କଂଗ୍ରେସ ଦଳ ପକ୍ଷରୁ ଆଠଗଡ଼ ରେ ଶାନ୍ତିପୂର୍ଣ୍ଣ ହରତାଳ ଓ ବନ୍ଦ
ଆଠଗଡ(ଉଲାପ୍ର) ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ତଥା ସନ୍ଦିଗ୍ଧ ଅପରାଧୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ଦାବିରେ ଆଠଗଡ କଂଗ୍ରେସ ଦଳ ପକ୍ଷରୁ ହରତାଳ କରାଯାଇଥିଲା। ପ୍ରଦେଶ କଂଗ୍ରେସ କମିଟି ଆହ୍ବାନ ଓ ପରାମର୍ଶ କ୍ରମେ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ଯାଇ ଦଳର ନେତା ଓ କର୍ମୀ ମାନେ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ଦୋକାନ ବଜାର ବନ୍ଦ ରଖିବାକୁ ନିବେଦନ କରିଥିଲେ।ଏହି ଅବସରରେ ପୂର୍ବତନ ବିଧାୟକ […]