ବଜ ରଙ୍ଗ ଦଳ ପକ୍ଷରୁ ରକ୍ତ ଦାନ ଶିବିର
ଫୁଲବାଣୀ(ସୁନୀଲ ପଟନାୟକ )ନଭେମ୍ବର ୨ ତାରିଖ ପବିତ୍ର ହୁତାତ୍ମା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ଟିକାବାଲି ବଜରଙ୍ଗ ଦଳ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ,ଉକ୍ତ କାର୍ଯ୍ୟକ୍ରମରେ ମାନନୀୟ Bଲକ୍ଷ୍ମୀକାନ୍ତ ନନ୍ଦ (ସହ ଗଞ୍ଜାମ ବିଭାଗ ସଙ୍ଘ ଚାଳକ rss) କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିବା ସହ ହୁତାତ୍ମା ସମ୍ବନ୍ଧରେ ମାର୍ଗଦର୍ଶନ କରାଇଥିଲେ , ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କନ୍ଧମାଳ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ର ସଭାପତି ମାନନୀୟ କାମଦେବ […]