୩କଳା ଆଇନ ପ୍ରତ୍ୟାହାର ପରେ କୃଷକ ସଂଗଠନ ର ବିଜୟ ଉତ୍ସବ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ପ୍ରଧାନ ମନ୍ତ୍ରୀ ଙ୍କ ଘୋଷଣା ଓ ଆଜି ୩କଳା ଆଇନ ସଂସଦ ରେ ପ୍ରତ୍ୟାହାର । ଏହା ହେଉଛି ଭାରତର କୃଷକଙ୍କ ବିଜୟ। ଗତ ଏକ ବର୍ଷ ପୂର୍ବେ ଭାରତର କୃଷକଙ୍କ ଉପରେ ଯୋର ଜବରଦସ୍ତ ୩କଳା କୃଷି ଆଇନ ଲାଗୁ ହୋଇଥିବା ବେଳେ ଏହାର ପ୍ରତିବାଦରେ ଚାଷୀମାନେ ଏକତାର ପ୍ରତୀକ ଭାବେ ଲଢେଇ କରିବାରୁ ଉକ୍ତ ବିଲ୍ କୁ ପ୍ରତ୍ୟାହାର ପାଇଁ ସରକାର ବାଧ୍ୟ ହୋଇଥିଲେ। ଏହା ହେଉଛି ପ୍ରଜାତନ୍ତ୍ର ରେ ପ୍ରଜାଶକ୍ତିର […]

ବାଲିଗୁଡା ଅଂଚଳରେ ମାଓ ପୋଷ୍ଟର,ସ୍ଥିତି ଜାହିର କଲେ ମାଓବାଦୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କିଛିଦିନ ବ୍ୟବଧାନ ବାଲିଗୁଡା ଥାନା ଅଂଚଳରେ ପୁଣି ଲାଲ ଆତଙ୍କ । ବାଲିଗୁଡା ଥାନାର ବାରଖମା,ରେବିଙ୍ଗିଆ,ବାଟାଗୁଡା ଓ ମିଡିଆପଡାଙ୍ଗା ଅଂଚଳରେ ଲାଗିଲା ମାଓ ପୋଷ୍ଟର । ପୋଷ୍ଟରମାରି ନିଜର ସ୍ଥିତି ଜାହିର କଲେ କେକେବିଏନ ମାଓ ସଂଗଠନ । ପୋଷ୍ଟରରେ ଜନସାଧାରଣଙ୍କୁ ଜଙ୍ଗଲକୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପାଇଁ ବାରଣ କରିଥିବା ସହ ଏହି ସବୁ ଜଙ୍ଗଲରେ ବିଭିନ୍ନ ସ୍ଥାନରେ ବମ ଖଞ୍ଜା ଯାଇଥିବା ପୋଷ୍ଟରରେ ଉଲ୍ଲେଖ ଅଛି । ଗଂଜେଇ କାଟିବାକୁ ଆସୁଥିବା […]

ଗୋପବନ୍ଧୁ ଡିଗ୍ରୀ ମହିଳା ମହାବିଦ୍ୟାଳୟ ତରଫରୁ ଏଡ୍ସ ଦିବସ ପାଳିତ

ଆଠଗଡ(ଉଲାପ୍ର)ବିଶ୍ୱ ଏଡ୍ସ ଦିବସ ଅବସରରେ ଆଠଗଡ ଗୋପବନ୍ଧୁ ଡିଗ୍ରୀ ମହିଳା ମହାବିଦ୍ୟାଳୟ ତରଫରୁ ଏଡ୍ସ ଦିବସ ପାଳିତ ହୋଇଯାଇଛି।ଜାତୀୟ ସେବା ସଂସ୍ଥା ଓ ଯୁବ ରେଡ଼ କ୍ରସର ମିଳିତ ସହଯୋଗରେ ଅଧ୍ୟାପିକା ଟ୍ଵିଙ୍କିଲ ମିଶ୍ର ଓ ବସିରା ବେଗମ ଙ୍କ ସଂଯୋଜନାରେ ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷା ସଂଗୀତା ମହାପାତ୍ର ଏକ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ,ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପିକା ବବିତା ସାହୁ,ରଶ୍ମିତା ପଣ୍ଡା,ଅପରାଜିତା ଜେନାମଣି,ସୁଭସ୍ମିତା ଦାସ,ସରିତା ଆଚାର୍ଯ୍ୟ,ସୁଭଦ୍ରା ସାହୁ,ସୂର୍ଯ୍ୟକାନ୍ତି ମହାପାତ୍ର,ଅର୍ପିତା ଜେନା,ମହାବିଦ୍ୟାଳୟ ର […]

ଗୋପବନ୍ଧୁ ଡିଗ୍ରୀ ମହିଳା ମହାବିଦ୍ୟାଳୟ ତରଫରୁ ଏଡ୍ସ ଦିବସ ପାଳିତ

ଆଠଗଡ(ଉଲାପ୍ର)ବିଶ୍ୱ ଏଡ୍ସ ଦିବସ ଅବସରରେ ଆଠଗଡ ଗୋପବନ୍ଧୁ ଡିଗ୍ରୀ ମହିଳା ମହାବିଦ୍ୟାଳୟ ତରଫରୁ ଏଡ୍ସ ଦିବସ ପାଳିତ ହୋଇଯାଇଛି।ଜାତୀୟ ସେବା ସଂସ୍ଥା ଓ ଯୁବ ରେଡ଼ କ୍ରସର ମିଳିତ ସହଯୋଗରେ ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷା ସଂଗୀତା ମହାପାତ୍ର ଏକ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ,ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପିକା ବବିତା ସାହୁ,ରଶ୍ମିତା ପଣ୍ଡା,ଅପରାଜିତା ଜେନାମଣି,ସୁଭସ୍ମିତା ଦାସ,ସରିତା ଆଚାର୍ଯ୍ୟ,ସୁଭଦ୍ରା ସାହୁ,ସୂର୍ଯ୍ୟକାନ୍ତି ମହାପାତ୍ର,ଅର୍ପିତା ଜେନା,ମହାବିଦ୍ୟାଳୟ ର ମୁଖ୍ୟ କିରାଣୀ ଜୟଶ୍ରୀ ନାୟକ ଓ ସୁଭଦ୍ରା ଭୋଳ ପ୍ରମୁଖ […]

ହାତୀମୃତୁ ପିଛା ଛାଡ଼ୁନି ଆଠଗଡ ବନବିଭାଗ ର

ଆଠଗଡ(ଉଲାପ୍ର)ଆଠଗଡ ବନଖଣ୍ଡ ରାଜନଗର ଗ୍ରାମ ନିକଟସ୍ଥ ଏକ ଧାନ ବିଲରେ ୭ ବର୍ଷର ଛୁଆ ହାତୀର ମୃତ୍ୟ ହୋଇଥିବା ଜଣାପଡିଛି,ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଓ ଆଠଗଡ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ପାଲ ସିଂହ ମାଥୁରଙ୍କ ସମେତ ବନ କର୍ମଚାରୀ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ ଜାରି ରଖିଛନ୍ତି।ଆଠଗଡ ପ୍ରାଣୀ ଚିକିତ୍ସିକ ଶୁସାନ୍ତ ବେହେରା ଘଟଣା ସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର କାରଣ ଜାଣିବା […]

ବରଗଡ଼ ପଞ୍ଚାୟତ କଲେଜ୍ ଠାରେ ରକ୍ତଦାନ ଶିବିର

ବରଗଡ଼: ବରଗଡ ପଞ୍ଚାୟତ କଲେଜ ଏନ୍‌ସିସି ଏବଂ ସଂକଳ୍ପ ପରିବାରର ମିଳିତ ଉଦ୍ୟମରେ ପଞ୍ଚାୟତ କଲେଜ୍ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜିତ ହୋଇଯାଇଛି । ଏନ୍‌ସିସି ଦିବସ ଏବଂ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କ ସ୍ମୃତିରେ ପ୍ରତି ବର୍ଷ ଚଳିତ ବର୍ଷ ମଧ୍ୟ ପଞ୍ଚାୟତ ମହାବିଦ୍ୟାଳୟ ପରିସରେ ରକ୍ତଦାନ ଶିବିରର ଆୟୋଜିତ ହୋଇଥିଲା । ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଏନ୍‌ସିସି ଅଫିସର […]

ବରଗଡ଼ ଜିଲ୍ଲାର ୨୨ ହାଇସ୍କୁଲ ମୁଖ୍ୟ ମନ୍ତ୍ରୀ ଙ୍କ ଦ୍ଵାରା ଲୋକାର୍ପିତ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଆଜି ସଂଧ୍ୟା ରେ ବରଗଡ଼ ଜିଲ୍ଲାର ୨୨ ଉଚ୍ଚ ବିଦ୍ୟାଳୟ କୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭାର୍ଚୁଆଲ ମୋଡରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଲୋକାର୍ପିତ କରିଥିଲେ। ଏହି ଅବସରରେ ସୋହେଲା ହାଇସ୍କୁଲ ପଡ଼ିଆରେ ଆୟୋଜିତ ଲୋକାର୍ପଣ ଉତ୍ସବ ରେ ଜିଲ୍ଲା ର ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ, ସୋହେଲା ବ୍ଲକ ଲେବଡି ହାଇସ୍କୁଲ ର ଛାତ୍ରୀ […]

ଜୀବନ ବୀମା ଅଭିକର୍ତ୍ତା ସଂଘ ର ସାଧାରଣ ପରିଷଦ ବୈଠକ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜୀବନ ବୀମା ଶାଖା ଅଭିକର୍ତ୍ତା ସଂଘ ର ସାଧାରଣ ପରିଷଦ ବୈଠକ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଂଘ ର ସଭାପତି ମନୋଜ ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ସଭା କୁ ଉଦଘାଟନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅଜିତ କର,ମଣ୍ଡଳ ସଭାପତି ପ୍ରସୁନ […]

ଏନଏଚ ୫୩ ର ଉନ୍ନତିକରଣ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ଭୁବନ ଟାଉନ୍ ଦେଇ ଯାଇଥିବା ଜାତୀୟ ରାଜପଥ ର ଉନ୍ନତିକରଣ ପାଇଁ ବରିଷ୍ଟ ନାଗରିକ ଜନସ୍ଵାର୍ଥ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଭୁବନ ଦେଇ ଯାଇଥିବା ୫୩ ଜାତୀୟ ରାଜପଥଟି ଭୁବନ କୋର୍ଟ ସାମ୍ନାଠାରୁ ବାଇପାସ ରାସ୍ତାରେ ଗାଡି ଚଳାଚଳ ପରେ ସେହି କୋର୍ଟ ସାମ୍ନାରୁ ଭୁବନ ଏନ.ଏ.ସି. ଅନ୍ତର୍ଭୁର ସହର ଦେଇ ନୀଳମାଧନ ପେଟ୍ରୋଲ ପମ ପର୍ଯ୍ୟନ୍ତ ପୂର୍ବରୁ ଥିବା ରାସ୍ତା ଦୀର୍ଘଦିନ ଧରି ଖୋଳତାଡ ହୋଇ ମରଣ […]

କନ୍ଧମାଳ ବାରଖମାରେ ମାଓ ପୋଷ୍ଟର

ଫୁଲବାଣୀ(ସୁନୀଲପଟନାୟକ)କିଛି ଦିନର ନୀରବତା ପରେ ପୁଣି ସକ୍ରୀୟ ହେଲେ ମାଓବାଦୀ । ମଙ୍ଗଳବାର ସକାଳୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଠାରେ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଏଥିରେ ସିପିଆଇ ମାଓ ବାଦୀ କେକେ ବି ଏନ ସଂଗଠନ ବୋଲି ଉଲ୍ଲେଖ ଅଛି ।ଏଥିରେତ୍ରୀସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଆହ୍ଵାନ ଦିଆଯାଇଛି । ସେହିପରି ପୋଲିସ କିମ୍ବିଙ୍ଗ ଅପରେସନ ନାମରେ ଲୋକମାନଙ୍କୁ ଅତ୍ୟାଚାର କରୁଛି । ପୋଲିସ ଓ ଅବକାରୀ […]