ଫିରିଙ୍ଗିଆ ଅଂଚଳରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ମଧ୍ୟରେ ଥିବା ଖେଳ ପଡିଆ ନିକଟରେ ଥିବା ଆଜି ଏକ ଶାଗୁଆନ ଗଛ ରୁ ଫିରିଙ୍ଗିଆ ପୋଲିସଜଣେ ଯୁବକ ର ମୃତ ଦେହ ଉଦ୍ଧାର କରିଛି. ଆଜି ସକାଳୁ ଉକ୍ତ ପଡିଆକୁ ଖେଳିବା ପାଇଁ ଆସିଥିବା ପିଲା ମାନେ ଶବ ଟି ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ.l ଖବର ପାଇ ଫିରିଙ୍ଗିଆ ଥାନାର ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର […]

ପୁଣି ଶୀତ ଲେଉଟିଲା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଶୀତର ଲହରୀ, ଆଜିଫୁଲ ବାଣୀରେ ୯ଡିଗ୍ରୀ ଓ ଦାରିଙ୍ଗବାଡିରେ ୮ଡିଗ୍ରୀ ସେଲସିୟସ

ଫୁଲବାଣୀ(ସୁନୀଲ ପଟ୍ଟନାୟକ) କନ୍ଧମାଳକୁ ପୁଣି ଶୀତ ଲେଉଟିଲା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଏବେ ଜାଡରେ ଥରୁଛି ।ପାରଦ ଦିନକୁ ଦିନ ଖସିବାରେ ଲାଗିଛି ।। ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି।ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫକରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି […]

ହେଲପି° ହାର୍ଟ ର ସମ୍ମାନିତ ସମାରୋହ

ବରଗଡ଼: ବରଗଡ଼ ର ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲପି° ହାର୍ଟ ତରଫ ରୁ ଆଜି ବଣିକ ଭବନ, ବରପାଲି ଠାରେ ନିଷ୍ଠା ପରିବାରକୁ ସମ୍ମାନିତ କରାଯାଇଥିଲା। ଉକ୍ତ ଅନୁଷ୍ଠାନ ପକ୍ଷରୁ ବେକାର ଯୁବକ ଯୁବତୀ ଙ୍କୁ ସୈନ୍ୟ ବାହିନୀରେ ଯୋଗଦେବା ପାଇଁ ମାଗଣା ଶିକ୍ଷା ପ୍ରଦାନ ସହ ତାଲିମ ଦେଇ ଆସୁଛନ୍ତି। ଏହା ସହିତ ଆଜି ଠୁ ନୂତନ ବେଚ ର ନାମ ଲେଖା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି। ଏବେ ଯୁବକ ଯୁବତୀ ମାନେ ଚାକିରୀ ନ […]

ଭଙ୍ଗା ଘରେ ଗଢ। ହେଉଛି ଶିଶୁଙ୍କ ଭବିଷ୍ୟତ,ସଙ୍କଟ ରେ ଅ ଆ..

ଫୁଲବାଣୀ-(ସୁନୀଲ ପଟନାୟକ)ସରକାର ସମସ୍ତଙ୍କ ପାଇଁ ମାଗଣା ଶିକ୍ଷାବ୍ୟବସ୍ଥା କରିଛନ୍ତି। ଏଥିପାଇଂ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରୁଛନ୍ତି । ହେଲେ ଆଦିବସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଏ ସବୁ ସତେ ଯେପରି ପ୍ରହସନ ପାଲଟିଥିବା ଭଳି ମନେହେଉଛି । ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ ଏଠି ବିପଦରେ । ଭଙ୍ଗା ଘରେ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି କୋମଳମତିଶିଶୁଙ୍କ ଭବିଷ୍ୟତ ଗଢ଼ା ଯାହାକି ସମସ୍ତଙ୍କୁ ଚକିତ କରିଛି । ଅଙ୍ଗନବାଡି କେନ୍ଦ୍ରର ଗୋଟିଏ ପଟର କାନ୍ଥ […]

ଡ଼ାଲା ବାଡି ଗ୍ରାମ ବାସୀ ଙ୍କ ଧମକ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁ କୁ ରାସ୍ତା ଟିଏ କର, ନଚେତ୍ ଭୋଟ ବର୍ଜନ

                            ଫୁଲବାଣୀ(ସୁନୀଲ ପଟନାୟକ ) ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ।ହେଲେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁକୁ ରାସ୍ତା ଟିଏ କର । ନଚେତ ଏଥର ଆଉ କୌଣସି ନେତା ମନ୍ତ୍ରୀଙ୍କ ପ୍ରତିଶୃତି ଶୁଣିବୁ ନାହିଁ। ଗ୍ରାମର ସଭିଏଁ ମିଳିମିଶି ଭୋଟ ବର୍ଜନ କରିବୁ। ଗାଁ କୁ ରାସ୍ତା ନାହିଁ ତ ଭୋଟ ନାହିଁ ଜିଦ୍ ରେ ଅଡି […]

ଆସନ୍ତାକାଲି ୫ଟି ରେ ରୁପାନ୍ତରିତ ହେବ ଜିଲ୍ଲା ର ୨୨ ଟି ସ୍କୁଲ

ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ)ଆସନ୍ତାକାଲି ରାଜ୍ୟ ସରକାର ଙ୍କ ୫ଟି ରୁପାନ୍ତର ଯୋଜନା ରେ ସାମିଲ ହୋଇ ଥିବା ଜିଲ୍ଲା ର ୨୨ଟି ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭାର୍ଚୁଆଲ ମୋଡରେ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସୋହେଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସ°ଧ୍ୟା ୫ଟାରେ ଭିସି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲା ର ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ମାନେ ଉପସ୍ଥିତ […]

କନ୍ଧମାଳରେ ଅସହ୍ୟ ହେଲାଣି ଥଣ୍ଡା : ଖସିଲା ପାରଦ, ଦାରିଙ୍ଗବାଡିରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଥଣ୍ଡା ଅସହ୍ୟ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ପାରଦ ନିମ୍ନଗାମୀ ହେଉଛି । ଗତ ଦୁଇ ଦିନରେ ୪ ଡିଗ୍ରୀ ସେଲସିଅସ ତାପମାତ୍ରା କମିଛି । ଶୁକ୍ରବାର ଦିନ ୧୩ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ଶନିବାର ଦିନ ୨ ଡିଗ୍ରୀ ହ୍ରାସ ପାଇ ୧୧ ଡିଗ୍ରୀ ସେଲସିଅସରେ ପହଂଚିଥିଲା ସର୍ବନିମ୍ନ ତାପମାତ୍ରା । ପୁଣି ରବିବାର ଦିନ ୨ ଡିଗ୍ରୀ […]

କନ୍ଧମାଳରେ କୋଭିଡ଼ ଟିକା ପ୍ରଥମ ଡୋଜ ୮୬ ପ୍ରତିଶତ ଓ ଦ୍ୱିତୀୟଡୋଜ ଟିକା ୪୨ ପ୍ରତିଶତ ଦିଆଯାଇଛି

ଫୁଲବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲାରେ କୋଭିଡ଼ ଟିକା କରଣ ଚାଲିଛି । ବର୍ତ୍ତମାନ ସୁଧା ୮୭ ପ୍ରତିଶତ ଲୋକଙ୍କୁପ୍ରଥମ ଡୋଜ ଟିକା ଦିଆଯାଇଥିବାବେଳେ ଦ୍ୱିତୀୟଡୋଜ ଟିକା ୪୨ ପ୍ରତିଶତ ଦିଆଯାଇଛି।ଜିଲ୍ଲା 6ର ୧୮ ବର୍ଷରୁ ଉର୍ଦ୍ଧ୍ଵ ୬ଲକ୍ଷ ୯୦ ହଜାର ୨୦୯ଜଣ ଆଜି ସୂଧାଟିକା ନେଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ଜଣାପଡିଛି ।ସୂଚନାଯୋଗ୍ୟଯେ ଜିଲ୍ଲାରେ ୧୮ ବର୍ଷରୁ ଉର୍ଦ୍ଧ ୭ଲକ୍ଷ ୯୫ ହଜାର ୫୦୧ ଥିବାବେଳେ ୧୮ ବର୍ଷରୁ ଉର୍ଦ୍ଧ୍ଵ ୫ଲକ୍ଷ ୩୯ହଜାର ୯୩୬ ଜଣ ଅଛନ୍ତି । […]

ଢ଼େଙ୍କାନାଳ ଲେଖକ ସଂସଦ ର ୪୨ ତମ ସାମ୍ବଶ୍ଚରିକ ମହୋତ୍ସବ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ଢ଼େଙ୍କାନାଳ ଲେଖକ ସଂସଦ ର 42ତମ ସାମ୍ବଶ୍ଚରିକ ମହୋତ୍ସବ ଶାଣ୍ଡିଲ୍ୟ ବସନ୍ତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଉସ୍ଛବରେ ମୁଖ୍ୟ ଅତିଥିରୁପେ ଢେଙ୍କାନାଳ ସଂସଦ ମହେଶ ସାହୁ, ସଂମାନିତ ଅତିଥିରୁପେ ଢେଙ୍କାନାଳର ଜିଲ୍ଲାପାଳ ସରୋଜ କୁମାର ସେଠୀ , ଲେଖକ ସଂସଦ ର ମୁଖ୍ୟ ବ୍ୟକ୍ତା ପ୍ରାକ୍ତନ ଜିଲ୍ଲାପାଳ ସନାତନ ରାଉତ, ସଂମାନୀୟ ବ୍ୟକ୍ତା ଭବନି ଶଙ୍କର ମିଶ୍ର, ଆଇନଜୀବି ଦୀପ୍ତିଶ ପଟ୍ଟନାୟକ, ଲେଖକ ସଂସଦ ର ସଭାପତି ଭିକାରୀ ଚରଣ ରାଉତ ପ୍ରମୁଖ […]

ଭାରତ ସ୍କାଉଟ ଗାଇଡ଼ ତରଫରୁ ସାଇକେଲ ଚାଳନା ଓ ପାହାଡ଼ଚଢା କାର୍ଯ୍ୟକ୍ରମ

ଆଠଗଡ(ଉକପ୍ର)ଆଠଗଡ ରେ ଭାରତ ସ୍କାଉଟ ଓ ଗାଇଡ଼ ତରଫରୁ ରବିବାର ଦିନ ସାଇକେଲ ଚାଳନା ଓ ପାହାଡ଼ ଚଢା କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଛନ୍ତି ଆଠଗଡ ଡ଼ିଏଫଓ ସୁଦର୍ଶନ ଗୋପୀନାଥ ଯାଦବ,ରାଜ୍ୟ ସ୍କାଉଟ ଗାଇଡ଼ ଆଡ଼ଭେଞ୍ଚର କମିଟିର ମୁଖ୍ୟ ସ୍ୱାଧୀନ ପଣ୍ଡାଙ୍କ ସଭାପତିତ୍ୱ ରେ ସ୍ଥାନୀୟ ଚାନ୍ଦବାଲି ଛକ ହନୁମାନ ମନ୍ଦିର ଠାରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଆଠଗଡ ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ,ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ କମାଡାଣ୍ଟ ସୁଧୀର […]