ଢେଙ୍କାନାଳ ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୩୩ କରନା ରୋଗୀ ଚିହ୍ନଟ ହେବାପରେ ଏହାକୁ ସିଲ କଲା ଜିଲ୍ଲା ପ୍ରଶାସନ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସହର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର ୩୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେବା ପରେ ଗତକାଲି ପ୍ରଶାସନ ପକ୍ଷରୁ କୁଞ୍ଜକାନ୍ତି ଅଞ୍ଚଳର ୨ ନମ୍ବର ୱାର୍ଡ କୁ ୧/୧୨/୨୦୨୧ ରୁ ୧୦/୧୨/୨୦୨୧ ପର୍ଯ୍ୟନ୍ତ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଥିଲା । ତେବେ ଆଜି ପ୍ରଶାସନ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଓ ସ୍ବତନ୍ତ୍ର କୋଭିଡ୍ ଟିମ୍ ସେଠାରେ ପହଂଚି କଲେଜ ଓ […]

କଳା ପ୍ରତିଭା ଅନ୍ବେଷଣ ସହିତ ପଞ୍ଚାୟତ ସ୍ତରରେ କଳାବିକାଶ କମିଟି ଗଠନ ପାଇଁ ପ୍ରୟାସ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କଳାକାରସଂଘ ଓ ଜୀବନଜ୍ୟୋତି କଳା ପରିଷଦ ବାଲିଗୁଡା ବ୍ଲକ କମିଟିର ମିଳିତ ଉଦ୍ୟମରେ ପ୍ରତି ପଞ୍ଚାୟତକୁ ଯାଇ ଗାଁ ମଧ୍ୟରେ ଥିବା କଳା ପ୍ରତିଭା ଅନ୍ବେଷଣ ସହିତ ପଞ୍ଚାୟତ ସ୍ତରରେ କଳାବିକାଶ କମିଟି ଗଠନ କରି କିପରି କଳାକୁ ଜୀବନ୍ତ ଓ ବିକଶିତ, ପ୍ରତିଭା ଚିହ୍ନଟ କରି ଲୋକାଭିମୁଖୀ କରିବା ଏବଂ କଳାକାର ମାନଙ୍କୁ ସମ୍ନାନ ଓ ମୌଳିକ ଅଧିକାର ଯୋଗାଇ ଦିଆଯିବା ନିମନ୍ତେ ଦୃଢ ସଂକଳ୍ପ […]

ଆଜିର ରାଶିଫଳ

ଅଦ୍ୟ ଡ଼ିସେମ୍ବର ମାସ ୦୨ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସମାର୍ଗଶିର- କୃଷ୍ଣପକ୍ଷତିଥି- ତ୍ରୟୋଦଶୀ ରାତ୍ରି ଘ୦୮/୩୬ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀନକ୍ଷତ୍ର- ସ୍ଵ।ତି ସନ୍ଧ୍ୟ ଘ୦୫/୧୧ ପର୍ଯ୍ୟନ୍ତ ତଦନ୍ତେ ବିଶାଖାଚନ୍ଦ୍ର- ତୁଳାଯୋଗ- ଶୋଭନକରଣ – ଗରସୌରମାସ- ବିଛା ୧୭ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୬/୦୮/୦୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୪୫*✧═════•❁❀*ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୮/୩୬ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ*ତୁଳା ଓ କୁମ୍ଭ ରାଶିର ଘାତବାରତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ ଓ ବାରବେଳ।- ଦିବା ଘ ୦୨/୧୭ ଗତେ ଘ୦୫/୦୩ ମଧ୍ୟେ══•❁❀❁•═══ବିଶୁଦ୍ଧ […]

ଫୁଲ ବାଣୀ ଜୀବନ ବୀମା କାର୍ଯ୍ୟାଳୟ ଆଧୁନିକିକରଣ କାର୍ଯ୍ୟ ଉଦଘାଟିତ

ଫୁଲବାଣୀ( ସୁନୀଲ ପଟନାୟକ)ବୁଧବାର ଲକ୍ଷାଧିକ ଟଙ୍କା ବ୍ୟୟରେ ଫୁଲ ବାଣୀ ଜୀବନ ବିମା ଡିଭିଜନ କାର୍ଯ୍ୟାଳୟ ର ଆଧୁନିକୀକରଣ କାର୍ଯ୍ୟକୁ ପୁର୍ବ କେନ୍ଦ୍ର ଜୋନରଜୋନାଲ ମେନେଜର ମହେନ୍ଦ୍ର କୁମାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭଉଦଘାଟନ କରିଥିଲେ।ଏହାଦ୍ୱାରା ଜନସାଧାରଣ ତ୍ଵ ରୀତ ସେବା ପାଇପାରିବେ ବୋଲି କହିଥିଲେ ।ଏଥି ସହ ବିମା ଦ୍ଵାରା ପରିବାର କିପରି ସୁରକ୍ଷିତ ରହୁଛି ସେ ନେଇ ମତବ୍ୟକ୍ତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବ୍ରହପୁର ମଣ୍ଡଳର ମଣ୍ଡଳ ପ୍ରବନ୍ଧକ ଶ୍ରୀକାନ୍ତ ଦାସ, ବିପଣନ ପ୍ରବନ୍ଧକ […]

ସମ୍ଭାବ୍ୟ ବାତ୍ୟା ସଂପର୍କିତ ଚାଷୀଙ୍କୁ ଆଗୁଆ ସତର୍କତା ନେଇ ପ୍ରଚାର

ଫୁଲବାଣୀ(ସୁନୀଲ ପଟନାୟକ)ସମ୍ଭାବ୍ୟ ବାତ୍ୟା ସଂପର୍କିତ ଚାଷୀଙ୍କୁ ଆଗୁଆସତର୍କତା ନେଇ ବୁଧବାର ଠୁ ଚକାପାଦ ବ୍ଲକ କୃଷି ବିଭାଗ ପକ୍ଷରୁ ଅଟେ । ଯୋଗେ ପ୍ରଚାର ଆରମ୍ଭ ହୋଇଛି ।ଏହି କାର୍ଯ୍ୟକ୍ରମକୁ ଶଙ୍କରା ଖୋଲସରପଞ୍ଚ ଚିତ୍ର ସେନ କହଁର ମୁଖ୍ୟଅତିଥି ଭାବେ ଯୋଗଦେଇ ସବୁଜ ପତ। କା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ବିଷ୍ଣୁ ଚରଣ କହର ଉପସ୍ଥିତ ଥିଲେ ।ବର୍ତ୍ତମାନ ପରିସ୍ଥିତିରେ ବିଲରେ ୮୫ ପ୍ରତିଶତ ପାଚିଯାଇଥିବା ଧାନ କୁ […]

ଫିରିଙ୍ଗିଆ ବନ ବିଭାଗ ପକ୍ଷରୁ ନିର୍ମିତ ବନ ସୁରକ୍ଷା ସମିତିର ନୂତନ ଗୃହ ଉଦଘାଟିତ

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ବନଖଣ୍ଡ ଅଧିନଫିରିଙ୍ଗିଆ 6ରଂଜ ଅଧିନ ଲମ୍ବା ଗୁଡ୍ରି ଗ୍ରାମରେ ଲକ୍ଷା ଧିକ ଟଙ୍କା ବାୟରେ ନିର୍ମାଣ ହୋଇଥିବା ବନ ସୁରକ୍ଷା ସମିତି ଗୃହକୁ ବୁଧବାର ମୁଖ୍ୟଅତିଥି ଭାବେଫୁଲବାଣୀ ବନଖଣ୍ଡ ଅଧିକ।ରି ଲକ୍ଷ୍ମୀନାରାୟଣ ବେହେରା(ଆଇ.ଏଫ.ଏସ) ଯୋଗଦେଇ ଉଦଘାଟନ କରିଛନ୍ତି ।ଏହି ଅବସରରେ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ 6ରଂଜ ଅଫିସର ବିଜୟ କୁମାର ମଲିକ, ଫରେଷ୍ଟର ପ୍ରମୁଖ ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ଗୁରତ୍ଵ ଦେଇଥିଲେ ।ଗ୍ରାମର ବିକାଶ ଓ […]

ଆଠଗଡ ହାଉସିଂ ବୋର୍ଡ ଠାରେ ନିଶୁଳ୍କ ଅଖଣ୍ଡ ଶାନ୍ତି ଜ୍ଞାନ ଶିବିର ଆୟୋଜିତ

ଆଠଗଡ(ଉଲାପ୍ର)ଆଠଗଡ ହାଉସିଂ ବୋର୍ଡ ଠାରେ ନିଶୁଳ୍କ ଅଖଣ୍ଡ ଶାନ୍ତି ଜ୍ଞାନ ଯଜ୍ଞ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ ବେଦାନ୍ତ କେଶରୀ ସ୍ୱାମୀ ନିରଞ୍ଜନି ମହାରାଜ ଯୋଗଦେଇ ଭକ୍ତମାନଙ୍କ ଉଦେଶ୍ୟରେ ନିଶୁଳ୍କ ପ୍ରବଚନ ପ୍ରଦାନ କରୁଛନ୍ତି।ପ୍ରତେକ ଦିନ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏହି ପ୍ରବଚନ ଅନୁଷ୍ଠିତ ହେଉଛି।ଗୀତା, ବେଦାନ୍ତ,ଉପନିଷଦ ର ତତ୍ୱ କୁ ବୈଜ୍ଞାନିକ ପଦ୍ଧତିରେ ବିସ୍ଲେସଣ କରାଯାଉଛି।ନଭେମ୍ବର ୨୮ ତାରିଖ ଠାରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ବାହାରେ ଏହି […]

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତର ଲହରୀ, ଆଜିଫୁଲ ବାଣୀରେ ୮.୫ଡିଗ୍ରୀ ଓ ଦାରିଙ୍ଗବାଡିରେ ୮ଡିଗ୍ରୀ ସେଲସିୟସ

ଫୁଲବାଣୀ(ସୁନୀଲ ପଟ୍ଟନାୟକ) କନ୍ଧମାଳକୁ ପୁଣି ଶୀତ ଫେରିଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଏବେ ଜାଡରେ ଥରୁଛି ।ପାରଦ ଦିନକୁ ଦିନ ଖସିବାରେ ଲାଗିଛି ।। ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି।ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । ଯୁଆଡେ ଚାହିଁବ କେବଳଘନ କୁହୁଡି । କୁହୁଡିଯୋଗୁ ପାଖରେ ବି ମୁହଁକୁ ମୁହଁ ଦେଖାଯାଉନି । […]

ବିଭିନ୍ନ ଦାବୀ ପୂରଣ ନେଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ଧାରଣା

ଫୁଲବାଣୀ(ସୁନୀଲ ପଟନାୟକ )ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ତରଫରୁ ମ୍ୟାନଜେମେଣ୍ଟ କୁ ୫ଦଫା ଦାବି ପୂରଣ ପାଇଁ ଅନୁରୋଧ କରାଯାଇଥିଲା। କିନ୍ତୁ ଦାବୀ ପୂରଣ ନ କରି ଆଲୋଚନା ମଧ୍ୟ କଲେ ନାହିଁ କତୃପକ୍ଷ l ଏହା ବ୍ୟତୀତ ଆକ୍ରୋଶ ମୂଳକ ଭାବରେ ୧୦୦ ଜଣକୁ ବଦଳି କଲେ। ତେଣୁ ବର୍ତ୍ତମାନ ୨୩ ଦଫା ଦାବୀ ନେ଼ଇ ତା ୩୦.୧୧.୨୦୨୧ ରିଖ ଠାରୁ ତା ୪.୧୨.୨୦୨୧ ରିଖ ପର୍ଯ୍ୟନ୍ତ ଅଂଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଫୁଲବାଣୀ ର […]

ବାତ୍ୟା ଭୟ, ଫଳରେ ତରତରରେ ଧାନ କାଟି ନେଉଛନ୍ତି କନ୍ଧମାଳଚାଷୀ

ଫୁଲବାଣୀ (ସୁନୀଲ ପଟନାୟକ)ଆଗକୁ କୁ ଆଡେ ବାତ୍ୟା ଆସୁଛି । ବିଭିନ୍ନ ରେଡିଓଟିଭି ଓ ଖବରକାଗଜରୁ ପାଣି ପାଗ ସଂପର୍କରେ ଖବର ପାଇବାପରେ ସେମାନଙ୍କ ଚିନ୍ତା ବଢିଯାଇଛି । ଫଳରେ କନ୍ଧମାଳଚାଷୀ ଛାନିଆରେ ଏବେ ବିଲରୁ ଧାନ କାଟି ନେଉଥିବା ଦେଖିବାକୁ ମିଳିଛି । ବର୍ଷା ହେଲେ କାଳେ ଧାନ ବିଲରେ ପାଣି ଜମିଯିବ ଓ ପାଚିଲା ଧାନ ଅମଳ ନ ହୋଇପଚି ନଷ୍ଟ ହୋଇଯିବ ଏଣୁ ଧାନ ସବୁ କାଟି ନେଇଥିବା ଚାଷୀ ଶ୍ରୀପତି କହଁର,ଗୋଲକ […]