ପଵିତ୍ର ଶିଶୁ ଦିଵସ ଅବସରରେ ଅଙ୍ଗନବାଡି ଶିଶୁ ଙ୍କୁ ସ୍ଵେଟର ବଣ୍ଟନ

ଫୁଲବାଣୀ (ସୁନୀଲ ପଟନାୟକ )ପବିତ୍ର ଶିଶୁଦିବସ ଅବସରରେ ରବିବାର ଫୁଲବାଣୀ ଏଫସି ଆଇ ନିକଟ ଅରବିନ୍ଦ ନଗର ଅଙ୍ଗନବାଡି କେନ୍ଦ୍ର ପୋଷାକ ବଣ୍ଟନ ଉତ୍ସବ ରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଥିବା ବେଳେ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡି ଗାଲ, ଖିରୋଦ ସାହାଣୀ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ଶିଶୁ ମାନେ ଦେଶର ଭ ବିଷ୍ୟତ ସେମାନେ ସୁସ୍ଥ ରହିବା ସହ ଯେପରି […]

ଚାଚା ନେହେରୁ ଙ୍କୁ ସମ୍ମାନ ଦେଲେ ଗଡଜାତ ପରିକ୍ରମାର ସଭ୍ୟମାନେ

ଆଠଗଡ(ଉଲାପ୍ର)ପୂଜ୍ୟପୂଜା ପ୍ରତି ସମ୍ମାନ ଜଣାଇଲା ଆଠଗଡ ର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ୧୩୨ ତମ ଜନ୍ମଜୟନ୍ତି ଅବସରରେ ଗଡଜାତ ପରିକ୍ରମା ତରଫରୁ ସ୍ମୃତିପୀଠ ଠାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।ଜବାହରଲାଲ ନେହେରୁଙ୍କ ଜନ୍ମଦିନ କୁ ଶିଶୁ ଦିବସ ଭାବେ ପାଳନ କରାଯାଉଥିବା ବେଳେ କରୋନା ମହାମାରୀ ଯୋଗୁ ଅଳ୍ପ ସଂଖ୍ୟକ ସଭ୍ୟଙ୍କ ଜରିଆରେ କେବଳ ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।ଗଡଜାତ ପରିକ୍ରମାର ଉପସଭାପତି ସୁରେଶ ଚନ୍ଦ୍ର ପରିଡା,ସମ୍ପାଦକ ଲଲାଟେନ୍ଦୁ […]

ଆଠଗଡ କଂଗ୍ରେସ ଅଫିସରେ ନେହେରୁଙ୍କ ଜନ୍ମଦିନ ପାଳନ

ଆଠଗଡ(ଉଲାପ୍ର)ଆଠଗଡ କଂଗ୍ରେସ କାର୍ଯ୍ୟାଳୟ ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ୧୩୨ ତମ ଜନ୍ମଦିନ ପାଳନ ହୋଇଯାଇଛି, ପୂର୍ବତନ ବିଧାୟକ ଉମାବଲଭ ରଥଙ୍କ ଉପସ୍ଥିତିରେ କଂଗ୍ରେସ କର୍ମୀମାନେ ଯୋଗଦେଇ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ,ଏଥିରେ ସୁରେଶ ଚନ୍ଦ୍ର ପରିଡା,ଅଶୋକ କୁମାର ଦାଶ, ମହେଶ ଦାସ,ସର୍ବେଶ୍ୱର ପଣ୍ଡା ପ୍ରମୁଖ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ।

ପାଇକମାଲ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଓଡିଶା ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ପାଇକମାଲ, ମିଠାପାଲି, ଝାରବନ୍ଧ, ଛିନେଇକେଲା, ଜାମସେଠ୍‌ ପଂଚାୟତ ମାନଙ୍କରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଆଜି ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ସାରକାଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମରେ ପାଇକମାଲ ପଂଚାୟତ ସମିତି ଅଧ୍ୟକ୍ଷ ଅଲତାପ ମହମ୍ମଦ, ପଦ୍ମପୁର ବିଧାୟକ ପ୍ରତିନିଧି ଭୋଜରାଜ […]

ବରଗଡ଼ ଜିଲ୍ଲା ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଯୋଜନା ରେ ସାମିଲ ହେଲା, ଜିଲ୍ଲା ରେ ୩ଲକ୍ଷ ୬୪ ହଜାର ହୀତାଧିକାରୀ ପାଇବେ ଏହି ସୁବିଧା; ୭୧ ସ୍କୁଲ ହେଲା ରୁପାନ୍ତିକରଣ ଯୋଜନା ରେ ସାମିଲ

ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ର ମାଟି ହେଉଛି ମାଁ ଲକ୍ଷ୍ମୀ ଙ୍କ ପବିତ୍ର ଭୂମି। ଓଡ଼ିଶାର ଭାତ ହାଣ୍ଡି। ବରଗଡ଼ ଜିଲ୍ଲାର ବୁଣାକାର ମାନେ ମଧ୍ୟ ଚାଷୀ ଭାଇଙ୍କ ପରି ଦକ୍ଷ। ବରଗଡ଼ ର ବୁଣାକାର ସାରା ବିଶ୍ବକୁ ସମ୍ବଲପୁରୀ ଶାଢ଼ୀ ଉପହାର ଦେଇଛନ୍ତି। ବରଗଡ଼ ଜିଲ୍ଲାର ଚାଷୀ ଓ ବୁଣାକାର ମାନଙ୍କ ଦକ୍ଷତା ମୋର ରାଜ୍ୟର ପ୍ରମାଣ ବୋଲି କହିଥିଲେ। ଆଜି ବିଜେପୁର ଏମ ଗଣ୍ଡପାଲି ସ୍ଥିତ ମିନି ଷ୍ଟାଡିୟମରେ ଆୟୋଜିତ ସଭାରେ ସ୍ମାର୍ଟ […]

ଫୁଲବାଣୀ ରେ ବିଶାଳ ଆଇନ ସେବା ଶିବିର

ଫୁଲବାଣୀ -(ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ସ୍ଥିତ ସଭାଗୃହ ଠାରେ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ଏକ ବିଶାଳ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ କନ୍ଧମାଳ ଜ଼ିଲ୍ଲାପାଳ ଡ଼. ବୃନ୍ଦା ଡି ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ସରକାର ଙ୍କ ଦ୍ୱାରା ଗ୍ରାମାଞ୍ଚଳ ର ଗରିବ ଜନସାଧାରଣ ଙ୍କୁ ମାଗଣା ଆଇନ ସେବା ଯୋଗାଇଦିଆଯାଉଛି l ଏହାର ସମସ୍ତେ ସୁଯୋଗ ନେବା ପାଇଁ ପରାମର୍ଶ ଦେଇଥିଲେ lଅନ୍ୟ ମାନଙ୍କ […]

କନ୍ଧମାଳ ଜିଲ୍ଲାରେ ଆଉ ୭୩ ହାଇ ସ୍କୁଲ ରୂପାନ୍ତରଣ ହେବ

ଫୁଲବାଣୀ(ସୁନୀଲପଟନାୟକ)ଗତ ୧୧ ତାରିଖ ଦିନ ପ୍ରଥମ ପ୍ରର୍ଯ୍ୟାୟରେ ୫ଟି ଅନ୍ତର୍ଭୁକ୍ତ କରାଯାଇ କନ୍ଧମାଳ ଜିଲ୍ଲାରେ ୧୦ଟି ହାଇସ୍କୁଲ ରୂପାନ୍ତରଣ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୭୩ ହାଇସ୍କୁଲକୁ ୫ଟି ଅନ୍ତର୍ଭୁକ୍ତ କରାଯାଇ ରୁପାନ୍ତରଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ଗତ ଅକ୍ଟୋବର ୧ରେ ଜିଲାପାଳ ଡ। . ବୃନ୍ଦାଡ଼ିଙ୍କ ଅଧ୍ୟକ୍ଷତାରେଜିଲ୍ଲାସ୍ତରରେ ଏକ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବା ପରେ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ସେଠାରୁ ଅନୁମୋଦିତ […]

ଛାତ ରୁ ଡେଇଁ ଗଂଜେଇ ଅଭିଯୁକ୍ତ ଗୁରୁତର

ଫୁଲବାଣୀ (ସୁନୀଲ ପଟନାୟକ)ଛାତ ରୁ ପଡି ଗଂଜେଇ ଅଭିଯୁକ୍ତ ଗୁରୁତର l ଗୁରୁତର ଆହାତ ହୋଇଥିବା ଅଭିଯୁକ୍ତ ଜଣକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଅମିତ ନାୟକ lଗୁରୁତର ଅବସ୍ଥା ରେ ଅମିତ ଙ୍କୁ ପ୍ରଥମେ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତିକରା ଯାଇଥିଲା ତେବେ ଅମିତ ଙ୍କ ଅବସ୍ଥା ଗୁରୁତର ଥିବା ରୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି lସୂଚନା ଯୋଗ୍ୟ ଯେ ଫୁଲବାଣୀ ଅବକାରୀ ଟିମ ଚଢ଼ାଉ କରି କଲେଜ […]

୫ମାସ ହେଲା ଦାଦନ ଖଟିବାକୁ ଯାଇଥିବା ସୋମନାଥ ମୃତ ନା ଜୀବିତ ?

ଫୁଲବାଣୀ(ସୁନୀଲପଟନାୟକ)ମାସେକିଦିମାସ ନୁହେଁ ଦୀର୍ଘ ୫ ମାସ ହେଲାଣି ଦାଦନ ଖଟିବାକୁ ଯାଇଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଗୁଳିମରା ସାହିର ସୋମନାଥ ପୂଜାରୀ ଙ୍କ କୌଣସି ପତ୍ତା ମି ଳୁନି। ଫଳରେ ସ୍ତ୍ରୀ ଓ ପିଲାମାନେ ସୋମନାଥଙ୍କ ଆସିବା ବାଟକୁ ଚାହିଁ ଚାହିଁ ସେମାନଙ୍କଆଖିରୁ ଲୁହ ଶୁଖିଗଲାଣି । ସ୍ଵାମୀ ସୋମନାଥଙ୍କୁ ଖୋଜି ଆଣିବା ଲାଗି ପ୍ରଶାସନଠୁ ଆ ରମ୍ଭ କରି ପୋଲିସକୁ ଜଣାଇଥିଲେ ବିଫଳ ଶୁନ..।ସୂଚନାଯୋଗ୍ୟଯେ ଗାଁରେ କାମ ଧନ୍ଦା ମିଳିଲାନି ଫଳରେ ପରିବାର ମୁହଁରେ ଦୁଇଓଳା […]

ନରସିଂହପୁର ପୋଲିସକୁ ଦୁର୍ବୁତ୍ତ୍ୱଙ୍କ ଖୋଲା ଚ୍ୟାଲେଞ୍ଜ

ନରସିଂହପୁର( ଉଲାପ୍ର)ନରସିଂହପୁର କ୍ଲବ ଛକ ଆଶା କମୁନିକେସନ ବିଭୂତି ସାହୁଙ୍କ ଦୋକାନ ରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଦୋକାନ ତାଲା କାଟି 15ଟି ଦାମୀ ମୋବାଇଲ ସେଥି ମଧ୍ୟରୁ ଦୁଇଟି ମୋବାଇଲ ର ଦାମ 70 ହଜାର ସମୁଦାୟ ମୋବାଇଲ ର ଆନୁମାନିକ ମୁଲ୍ୟ ଅଢେଇ ଲକ୍ଷ ରୁ ଅଧିକ ଟଙ୍କା ଏବଂ ଏବଂ ପ୍ରାୟ ଏକ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି,ଆଜି ସକାଳୁ ଏହି ଘଟଣା ଜଣା ପଡିବା […]