇଥିଲେ। ଏହି ଅବସରରେ ବରଗଡ଼ ର ପୂର୍ବତନ ସାଂସଦ ଡକ୍ଟର ପ୍ରଭାସ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ବିଜୟୀ ଦଳ ଝାଡେଶ୍ବର କଲେଜ ଏବଂ ରନର୍ସ ଅଫ […]

ଫସଲ ବଞ୍ଚାଇବା ଲାଗି କନ୍ଧମାଳ ଚାଷୀ କରୁଛି ସଂଘର୍ଷ

ଫୁଲ ବାଣୀ(ସୁନୀଲ ପଟ୍ଟନାୟକ)କ୍ଷେତରେ ପାଚିଲା ଧାନ ।କିଛି ଦିନ ତଳେ ହୋଇଥିବା ବର୍ଷା ରେ କ୍ଷେତରେ ପାଣି ଜମି ରହିଛି । ଧାନ ବିଲ ବର୍ଷା ପାଣିରେ ବୁଡି ରହିଥିବାରୁ ଅମଳ ଧାନରୁ ଗଜା ବାହାରିଯାଇଥିଲା। ପୁଣି ବାତ୍ୟ ଆସୁଥିବା ଜାଣି ପିଲାରୁ ବୁଢ। ସମସ୍ତେ ଲାଗିଛନ୍ତି ଫସଲ ସାଉଁଟିବାରେ। ଗୋଟିଏ ପଟେ ପ୍ରକୃତି ଦାଉସାଧୁଥିବା ବେଳେ ଶ୍ରମିକ ସମସ୍ୟା ଯୋଗୁଁ ତୁରନ୍ତ ଅମଳ ହୋଇପାରୁନି । ଏ ଦୃଶ୍ୟ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳର । […]

ଆଜିର ରାଶିଫଳ

ଅଦ୍ୟ ଡ଼ିସେମ୍ବର ମାସ ୦୪ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସମାର୍ଗଶିର- କୃଷ୍ଣପକ୍ଷତିଥି- ଅମାବାସ୍ୟା ଦିବା ଘ୦୧/୧୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦନକ୍ଷତ୍ର- ଅନୁରାଧା ଦିବା ଘ୧୧/୨୩ ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠାଚନ୍ଦ୍ର- ବିଛାଯୋଗ- ସୁକର୍ମାକରଣ – ଧୃତିସୌରମାସ- ବିଛା ୧୯ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୬/୧୦/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୨୮*✧═════•❁❀*ଯୋଗିନୀ ଐଶାନ୍ୟେ ଦିବା ଘ୦୧/୧୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେ*ବୃଷ, ସିଂହ ଓ କନ୍ୟା ରାଶିର ଘାତବାରଅମାବାସ୍ୟା ର ସମ୍ବଛରିକ ଶ୍ରାଦ୍ଧ ଓ ପ୍ରତିପଦା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ -ଦିବା ଘ୦୭/୩୩ […]

ଗଁଦିଆ ବ୍ଲକ ରେ ଅନ୍ତର୍ଜାତୀୟ ଭିର୍ଣକ୍ଷମ ଦିବସ ପାଳିତ

ଢେଙ୍କାନାଳ(ଉଲାପ୍ର) ଗଁଦିଆ ବ୍ଲକ ଅନ୍ତର୍ଗତ ଲାଉକେଇ ଠାରେ ପ୍ରିୟ ସ୍ୱାସ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଭିର୍ଣକ୍ଷମ ଦିବସ ପାଳିତ ହୋଇଯାଇଛି । ଉକ୍ତ ଦିବସରେ 4 ଜଣଙ୍କୁ ବ୍ୟାଟେରୀ ଚଳିତ ଗାଡ଼ି,16 ଜଣଙ୍କୁ ତିନିଚାକିଆ ସାଇକେଲ, 13 ଜଣଙ୍କୁ ହୁଇଲଚେୟାର, 1 ଜଣଙ୍କୁ ବ୍ରେଲି, 6 ଜଣଙ୍କୁ ଆଶାବାଡି,18 ଜଣଙ୍କୁ ଫିଜିଓ କିଟ,15 ଜଣଙ୍କୁ ନିରାମୟ ସ୍ୱାସ୍ଥ୍ୟ ବୀମା କାଡ଼,9 ଜଣଙ୍କୁ ଜୋତା ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା କର୍ମୀ […]