କୋଭିଡ କଟକଣା କଠୋର ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ
ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା କର୍ୟାଳୟ ଅଶ୍ବାନ ସଭାଗୃହରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ସମନ୍ବୟ ବୈଠକରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି ଢେଙ୍କାନାଳ ଜିଲ୍ଲାରେ କାରୋନା ସଂକ୍ରମଣ ବଢିବା ପରେ କୋଭିଡ କଟକଣାକୁ ପୁଣିଥରେ କଡାକଡି କରିବାକୁ ନିର୍ଦେଶ । କାରୋନର ନୂଆ ଭାରିଆଣ୍ଟ ଓମିକ୍ରନ ଭାରତ ଛୁଇଂବା ଓ କାରୋନା ସଂକ୍ରମଣ ବଢିବା ପରେ ତୃତୀୟ ଲହର ଆଶଙ୍କା ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ […]