କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ଠାରେ କଂଗ୍ରେସ ତରଫରୁ ଜନ ଜାଗରଣ ଅଭିଯାନ
ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକକଂଗ୍ରେସ ପକ୍ଷରୁପାବୁରିଆ ଠାରେ ଜନଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଥିଲା lଏହି ଜନ ଜାଗରଣ ଅଭିଯାନ ରେ ପୂର୍ବତନ ସଂସଦ ଶ୍ରୀମତୀ ସୁଶ୍ରୀ ମିନାକ୍ଷୀ ନଟରାଜନ, ଏବଂ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଘଠନ ସଭାପତି ସୁଦର୍ଶନ ଦାସ,ରାଜ୍ୟ ପ୍ରଭାରୀ କୁନାଲ ବାନାର୍ଜୀ, ଜିଲ୍ଲା କଂଗ୍ରେସ ପ୍ରଭାରୀ ବିସ୍ମୟ ମହାପାତ୍ର,ରାଜୀବଗାନ୍ଧୀ ପଞ୍ଚାୟତ ରାଜ ସଙ୍ଘଠନ ର ରାଜ୍ୟ ଉପ ସଭାପତି ବିଜୟ ପ୍ରଧାନ, କନ୍ଧମାଳ ଜିଲ୍ଲା ଅନୁସୂଚିତ ଜାତି ବିଭାଗ ଅଧକ୍ଷପ୍ରଫୁଲ୍ଲ […]