ସର୍ବଭାରତୀୟ ଗବେଷଣାତ୍ମକ ନିବନ୍ଧରେ ବରଗଡ଼ ଛାତ୍ର ଙ୍କ କୃତିତ୍ୱ

ବରଗଡ:(ସତ୍ୟ ନାରାୟଣ ପ୍ରଧାନ)ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଦ୍ଵାରା ଆୟୋଜିତ କୋଭିଡ ନିୟନ୍ତ୍ରଣ ରେ ପ୍ଲାଜ୍ମା ଓ ଲେଜର୍ ର ପ୍ରୟୋଗ ଶୀର୍ଷକ ଗବେଷଣାତ୍ମକ ନିବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସ°ସ୍ଥାନ ( ନାଇଜର)ରେ ଅଧ୍ୟୟନରତ ବରଗଡ଼ ର ଛାତ୍ର ସନ୍ତୋଷ ସୈାରଭ ସାହୁ ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ ସ୍ଥାନ ପାଇ ନାଇଜର୍ ଓ ବରଗଡ଼ ପାଇଁ ଗୈାରବ ଆଣିଛନ୍ତି। ଏଥିପାଇଁ ତାଙ୍କୁ ପରମାଣୁ ଶକ୍ତି ବିଭାଗ ତରଫରୁ […]

ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଏସଏଚଜି ଗ୍ରୁପ ରୁଣପ୍ରଦାନ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଞ୍ଚଳିକ ଶାଖା ପକ୍ଷରୁ ସ୍ତାନୀୟ ଗାନ୍ଧୀ ସ୍ମୁତୀ ଭବନ ଠାରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ଏକ ଋଣ ମେଳା ଅନୁଷ୍ଠିତ ହୋଇଥିଲା । ମହିଳା ସଶକ୍ତି କରଣ କିଭଳି ହୋଇ ପାରିବ ସେହି ଦିଗରେ ଆନ୍ତରିକ ଉଦ୍ୟମ କରୁଛି କରୁଛି ବ୍ୟାଙ୍କlଏହି କାର୍ଯ୍ୟକ୍ରମ ରେ 1512 ଜଣ ସ୍ୱୟଂ ସହାୟିକା ଗୋଷ୍ଟି ମହିଳା ମାନଙ୍କୁ 17 କୋଟି46 ଲକ୍ଷଟଙ୍କା ର […]

ରୁଦା ମଲ୍ଲିକ କନ୍ଧମାଳଜ଼ିଲ୍ଲାମହିଳା କଂଗ୍ରେସ ସଭାପତି

ଫୁଲବାଣୀ (ସୁନୀଲ ପଟନାୟକ )ରୁଦା ମଲିକ ହେଲେ ଜିଲାକଂଗ୍ରେସ ମହିଳା ସଭାପତି।ଏ ନେଇ ଆଜି ସ୍ଥାନୀୟ ପ୍ରେସ କ୍ଲବ ଠାରେ ଜିଲା କଂଗ୍ରେସ ସଭାପତି ଅନାମ ନାୟକ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମିଳନୀ ରେ ଜିଲା କଂଗ୍ରେସ ମହିଳା ସଭାନେତ୍ରୀ ଙ୍କ ନାମ ଘୋଷଣା କରିଥିଲେ। ବହୁଦିନ ଧରି ଜିଲା ମହିଳା କଂଗ୍ରେସ ସଭାପତି ପଦଟି ଖାଲି ପଡିଥିଲା। କନ୍ଧମାଳ ଜିଲା ଦାରିରିଙ୍ଗିବାଡ଼ି ବ୍ଲକ ଅଧ୍ୟ କ୍ଷ l ଥିବା ସହିତ ରୁଦା ମଲିକ କୁ ଜିଲା […]

ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ ଗୁଞ୍ଜରଣ ଶିକ୍ଷା ରଥ ଅଭିଯାନ ଉପରେ ନବରଙ୍ଗପୁର ଠାରେ ସାମ୍ବାଦିକ ସମ୍ବିଳନୀ

ନବରଙ୍ଗପୁର(ଉଲାପ୍ର)ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ସ୍ଥିତ ଗ୍ରାମ ବିକାଶ ସଂଗଠନ ବୈଠକ ଗୃହରେ ଶିକ୍ଷା ସଚେତନ ଉପରେ ଗୁଞ୍ଜରଣ ରଥ ଅଭିଯାନ ପାଇଁ ମହିଳା ଜନ ସୁରକ୍ଷା ମଞ୍, ନବରଙ୍ଗପୁର ଜିଲ୍ଲା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା |ଏହି ଶିକ୍ଷା ଯାତ୍ରା ର ଉଦ୍ଦେଶ୍ୟ ହେଉଛି ଦୀର୍ଘ ଦିନଧରି ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ପିଲା ମାନଙ୍କର ଶିକ୍ଷଣ ଓ ମାନସିକ ସ୍ଥିତି ସମ୍ପର୍କରେ ଅବଗତ ହେବା , ବିଦ୍ୟାଳୟ ଭିତ୍ତିଭୂମିର ସ୍ଥିତି ଏବଂ ଆବଶ୍ୟକତା […]

ଆଜି ବାବା ଧବଳେଶ୍ବର ଙ୍କ ବଡଓଷା ଓ ବଡ଼ସିଂହାର ବେଶ,ରାତ୍ରିରେ ଲାଗିହେବ ଗଜଭୋଗ

।ଆଠଗଡ(ଉଲାପ୍ର)କଟକ ଜିଲା ଆଠଗଡ ର ଆରାଧ୍ୟ ଦେବ ଧବଳେଶ୍ବର ଙ୍କ ପୀଠରେ ଆଜି ମଧ୍ୟରାତ୍ରରେ ଅନୁଷ୍ଠିତ ହେବ ବଡଓଷା ଓ ବଡ଼ସିଂହାର ବେଶ।,କ ରୋନା କଟକଣା ଯୋଗୁ ପୀଠରେ ୧୨ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଭକ୍ତ ପୀଠକୁ ନଆସିବା ପାଇଁ ପୀଠରେ ପ୍ରଶାସନ ତରଫରୁ ୧୪୪ ଧାରା କରାଯାଇଛି, ଶ୍ରୀଦେବଙ୍କ ସେବା ଓ ନୀତିରେ କୌଣସି ବ୍ୟତିକ୍ରମ କରାଯାଇନାହିଁ।ଆଜି ମଧ୍ୟରାତ୍ରୀ ତ୍ରୟୋଦଶୀ ଓ ଚତୁର୍ଦସି ର ସଂଧିକ୍ଷଣ ରେ ବାବା ଧବଳେଶ୍ବର ଙ୍କୁ ମହାନଦୀର […]

ଆଜିର ରାସିଫଳ

ଅଦ୍ୟ ନଭେମ୍ବର ମାସ ୧୭ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସକାର୍ତ୍ତିକ- ଶୁକ୍ଳପକ୍ଷତିଥି- ତ୍ରୟୋଦଶୀ ଦିବା ଘ୦୯/୫୨ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀନକ୍ଷତ୍ର- ଅଶ୍ଵିନୀ ରାତ୍ର ଘ୧୨/୨୭ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜାଚନ୍ଦ୍ର- ମେଷଯୋଗ-ବ୍ୟତିପାତକରଣ – ତୈତିଳସୌରମାସ- ବିଛା ୦୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୬/୦୦/୦୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୧୧*✧═════•❁❀*ଯୋଗିନୀ ଦକ୍ଷିଣେ ଦିବା ଘ୦୯/୫୨ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ*କର୍କଟ ରାଶିର ଘାତବାରମେଷ ରାଶିର ଘାତଚନ୍ଦ୍ରଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ -ଦିବା ଘ ୦୮/୪୬ଗତେ ଘ୧୦/୧୦ ମଧ୍ୟେବାରବେଳ।- ଦିବା ଘ ୧୧/୩୧ ଗତେ ଘ୧୨/୫୪ […]

ଉତ୍କଳ ସାମ୍ବାଦିକ ସଙ୍ଘର ପିପିଲି ଠାରେ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ପିପିଲି(ଉଲାପ୍ର)ପୁରୀ ଜିଲା ପିପିଲି ରାଞ୍ଚ ହୋଟେଲ ଠାରେ ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।ପିପିଲି ସାମ୍ବାଦିକ ସଙ୍ଘ ସଭାପତି ରାଜକିଶୋର ସ୍ବାଇଁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ପିପିଲି ର ବିଧାୟକ ରୁଦ୍ରପ୍ରତାପ ମହାରଥୀ।ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ବଡଖବର ର ସମ୍ପାଦକ ଅର୍ଧେନ୍ଦୁ ଦାସ, ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ବେଣୁଧର ପଣ୍ଡା,ବରିଷ୍ଠ ସାମ୍ବାଦିକ ବଙ୍କିମ […]

ଫୁଲବାଣୀ ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିଵସ ପାଳିତ

ଫୁଲବାଣୀ (ସୁନୀଲ ପଟନାୟକ )ମଙ୍ଗଳବାର ଜ଼ିଲ୍ଲା ପ୍ରଶାସନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜ଼ିଲ୍ଲା ପ୍ରେସ କ୍ଲବ ଫୁଲବାଣୀ ପକ୍ଷରୁ ପଂଚାବନ ତମ ଜାତୀୟ ପ୍ରେସ ଦିଵସ ପାଳିତ ହୋଇଯାଇଛି ଏ ହି ଅବସର ରେ ମୁଖ୍ୟ ଅତିଥୀ ଭାବେ ଆଇ ଟି ଡି ଏ ପ୍ରକଳ୍ପ ପ୍ରଶl ସକ ବୀରେନ୍ଦ୍ର କୁମାର ଦାଶ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଡ଼. ରଞ୍ଜନକୁମାର ପ୍ରଧାନ, ସମ୍ମାନିତ ଅତିଥୀ ଭାବେ […]

ମହାବୀର ବିଧାୟକ ଫୁଟ ବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଫୁଲ ବାଣୀ-(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ ସିପାଞ୍ଜିରଠାରେ ଅନୁଷ୍ଠିତ ମହାବିର ବିଧ।ୟକ ଫୁଟବଲ ଟୁର୍ଣ୍ଣ । ମେଣ୍ଟ ର ଉଦଘାଟନି ଉତ୍ସବରେ ବାଲିଗୁଡ଼ା ବିଧାୟକଚକ୍ରମଣୀ କହଁର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ ଘାଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଏନ.ଏସି ଅଧ୍ୟକ୍ଷ ତଥା ବାଲିଗୁଡ଼ା ନଗର ସାଂସଦ ପ୍ରତିନିଧି ଲୋକନାଥ ପାଢି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାମଦେବ ମଲିକ,ବୁଡରୁ କିଆପଞ୍ଚାୟତସରପଞ୍ଚ କାର୍ତ୍ତିକ ମଲିକ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଫୁଟବଲ ଟୁର୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ […]

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୫୫ ତମ ଜାତୀୟ ପ୍ରେସ ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାବାଲିଗୁଡା ଉପଖଣ୍ଡ ସ୍ତରୀୟ ୫୫ ତମ ପ୍ରେସ ଦିବସ ସ୍ଥାନୀୟ ବନଵସୀ ସେବା ସମିତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସାମ୍ବାଦିକ ମନୋରଞ୍ଜନ ରାୟ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ସତ୍ୟନାରାୟଣ ପାଢ଼ୀ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ଼.ସୁଶାନ୍ତ କୁମାର ଦାଶ, ସମ୍ମାନିତ ଅତିଥି ଭାବେ ନାରାୟଣ ଚୌଧୁରୀ ଯୋଗ ଦେଇଥିଲେ |କରୋନା ସମୟରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିବାବେଳେ ଆଜିର ଦିନ ପ୍ରେସ […]