ପର୍ଯ୍ୟଟନ ସ୍ଥଳୀ ପୁତୁଡ଼ି କୁ ସ୍ଥାୟି ରାସ୍ତା ନିର୍ମାଣ ଦାବୀ ରେ ରାସ୍ତା ରୋକ
ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ବ୍ଲକ ଅନ୍ତର୍ଗତ ତୁ ଡିପା ଜୁ ପଂଚାୟତ ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ପୁତୁଡ଼ି କୁ ସ୍ଥାୟୀ ରାସ୍ତା ନିର୍ମାଣ ଦାବୀ କରି ଉତ୍ୟକ୍ତ ଗ୍ରାମବାସୀ ବୁଧବାର ସକାଳୁ ରାସ୍ତା ଅବରୋଧ କରିଛନ୍ତି lବର୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଗଲାଣି ଆଉ ଜ଼ିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେପୁତୁଡ଼ି ଜଳପ୍ରପାତ କୁ ଉପଭୋଗ କରିବାକୁ ଆସିଲେଣିl ହେଲେ ପୁତୁଡ଼ି ଛକ ରୁ ପୁତୁଡ଼ି ଯାଏ ଥିବା ପ୍ରାୟ ଦଶ କିଲୋମିଟର […]