ସ୍ବର୍ଣ୍ଣିମ ବିଜୟ ବର୍ଷ ସମାରୋହରେ ସ୍ବତନ୍ତ୍ର ମଶାଲ ଶୋଭାଯାତ୍ରା
ଢେଙ୍କାନାଳ(ଉଲାପ୍ର) ୧୯୬୧ ମସିହା ଭାରତ – ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ସୃଷ୍ଟିମ ବିଜୟ ବର୍ଷ ପାଳନ କରାଯାଉଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ପ୍ରତିରକ୍ଷା ବିଭାଗ ଓଡିଶା ଶାଖାର ୧୨୦ ବାଟାଲିୟନ ପକ୍ଷରୁ ବାଟାଲିୟନର କର୍ନେଲ ଶ୍ରୀଯୁକ୍ତ ଋଷି ୱାହିକ ନେତୃତ୍ୱରେ ୩୦ଜଣ ଅଧିକାରୀମାନେ ସ୍ବତନ୍ତ୍ର ବିଜୟ ମଶାଲ ଶୋଭା ଯାତ୍ରାରେ ଆସି ୧୯୭୧ମସିହାର ଯୁଦ୍ଧରେ ଢେଙ୍କାନାଳ ଲୋକସଭା ସଦସ୍ୟଥାଇ ଯୁଦ୍ଧରେ ଭାଗନେଇଥିବା ପ୍ରଥମ ଯୋଦ୍ଧା ଏବଂ ରାଷ୍ଟ୍ରପତି ପଦକ […]