କନ୍ଧମାଳରେ ବିଜେଡି ସାଙ୍ଗଠନିକ ସମ୍ପାଦକ

ଫୁଲବାଣୀ (ସୁନୀଲ ପଟନାୟକ )ସୋମବାର ବିଜେଡି ର ବରିଷ୍ଠ ନେତା ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିନିକିଆ କନ୍ଧମାଳ ଗସ୍ତ ରେ ଆସି ଫୁଲବାଣୀ ରେ ପହଂଚି ଥିଲେ l ଦାସ ଙ୍କୁ କନ୍ଧମାଳଦାୟୀତ୍ୱ ରଥିବା ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଜେଡି ନେତା ବିଜୟ ନାୟକ, କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ, ଜିଲ୍ଲା ସଭାପତି ସରୋଜ କର୍ଣ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜି ଉଦୟ ଗିରୀ […]

ସମସ୍ୟା ସମାଧାନ ପାଇଁ ଜିଲାପାଳ ଙ୍କୁ ଦାବୀ ପତ୍ର

ଫୁଲବାଣୀ( ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ର ଦୁର୍ଗମ ତଥା ମାଓ ଇଲାକା କୋଟଗଡ଼ ବ୍ଲକ ଅନ୍ତର୍ଗତ ପକାରୀ ପଂଚାୟତ ରେ ଲାଗି ରହିଥବା ସମସ୍ୟା ସମାଧାନ ଦାବିରେଜାଗ୍ରତ କନ୍ଧମାଳ, ଓଡିଶା ପକ୍ଷରୁ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁଦାବୀ ପତ୍ରପ୍ରଦାନ କରାଯାଇଛି lଜାଗ୍ରତ କନ୍ଧମାଳ ର ସାଧାରଣ ସମ୍ପାଦକ, ସମାଜସେବୀ,ସଂଗଠକ ଓ ଆଇନଜୀବୀ ସତ୍ୟ ନାରାୟଣ ବେହେରା ଙ୍କ ନେତୃତ୍ୱରେ ଏହି ଦାବୀ ପତ୍ର ପ୍ରଦାନକରାଯାଇଥିଲା lଦାବୀ ଗୁଡିକ ମଧ୍ୟରେ ପକାରୀରେ ଏକ ଜିଓ ନେଟ ଵର୍କପ୍ରତିଷ୍ଠା, […]

ବାଲିଗୁଡା ରେ ପ୍ରବଳ ପବନ ସହ ଘଡଘଡି : ନଡ଼ିଆ ଗଛକୁ ବିଜୁଳି ମାରିବାରୁ ଜଳିଗଲା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ରବିବାର ଅପରାହ୍ନରେ ସାମାନ୍ୟ ବର୍ଷା ସହ ପ୍ରବଳ ପବନ,ଘଡଘଡି ଓ ବିଜୁଳି ମାରିବାରୁ କେତେକ ସ୍ଥାନରେ ଛୋଟ ବଡ଼ ଧରଣର ଘରର ଟିଣ, ଆଜବେଷ୍ଟସ ଉଡାଇ ନେଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ବିଦ୍ୟୁତ ତାର ଉପରେ ଗଛ ପଡି ବିଦ୍ୟୁତ ସେବା ବ୍ୟାହତ ହୋଇଛି l ଏତଦ ବ୍ୟତୀତ ଏକ ନଡ଼ିଆ ଗଛଟି ମଧ୍ୟ ଜଳି […]

ବାଲିଗୁଡାରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳନ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ପାଳନ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟିର ସମସ୍ତ ସଦସ୍ୟ,ପରିଚାଳକ, ମୁଖ୍ୟ ପୁରୋହିତ, ପୂଜକ ଓ ସ୍ଥାନୀୟ ପର୍ଶୁରାମ ବାହିନୀ ଙ୍କୁ ନେଇ ବିଧି ପୂର୍ବକ ଚର୍ତୁର୍ଦ୍ଧା ମହାପ୍ରଭୁଙ୍କୁ ସ୍ନାନ ମଣ୍ଡପ କୁ ଆଣି ସ୍ନାନଯାତ୍ରା ସମାପନ କରାଯାଇଛି। ବ୍ରହ୍ମ ମୁହୂର୍ତ୍ତରେ ଜଳ ଆଣି ୧୦୮ […]

ବିଶ୍ବ ପରିବେଶ ଦିବସ ଉପଲକ୍ଷେ ସିଆରପିଏଫ୍ ୧୨୭ ବାଟାଲିୟନ୍ ପକ୍ଷରୁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ବିଶ୍ୱ ପରିବେଶ ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଅବସ୍ଥାପିତ ସିଆରପିଏଫ୍ ୧୨୭ ବାଟାଲିୟନ୍ ପକ୍ଷରୁ ଏକ ସଚେତନତା ସାଇକେଲ ଓ ମୋଟରସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦ୍ବିତୀୟ କମାଣ୍ଡାଣ୍ଟ୍ ଅଧିକାରୀ ସୁବ୍ରତ ନାୟକ,ଉପ କମାଣ୍ଡାଣ୍ଟ୍ ଅଜିତ ସି ବାବୁ ଓ ବିପିନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ଅନୁଷ୍ଠିତ ହୋଇଥିବା ବେଳେ ବାଲିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ଶିକ୍ଷା ନିକେତନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏଥିରେ […]

ଅଟୋ-ବାଇକ ମୁହାଁମୁହିଁ ଧକ୍କା,ଦୁଇ ଗୁରୁତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ଗ୍ରାମ ନିକଟ ଅଡ଼ାମୁଣ୍ଡା ଘାଟି ବୁଲାଣିରେ ସୋମବାର ରାତ୍ରରେ ଅଟୋ ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ମୋଟର ସାଇକେଲରେ ଯାଉଥ‌ିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି। ଗୁରୁତର ଦୁଇଜଣ ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ଗ୍ରାମ ପଞ୍ଚାୟତ ଜାଡ଼ିଙ୍ଗି ଗ୍ରାମର ପେଟା ବଡମାଝୀ […]

ବାହାନାଗା ରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା, ୩ ଶହ ମୃତ

ଭୁବନେଶ୍ୱର ( ଉଲ୍ଲାପ୍ର )ସନ୍ଧ୍ୟା 6 ଟା 50 ମିନିଟ, ଓଡିଶାର ବାଲେଶ୍ୱର ବାହାନାଗା ଆକାଶ ରେ ଘୋଟି ଆସିଥିଲା ଅନ୍ଧାର ରାତି, କେହି କିଛି ବୁଝିବା ବେଳକୁ ପ୍ରଚଣ୍ଡ ଶବ୍ଦ କରି ତିରିଶ ଫୁଟ ଉପରକୁ ଉଠିଯାଇଥିଲା ଟ୍ରେନ, ଢ଼ୋ ଢା ଶବ୍ଦରେ ସମଗ୍ର ବାହାନାଗା ଅଞ୍ଚଳ ପ୍ରକମ୍ପିତ ହୋଇ ପଡିଥିଲା, କୋଉଠି କଣ ଘଟିଲା ବୋଲି ଲୋକେ ଘରୁ ବାହାରି ଆସିଥିଲେ, ସବୁ ଆଡକୁ ଅନାଇ ପରସ୍ପର ଭିତରେ କଥା ହେଉଥିବା ବେଳେ ଅଳ୍ପ […]

ସରକାରୀ ଗୋଚର ଜମିକୁ ଉଛେଦ ପାଇଁ ନିର୍ଦେଶ ଥିଲେ ମଧ୍ୟ ପୋଲିସ ମିଳୁନାହାଁନ୍ତି

ଆଠଗଡ ( ଉଲ୍ଲାପ୍ର )ଆଠଗଡ   ତହସିଲଦାର ଅଭିଯୋଗ କାରି ମାନଙ୍କ ଅଭିଯୋଗ ରଖୁଥିଲେ ମଧ୍ୟ ଏହା ଉପରେ ତହସିଲଦାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି, ଯାହା ଫଳରେ   ଆଠଗଡ ବିଜେପି ନେତା ଅଭୟ ବାରିକ ଆଠଗଡ ତହସିଲଦାର ଙ୍କୁ ଘଟଣା ସମ୍ପର୍କ ରେ ପଚାରିବାକୁ ଯାଇଥିବା ବେଳେ ତହସିଲଦାର ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ତହସିଲଦାର କିଛି କରିପାରିବେ ନାହିଁ ବୋଲି କହିବାରୁ ଅଭୟ ବାରିକ ଓ ତାଙ୍କ ସମର୍ଥକ ମାନେ ତହସିଲ ଅଫିସ ଆଗରେ ଧାରଣା […]

ଆଠଗଡ କୋର୍ଟରେ ଦୁଇତଳ ପ୍ରସାଦ କୋର୍ଟ ଘର ପାଇଁ ଶୁଭ ପ୍ରଦାନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ଆଠଗଡ ( ଉଲ୍ଲାପ୍ର )ଓଡିଶା ଉଚ୍ଚନ୍ୟାାଳୟର ମାନ୍ୟବର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଏସ. ମୁରଲିଧରନ ଆଠଗଡ ଓ ତିଗିରିଆ ଗସ୍ତରେ ଆସିଥିଲେ।ତାଙ୍କ ସହ ନ୍ୟାୟମୁର୍ତ୍ତି ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ,କଟକ ଜିଲ୍ଲା ଓ ଦୌରୀଜଜ ମାନ୍ୟବର ବିଚାରପତି ସୌମେନ୍ଦ୍ର ରାଜଗୁରୁ ମଧ୍ୟ ଗସ୍ତରେ ଆସିଥିଲେ।ତିଗିରିଆ ଠାରେ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ର ନୂତନ ଗୃହର ଉଦଘାଟନ କରିଥିଲେ।ପରେ ଆଠଗଡ ଗସ୍ତରେ ଆସି ନୂତନ କୋର୍ଟ ଗୃହ ଓ ଓକିଲ ସଂଘ୍ ର ନୂତନ ଗୃହର ଶିଳାନ୍ୟାସ […]

ଆଠଗଡ ରେ ପୋଲିସ କାହାପାଇଁ କାମକରୁଛି, ନେତାଙ୍କ ପାଇଁ ନା ସାଧାରଣ ଜନତାଙ୍କ ପାଇଁ

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚନ ମଣ୍ଡଳୀରେ ପୋଲିସ କାହା ଇଙ୍ଗିତରେ କାର୍ଯ୍ୟ କରୁଛି, ଲୋକେ ପାଉ ନାହାଁନ୍ତି ନ୍ୟାୟ, ଗାଁ ଗାଁରେ ଗଣ୍ଡଗୋଳ ହେଉଥିବା ବେଳେ କୋଉଠି ଜମି ହଡପ ଘଟଣା ଦେଖିବାକୁ ମିଳିଛି, ଏମିତି ଏକ ଘଟଣା ଦେଖିବାକୁ ମିଳିଛି  ଗୁରୁଡି ଝାଟିଆ ଥାନା ପାଇକେରାପୁର ଗ୍ରାମରେ, ଜଣେ ବ୍ୟକ୍ତିଙ୍କ ଜମିକୁ ଅନ୍ୟ ଜଣେ ମାଡିବସି ଆଠଗଡ ତହସିଲ ଅଫିସରୁ ୨ ଦୁଇଟି ଲିଗେଲାୟାର ସାର୍ଟିଫିକେଟ କାଢି ଜମି ବିକ୍ରି କରିଦେଇ ଥିବା ଅଭିଯୋଗ […]