ଲୋକ କଳା ଭବନ ରେ ଆଲୋଚନା ଚକ୍ର
ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଓ ମିଳିତ କଳାକାର ମଞ୍ଚ ପକ୍ଷରୁ ଆଜି ବରଗଡ଼ ସ୍ଥିତ ଲୋକ କଳା ଭବନ ଠାରେ ‘ ଲୋକକଳା କ୍ଷେତ୍ରରେ ପଶ୍ଚିମ ଓଡ଼ିଶା ର ଅବଦାନ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାସଂଘ ର ଅଧକ୍ଷ ଚୈତନ୍ୟ ପାଇକ ଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ଲୋକ କଳା ଗବେଷକ ତଥା ଶିକ୍ଷା ବିତ୍ ମୋହନ ସାହୁ ଯୋଗ ଦେଇ ଆମ ଅଞ୍ଚଳ ଲୋକ କଳା ର ସଂରକ୍ଷଣ […]