ବିଧାରପୁର ଟେ ନାଳର ଅବସ୍ଥା କିପରି ଅଛି

ବଡମ୍ବା( ଉଲାପ୍ର)ସବୁଜାଣି ନିରବ ବଡମ୍ବା ପ୍ରଶାସନ । ସରକାରଙ୍କ ମାଳ ମାଳ ଯୋଜନା ଚାଲିଛି । କିନ୍ତୁ ତାହା ରାଜନେତା ଓ ବିଧାୟିକା ଓ ବିଧାୟକଙ୍କ ଅଧିନରେ ଥିବା ଲୋକଙ୍କ ପାଇଁ । ନାହିଁ ଯୋଜନାରେ ଗରିବଙ୍କ ଲାଭ କେବଳ ଅଛି ରାଜନେତା ଙ୍କ ଲାଭ ଯାହା ବଡମ୍ବା ର ଅଭିମାନପୁର ପଂଚାୟତ ବିଧାରପୁର ରେ ଥିବା ନାଳ କୁ ଦେଖିଲେ ବୁଝିହୁଏ । ନାଳ ପଡିଛି ଖୋଲା ଏବଂନାଳରେ ଉଠିଲାଣି ଅନେକ ଗଛ ପ୍ରଶାସନ ବୋଧହୁଏ […]

ଅପହଞ୍ଚ ଇଲାକାରେ ସ୍ବେଛାସେବୀ ଯୁବକ ଙ୍କ ଦ୍ୱାରା କମ୍ବଳ ବଣ୍ଟନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ଶୀତରେ ଥରୁଛି ସମଗ୍ର କନ୍ଧମାଳ ଜିଲ୍ଲା, ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି ।ଏମିତିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଅପହଞ୍ଚ ଇଲାକା ନେଡିପଦର ଓ ଆଖପାଖ ଗ୍ରାମବାସୀଙ୍କ ନିକଟରେ ୟୁଥ୍ ଅଫ କନ୍ଧମାଳର କିଛି ସ୍ବେଛାସେବୀ ପହଂଚି ଲୋକଙ୍କୁ କମ୍ବଳ ପ୍ରଦାନ କରିଛନ୍ତି।ଯୁବକ ମାନଙ୍କ ଏପରି କାର୍ଯକ୍ରମ କୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଛନ୍ତି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଗୋଲକ […]

ସ୍ମାର୍ଟ ହାଇସ୍କୂଲ ନିର୍ମାଣ କାର୍ଯ୍ୟ ଶେଷ ଆସନ୍ତାକାଲି ହେବ ଉଦଘାଟନ

ଫୁଲବାଣୀ (ସୁନୀଲ ପଟନାୟକ )ଶିକ୍ଷା ର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି ଆଦିବାସୀ ଅଧ୍ୟୁଷିତ କନ୍ଧମାଳଜ଼ିଲ୍ଲା ରସହରାଂଚଳ ଓ ଗ୍ରାମାଞ୍ଚଳ ରେ ଥିବା ଦଶ ଗୋଟି ବାଳକ ଓ ବାଳିକା ହାଇ ସ୍କୁଲ କୁ ସ୍ମାର୍ଟ ସ୍କୁଲ ରେ ପରିଣତ କରିଛନ୍ତି lଫଳରେ ଫୁଲବାଣୀ ସହର ରେ ଥିବା ଏଜେଓହାଇ ସ୍କୁଲ ଓ ସରକାରୀ ବାଳିକା ହାଇ ସ୍କୁଲ ଏବେ ସମ୍ପୂର୍ଣ ସଜେଇ ହେଲାଣି lଆସନ୍ତା କାଲି ଗୁରୁବାର […]

ନବ ନିଯୁକ୍ତ ଜିଆରଏସ ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)ଜିଲ୍ଲା ପଞ୍ଚାୟତ ରାଜ ବିଭାଗ ଦ୍ଵାରା ନିଯୁକ୍ତ ପାଇଥିବା ଜିଆରଏସ ଙ୍କ ଦୁଇ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ନବ ନିଯୁକ୍ତ ଜିଆରଏସ ମାନଙ୍କୁ ଗରିବଙ୍କ ଏବଂ ଖଟିଖିଆ ଙ୍କ ପାଇଁ ପଞ୍ଚାୟତ ସ୍ତରରେ ଲାଗୁ ହୋଇଥିବା ଯୋଜନା ଗୁଡ଼ିକର ଠିକ୍ ତଦାରଖ କରି ସମାଜର ଉନ୍ନତି କରିବାକୁ […]

ଆଇନଗତ ସଚେତନତା ମାଧ୍ୟମରେ ମହିଳା ସଶକ୍ତିକରଣ

ଢେଙ୍କାନାଳ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ସହଯୋଗରେ ସ୍ଥାନୀୟ ଜିଲ୍ଲା ପରିଷଦ ଗୃହ ଠାରେ ଦୁଇ ଦିନ ଧରି ଆଇନଗତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ଉପସ୍ଥିତ ରହି ମହିଳା ମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ଏବଂ ମହିଳା ମାନେ କିପରି […]

ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଢେଙ୍କାନାଳ(ଉଲାପ୍ର)ଯୁବ ମହିଳା ଛାତ୍ର ସଙ୍ଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ନିମନ୍ତେ ଆଜି ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଓଡ଼ାପଡ଼ା ବ୍ଲକ ସ୍ଥିତ ଦଶଦେବୀ ପଡିଆ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିବା ‘ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ’ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମର ମଞ୍ଚାସିନ ଅତିଥି ଢେଙ୍କାନାଳ ସାଂସଦ ମହେଶ ସାହୁ,ମାନ୍ୟବର ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ,ମାନ୍ୟବର ଢେଙ୍କାନାଳ ବିଧାୟକ ସୁଧୀର ସାମଲ,ମାନ୍ୟବର ହିନ୍ଦୋଳ ବିଧାୟିକା […]

ସୋହେଲା ପୋଲିସ ଦ୍ବାରା ୩ ଲକ୍ଷ ଟଙ୍କାର କଫ ସିରଫ ଜବତ୍

ବରଗଡ଼(ଉଲାପ୍ର)ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ନିଶା କାରବାର ବଢିବାକୁ ଲାଗିଥିବା ବେଳେ ନିଶା ଦ୍ରବ୍ୟ ଚୋରା ଚାଲାଣ ମଧ୍ୟ ବଢିବାରେ ଲାଗିଛି । ଜିଲ୍ଲା ପୋଲିସ ମଧ ସଚେତନ ରହିଛି। ଗତକାଲି ବରଗଡ଼ ପଦ୍ମପୁର ରାସ୍ତା ରେ ଓଆର୍‌-୧୭-ଜି-୨୮୮୨ ନମ୍ବର ଏକ ଗାଡିରେ ବେଆଇନ ଭାବରେ ନିଶା ଦ୍ରବ୍ୟ ଚୋରା ଚାଲାଣ ହେଉଥିବାର ସୂଚନା ପାଇ ବରଗଡ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଏବଂ ସୋହେଲା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ […]

ଭାଜପା ଓଡ଼ିଶା ପ୍ରଭାରୀ ଡି. ପୁରେନ୍ଦେଶ୍ବରୀ ଙ୍କ ବରଗଡ଼ ଜିଲ୍ଲା ଗସ୍ତ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ଓଡ଼ିଶାର ପ୍ରଭାରୀ ଶ୍ରୀମତୀ ଡିଗୁବତୀ ପୁରେନ୍ଦେଶ୍ବରୀ ଆଜି ବରଗଡ଼ ଜିଲ୍ଲା ଗସ୍ତ କରି ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ଥିଲେ। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟି ର ବିକାଶ ଏବଂ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ସଂପର୍କରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଗତ ଦିନରେ ସେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଗସ୍ତ କରି ବା […]

ଆପପକ୍ଷରୁ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କାର୍ଯ୍ୟାଳରେ ଦାବିପତ୍ର

ଢେଙ୍କାନାଳ(ଉଲାପ୍ର)ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ପକ୍ଷରୁ ଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦର ଦାମ ଓ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ୱରେ କର୍ମୀମାନେ ଦଳର ଜିଲ୍ଲା କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରାବାଜି ଦେଇ ବସ ଷ୍ଟାଣ୍ଡ ସ୍ଥିତ ସହିଦ ସ୍ତମ୍ଭ, ମହାତ୍ମା […]

ଆସନ୍ତା କାଲି ଠାରୁ ରୁ ୧୪ ଯାଏ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ

ଫୁଲବାଣୀ,(ସୁନୀଲପଟନା ୟ କ)ଆସନ୍ତ । କାଲି ଗୁରୁବାର ୧୧ତାରିଖ ରୁ ୧୪ ତାରିଖ ଯାଏ ଦୀର୍ଘ ୪ ଦିନବ୍ୟାପୀ ଆନ୍ତଃଜିଲ୍ଲା ପୁରୁଷଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଙ୍କ ଉଦ୍ୟମ ଓ ଆଗ୍ରହ ଅlନ୍ତରିକତା ଯୋଗୁଁ ଓଡ଼ିଶା ଭଲିବଲ ଏସୋସିଏସନ ଓ କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ ମିଳିତ ଆନୁକୁଲ୍ୟରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି । ପୁରୁଷ ଭ ଲ୍କିବଲ ପ୍ରତିଯୋଗୀତା କନ୍ଧମାଳ ଜିଲ୍ଲାର ୪ଟି ସ୍ଥାନ ଯଥା ଫୁଲବାଣୀ ବାଲିଗୁଡା, […]