ନୂଆପାଟଣା ବୌଦ୍ଧ ସଂଘ ଦ୍ୱାରା ଶାନ୍ତିପୂର୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା
l ନୂଆପାଟଣା ( ଉଲ୍ଲାପ୍ର )ଶୁକ୍ରବାର ସନ୍ଧ୍ୟା ୭ ଘଟିକା ୩୦ ମିନିଟ ସମୟରେ ଐତିହାସିକ ବୋଧିବୃକ୍ଷ ବୋଧିଦ୍ରୁମ ବୁଦ୍ଧ ବିହାର ଠାରେ ନୂଆପାଟଣା ବୋୖଦ୍ଧ ସଂଘ ତରଫରୁ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ସ୍ମୃତିଚାରଣ ଓ ଆହାତ ବ୍ୟକ୍ତିମାନଙ୍କର ଆଶୁ ଆରୋଗ୍ୟ କାମନା କରି ଏକ ମହମବତୀ ଶୋଭାଯାତ୍ରା କରାଯାଇଛି l ସଂଗଠନରସଭାପତି ରଙ୍ଗାଧର ପାତ୍ର ,ସମ୍ପାଦକ ସୁଦାମ ଚରଣ ବର୍ଦ୍ଧନ, ମୁଖ୍ୟ ସଞ୍ଚାଳକ ନିରଞ୍ଜନ ମହାପାତ୍ର, କୋଷାଦକ୍ଷ ସଦାନନ୍ଦ ପାତ୍ର, […]