ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ବୋଇତ ବନ୍ଦାଣ ଉତ୍ସବ
ଫୁଲବାଣୀ(ସୁନୀଲ ପଟ୍ଟନାୟକ) କରୋନା କଟକଣା କୋହଳ ହୋଇଥିବାରୁ ଆଜି ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ବୋଇତ ବନ୍ଦାଣ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଥିଲା। ସକାଳୁ ସକାଳୁ ଲୋକମାନେ ଫୁଲବାଣୀ ସହରର ନଦୀ ଖଣ୍ଡି ସାହିରେ ଥିବା ପିଲା ସାଲକୀ ତ୍ୟାମ , ପିଅନପଡ଼ା ନଦୀ ଘାଟ, ଫୁଲ ବାଣୀ ସହି, କଲେଜ ଛକ, ଆଦି ବିଭିନ୍ନ ନଦୀ ଘାଟରେ ପୂଜାର୍ଚ୍ଚନା କରିବାସହ ବୋଇତ ଭସାଇଥିଲେ। ହେଲେ ସରକାର କରେ । […]