ବାଲିଗୁଡା ରେ କଂଗ୍ରେସର ବନ୍ଦ ପାଳନ : ଆଂଶିକ ପ୍ରଭାବ ଗାଡି ଚଳାଚଳ ବନ୍ଦ: ଦୋକାନ ବଜାର ଖୋଲା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଥମୁନି ମମିତା ମେହେର ଙ୍କ ହତ୍ୟା ପ୍ରସଙ୍ଗ, ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଇସ୍ତଫା ଦାବୀ ରେ କଂଗ୍ରେସ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରୁଛି ଏହି କ୍ରମରେ ବାଲିଗୁଡା ରେ କଂଗ୍ରେସ କର୍ମୀ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ କରିଛି l ସୁରକ୍ଷା ଦୃଷ୍ଟି ରୁ ବାଲିଗୁଡା ରେ ଘରୋଇ ବସମାଲିକ ସଂଘ ଦକ୍ଷିଣ କାଳୀ ଅଟୋ ମାଲିକ ସଂଘ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି […]

କେବେ ଉଦଘାଟନ ହେବ ୨୦କୋଟି ବ୍ୟୟରେ ନିର୍ମିତ ସମ୍ମନ୍ବିତ ବିକାଶ ଭିତ୍ତିଭୂମୀ ?

ଫୁଲବାଣୀ(ସୁନୀଲପଟନାୟକ)ଫୁଲ ବାଣୀ ସହର ନିକଟବର୍ତ୍ତୀସାର୍ତ୍ତା ଗୁଡ଼ା ନିକଟରେ ରାଜ୍ୟ ସରକାର ପ୍ରାୟ୨୦କୋଟି ଟଙ୍କା ବ୍ୟୟରେ ୧୭ଏକର ଜମିରେ ଇଣ୍ଟିଗ୍ରେଟେଡ ଇନଫ୍ରାଷ୍ଟକ ଚର ସେଣ୍ଟର ବା ସମନ୍ୱିତ ବିକାଶ ଭିତ୍ତିଭୂମୀନିର୍ମାଣ କରାଯାଇଛି । ଏଥିରେ ସମସ୍ତ ପ୍ରକାର ଆଧୁନିକ ଓ ଉନ୍ନତମାନର ବ୍ୟବସ୍ଥା ରହି କୋଠରୀ ଓ ବାଥରୁମ ଓ ପାନୀୟ ଜଳ ବ୍ୟବସ୍ଥା ଥାଇ ୨୦୦ରୁ ଉର୍ଦ୍ଧ୍ କୋଠରୀ ନିର୍ମାଣ କରାଯାଇଛି । ଯେଉଁ ଥିରେ କି ବୁଦ୍ଧବୃଦ୍ଧା, ଭିକାରୀ ଓଭିନ୍ନକ୍ଷମ ପିଲାଙ୍କୁ ଥଇଥାନ କରାଯିବ। ସେମାନଙ୍କୁ […]

ଫିରିଙ୍ଗିଆ ଠାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଫୁଲବାଣୀ-(ସୁନୀଲପଟନାୟକ)ମାନ୍ୟବର ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ଵେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଫିରିଙ୍ଗିଆ ଛକଠାରେ ହାତରେ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଦୋକାନବଜାର ବନ୍ଦରଖିବାକୁ କର୍ମୀମାନେ କହୁଥିଲେ ।ରାଜ୍ୟ ସମ୍ପାଦକ କୈଳାଶ ମୁଖି ଙ୍କ ନେତୃତ୍ଵରେ ବନ୍ଦ ଡ଼ାକର । ଅବସରରେ କର୍ମୀମାନେ ଏକ ଯୁଟ ହୋଇନାରାଦେଇଥିଲେ । ମ। କୁ ସମ୍ମାନ ଦେବା ନାମରେ ମମିତା ମେହରଙ୍କ ଭଳି ଅନେକ ମା ଭଉଣୀଙ୍କ ହତ୍ୟାକାରୀ ସରକାରର ଆପାରଗ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି ଛ […]

କନ୍ଧମାଳ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଫୁଲବାଣୀ-ସୁନୀଲପଟନାୟକ)ମାନ୍ୟବର ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ଵେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ମାଦି କୁନ୍ଦା ଛକଠାରେ ହାତରେ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଦୋକାନବଜାର ବନ୍ଦରଖିବାକୁ କର୍ମୀମାନେ କହୁଥିଲେ ।ଜିଲ୍ଲା ସଭାପତି ଅନାମନା ଏକ ଓ ଆଇଏନଟିୟୁସିନେତା ଘନଶବରଙ୍କ ନେତୃତ୍ଵରେ ବନ୍ଦ ଡ଼ାକର । ଅବସରରେ କର୍ମୀମାନେ ଏକ ଯୁଟ ହୋଇନାରାଦେଇଥିଲେ । ମ। କୁ ସମ୍ମାନ ଦେବା ନାମରେ ମମିତା ମେହରଙ୍କ ଭଳି ଅନେକ ମା ଭଉଣୀଙ୍କ ହତ୍ୟାକାରୀ ସରକାରର ଆପାରଗ ମୁଖ୍ୟମନ୍ତ୍ରୀଙ୍କ […]

ରାଜ୍ୟସ୍ତରୀୟଭଲିବଲ ଟୁର୍ଣ୍ଣମେଣ୍ଟ ଉଦ୍‌ଘାଟିତ

ଫୁଲବାଣୀ-୧୨/୧୧(ସୁନୀଲପଟନାୟକ)ଏକ ବର୍ଣ୍ଣ ।ଢ୍ୟ ପରିବେଶ 6 ର ଗୁରୁବାର ସଂଧ୍ୟାରେ ଫୁଲବାଣୀ ସ୍ଥିତ କରୋନେସନପଡିଆଠାରେ ରାଜ୍ୟସ୍ତରୀୟଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବରେ କନ୍ଧମାଳ ସାଂସଦ ତଥା ସର୍ବଭାରତୀୟଭଲିବଲ ଫେଡରେସନ ସଭାପତି ଡ. ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭଉଦଘାଟନ କରିବା ସହ ଖେଳ ହେଉଛି ଏକମାତ୍ର ମାଧ୍ୟମ ଯାହାକି ସମସ୍ତଙ୍କ ମଧ୍ୟରେ ଭାତୃତ୍ଵ ଭାବ ସୃଷ୍ଟି ହେବା ସହ ସଂପର୍କ ବୃଦ୍ଧି ସହ ସୁସ୍ଥ ସ୍ୱାସ୍ଥ୍ୟ ଗଠନରେ ସହାୟକ ହେବ ଏଣୁ ସମସ୍ତେ […]

ପୁରୁଣା ପ୍ରତିଶ୍ରୁତି ର ଜବାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ଆମ୍ ଆଦମୀ ପାର୍ଟି

ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ)ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଳା ଗସ୍ତ ପୂର୍ବରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ କେତୋଟି ଗୁରୁତ୍ୱପୂର୍ଣ ପ୍ରଶ୍ନ କରାଯାଇଛି ।ବରଗଡ଼ ଚିନିକଳ ପାଇଁ ଘୋଷଣା ହୋଇଥିବା ୧୧ କୋଟି ଟଙ୍କା କେବେ ମିଳିବ ?ବିଜେପୁର ଉପନିର୍ବାଚନ ପୂର୍ବରୁ ଦେଇ ଥିବା ପ୍ରତିଶ୍ରୁତି ବରପାଲି ଓଭର ବ୍ରିଜ ନିର୍ମାଣ କେବେ ଶେଷ ହେବ ? ବରଗଡ଼ ପୁରୁଣା ହସ୍ପିଟାଲକେବେ ପୂର୍ଣ୍ଣାଙ୍ଗ ସିଏଚସି ହେବ ?ସେହିପରି କ୍ୟାନ୍ସର ହସ୍ପିଟାଲ ଶିଳାନ୍ୟାସ କାହିଁକି ଅଟକି ଗଲା ବୋଲି ଜିଲ୍ଲା ଆବାହକ […]

ଭାଜପା ଯୁବ ମୋର୍ଚ୍ଚା ର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ମମିତା ମେହେର ହତ୍ୟା ଘଟଣାର ତଦନ୍ତ ରେ ବାଟବଣା, ସରକାରୀ କଳ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ମାନଙ୍କୁ ସୁରକ୍ଷା ଦେବା, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା,ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି, ବରଗଡ଼ ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା ତଦନ୍ତ ରେ ଶିତଳତା ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ପକ୍ଷରୁ ଏସପିଙ୍କ ଅଫିସ ଘେରାଉ କରିବା ସହ ବିକ୍ଷୋଭ […]

ବିଶ୍ୱଶାନ୍ତି ପାଇଁ ଶ୍ରୀମତ ଭଗବତ ଗୀତା ଯଜ୍ଞ

ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)କରୋନା ପ୍ରକୋପ ସହ ବିଶ୍ୱ ସମୁଦାୟ ରେ ଶାନ୍ତିର ଆହ୍ୱାନ କରି ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ଗ୍ରାମ ପଞ୍ଚାୟତ ର କୁଲୁତା ଟିକ୍ରା ପୁଆଲପୁଡା ଗ୍ରାମବାସୀ ଗୁରୁବାର ଗୀତାଯଜ୍ଞ କରି ହୋମ ପୂର୍ଣ୍ଣାହୁତି ଦେଇଛନ୍ତି।ଗତ ବର୍ଷ କରୋନା କବଳରେ ବିଶ୍ୱର ଜନସାଧାରଣ ଡହଳ ବିକଳ ହେଉଥିବା ବେଳେ ଏହି ଗ୍ରାମବାସୀ ବିଶ୍ୱବାସୀଙ୍କୁ ଶାନ୍ତି ମୈତ୍ରୀ ଫେରାଇ ଆଣିବାକୁ ଆରମ୍ଭ କରିଥିଲେ ଶ୍ରୀମତ ଭଗବତ ଗୀତା ଯଜ୍ଞ । ଏହାକୁ ପାଥେୟ […]

ସାଂସଦ ଙ୍କ ସହ ଅବିଭାବକ ସଙ୍ଘ ସଦସ୍ୟ ଙ୍କ ଆଲୋଚନା

ଫୁଲବାଣୀ (ସୁନୀଲ ପଟନାୟକ )ଗୁରୁବାର ସ୍ଥାନୀୟ ସର୍କିଟ ହାଉସ ଠାରେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଙ୍କ ସହଅବିଭାବକ ସଙ୍ଘ ସଭାପତି ମିଖାଇଲ ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ତିରିଶ ଜଣିଆ ପ୍ରତିନିଧି ଦଳ ସୌଜନ୍ୟ ମୂଳକ ଆଲୋଚନା କରିଥିଲେ lଜ଼ିଲ୍ଲାରେ କିସ ପରିବାର ର ଏକ ବଡ ଧରଣର ଅବିଭାବକ ସମ୍ମିଳନୀ ଅନୁଷ୍ଠିତ ନେଇ ଆଲୋଚନା କରିଥିଲେ lଏହାବ୍ୟତୀତ ବିଭିନ ସମସ୍ୟା ସମ୍ପର୍କରେମଧ୍ୟ ଆଲୋଚନା କରିଥିଲେl ସେମାନଙ୍କ ପିଲାମାନେ ମାଗଣା ରେ ଉନ୍ନତ […]

ଭରଚୁଆଲ ମାଧ୍ଯମରେ ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ କନ୍ଧମାଳରେ ୧୦ ହାଇ ସ୍କୁଲ ରୁପାନ୍ତରଣ

ଫୁଲବାଣୀ(ସୁନୀଲ ପଟନାୟକ )ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରଥମ ପର୍ଯ୍ୟାୟରେ ୫ଟି ଅନ୍ତଭୁକ୍ତ ରୂପାନ୍ତରଣକାର୍ଯ୍ୟକ୍ରମରେକନ୍ଧମାଳ ଜିଲ୍ଲାରେ ୧୦ଗୋଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମାଧ୍ୟମରେଉଦଘାଟନ କରିଛନ୍ତି।ଶିକ୍ଷା ର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି lଆଦିବାସୀ ଅଧ୍ୟୁଷିତ କନ୍ଧମାଳଜ଼ିଲ୍ଲା ରସହରାଂଚଳ ଓ ଗ୍ରାମାଞ୍ଚଳ ରେ ଥିବା ଦଶ ଗୋଟି ବାଳକ ଓ ବାଳିକା ହାଇ ସ୍କୁଲ କୁ ସ୍ମାର୍ଟ ସ୍କୁଲ ରେ ପରିଣତ କରିଛନ୍ତି lଫୁଲ ବାଣୀ ଗାଲ […]