ବାଲିଗୁଡ଼ା ଥାନାରେ ସମ୍ବିଧାନ ଦିବସ ପାଳିତ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ନଭେମ୍ବର ୨୬ ସମ୍ବିଧାନ ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରିସରରେ ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି । ଏଥିରେ ଥାନା ଅଧିକାରୀଙ୍କ ସମେତ ସବ୍‌ ଇନ୍ସପେକ୍ଟର ରବିନ୍ଦ୍ର ମୁଣ୍ଡାରୀ, ଶାନ୍ତନୁ ପ୍ରଧାନ, ଏଏସ୍‌ଆଇ ବିଦେଶୀ ପ୍ରଧାନ, କୁଳମଣି ରାଉତ, ଭରତ ମାଝୀ, ଉମାଶଙ୍କର ନିଆଲଙ୍କ ସମେତ ଅନ୍ୟ ପୋଲିସ୍‌ କର୍ମଚାରୀ ସାମିଲ୍‌ ହୋଇ ସମ୍ବିଧାନର ନିୟମ ଅନୁଯାୟୀ ସମସ୍ତେ […]

ପୁଣି ନଷ୍ଟ ହେଲା ୧୫୫ ଏକର ବେଆଇନ୍‌ ଗଞ୍ଜେଇ ଚାଷ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ୍‌ ନୀଳ ଜହର । ପୁଣି ନଷ୍ଟ ହେଲା ୧୫କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । ମିଡ଼ିଆକିଆ ପଞ୍ଚାୟତର ମିଡ଼ିଆକିଆ ଓ କଡ଼ିତଗା ଅଞ୍ଚଳରେ ୧୫୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍‌ ଗଞ୍ଜେଇ ଚାଷ । ବାଲିଗୁଡ଼ା ଏସଡିପିଓ ଆଇପିଏସ୍‌ ଜି.ରାଘବେନ୍ଦ୍ର ରେଡ୍ଡୀ ଓ ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ସଶସ୍ତ୍ର […]

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ନିର୍ମାଣ ନିମ୍ନ ମାନର,ରକ୍ଷଣା ବେକ୍ଷଣ ଅର୍ଥ ଥାଇ କାମ ରେ ଲାଗୁନି : ଭିଜିଲାନ୍ସ ଦାବୀ

:ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ରେ ଥିବା ବାଲିଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡ଼କ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ବାରମ୍ୱାର ଅଭିଯୋଗ ହୋଇ ଆସୁଛି। ଏ ନେଇ ଗ୍ରାମବାସୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କୁ ବାରମ୍ୱାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଯାହାକୁ ନେଇ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା […]

୮୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା କ.ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗ6ଞ୍ଜଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଏବେ ଅଣ୍ଟାଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ। ଗୁରୁବାର ଦିନ ତମାମ କନ୍ଧମାଳ ଜିଲ୍ଲା କ. ନୂଆଗାଁ ପୋଲିସ ଓ ସଦର ଅବକାରୀ ବିଭାଗର କର୍ମଚାରୀ ମାନେ ମିଶି ସାଇନିପଡା ପଞ୍ଚାୟତର ନନ୍ଦ ମାହା, ଗନୀପଡ଼ା ଓ କିରକେଟା ଆଦି ଗ୍ରାମର ଜଙ୍ଗଲ ନିକଟରେ ବେଆଇନ ଭାବେ ଲଗାଯାଇଥିବା୮ 0 ଏକର […]

ଜିଲ୍ଲା ସ୍ତରୀୟ ସାମ୍ଭିଧାନିକ ଦିବସ ପାଳିତ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ସ୍ଥାନୀୟ ପି ଏ ଆଇଟିଡିଏ ସଭାଗୃହ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜ଼ିଲ୍ଲା ସ୍ତ ରୀ ୟ ବକୃତା ପ୍ରତିଯୋଗିତା ଓସାମ୍ଭିଧାନିକ ଦିବସ ଅନୁ ଷ୍ଟି ତ ହୋ ଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲନିୟୋଜନ ଅଧିକାରୀ ଭୃଙ୍ଗରାଜ ମହାନ୍ତି ଯୋଗ ଦେ ଇ ଥିବା ବେଳେ ସନ୍ନମାନିତ ଅତିଥି ଓ ବିଚାର କ ଭାବରେ ଡ ଅନନ୍ତ ଚରଣ […]

ବରଗଡ଼ ରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ)ସମ୍ବିଧାନ ଦିବସ ଓ ଆମ୍ ଆଦମୀ ପାର୍ଟି ର ସ୍ଥାପନା ଦିବସ ଅବସରରେ ବରଗଡ଼ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା । ୨୦୧୨ ମସିହାରୁ ପାର୍ଟି ଆରମ୍ଭ ହୋଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ସହ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ପଞ୍ଜାବ ରେ ପ୍ରଥମ ଥର ପାଇଁ ୪ ଟି ଲୋକସଭା ସଭ୍ୟ ଜିତିଥିବା ବେଳେ ୨୨ ଟି ବିଧାୟକ ଅଛନ୍ତି ସେହିପରି […]

ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ମହିଳା କଲେଜ ଠାରେ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସା°ସଦ ସୁରେଶ ପୂଜାରୀ ଯୋଗଦେଇ ସମ୍ବିଧାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡ଼ଃ ସୁଜିତ୍ ପୃଷେଠ ଯୋଗଦେଇ ଥିଲେ। ସଭାକୁ କଲେଜ ଅଧ୍ୟକ୍ଷ ଡ଼ଃ ସୁନିଲ କୁମାର ଦେବତା ସଂଯୋଜକ କରିଥିଲେ। ଶେଷରେ ବରଗଡ଼ ନେହେରୁ ଯୁବକ କେନ୍ଦ୍ର ର ସଂଯୋଜକ […]

ବିଡିଓ ପତ୍ନୀ ଆତ୍ମହତ୍ୟା ମାମଲାର ବର୍ଷେ ବିତିଲାଣି,କାର୍ଯ୍ୟାନୁଷ୍ଠ।ନ କେବେ ?

ଫୁଲବାଣ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକରେ ଅବସ୍ଥାପିତ ବିଡିଓ ରଶ୍ମୀ ରଂଜନ ମହାନ୍ତଙ୍କ ପତ୍ନୀ ଆତ୍ମହତ୍ୟା ଘଟଣାର ବର୍ଷେ ପୁରିଲାଣି। ହେଲେ ପତ୍ନୀ କାହିଁକି,କଣ ପାଇଁ ଓ କେଉଁ ପରିସ୍ଥିତିରେ ବିଡିଓ ଘରେ ଥିବାବେଳେ ଆତ୍ମହତ୍ୟା ଭଳି ଚରମପଦକ୍ଷେପ ନେଲେ ଜଣାପଡିନାହିଁ। କିମ୍ବା ଏହି ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇ ପୋଲିସ ଏ ଯାଏଁ କୌଣସି କାର୍ଯ୍ୟା ନୁଷ୍ଠାନ ଗ୍ରହଣ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ହାଇପ୍ରୋଫାଇଲ ମାମଲାର କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ତଦନ୍ତର […]

ବିଭିନ୍ନ ଦାବୀ ପୂରଣ ନେଇ ପୌର ସଫେଇ କର୍ମଚାରୀ ଧାରଣାରେ

ଫୁଲବାଣୀ (ସୁନୀଲ ପଟନାୟକ )ଶୁକ୍ରବାର ବିଭିନ୍ନ ଦାବୀ ପୂରଣ ନେଇ ଫୁଲବାଣୀ ପୌର କର୍ମଚାରୀ କାର୍ଯ୍ୟା ଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି lପୌର ପରିଷଦ ର୨ ଶହ ରୁ ଉର୍ଦ୍ଧ ସଫେଇକର୍ମଚାରୀୟୁନିଫର୍ମ,ଭତା,କୋଭି ଡ଼ ସହାୟତା ଆଦି ବିଭିନ ଦାବି ପୂରଣ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି l ସକାଳୁ ସକାଳୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଧାରଣା ରେ ବସିଥିବା କହିଛନ୍ତି lସେମାନ ଙ୍କ କହିବା କଥାହେଲା ଭୋର ଚାରିଟା ରାତି ରୁ […]

୧୫୩ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ଗୋଛାପଡା ପୋଲିସ, ଓ ଅବକାରୀ ବିଭାଗ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗ6ଞ୍ଜଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଏବେ ଅଣ୍ଟାଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ। ଗୁରୁବାର ଦିନ ତମାମ କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସ ଓ ସଦର ଅବକାରୀ ବିଭାଗର କର୍ମଚାରୀ ମାନେ ମିଶି ସଲଗୁଡ଼ା ପଞ୍ଚାୟତର ସଲାଗୁଡ଼ା ଓ ମାଦା ପଡା ଆଦି ଗ୍ରାମର ନାଳ ନିକଟରେ ବେଆଇନ ଭାବେ ଲଗାଯାଇଥିବା୧୫୩ ଏକର ଗଞ୍ଜେଇ ଗଛ ନଷ୍ଟ […]