କବିବର ଡ଼ଃ ରାଧାନାଥ ରାୟଙ୍କ ନିଭୃତ ନୀଳୟ ଆଜି ଜରାଜୀର୍ଣ୍ଣ
ଆଠଗଡ(ଉଲାପ୍ର)ଆଠଗଡ ର ଆରାଧ୍ୟଦେବ ପ୍ରଭୁ ଧବଳେଶ୍ବର ପୀଠରେ ଥିବା କବିବର ରାଧାନାଥ ରାୟଙ୍କ ନିଭୃତ ନୀଳୟ ରେ କିଛି ସମୟ ,ଡ଼ଃ ରାୟ ଏହିଠାରେ ତାଙ୍କର ଶେଷ ଜୀବନ ପର୍ଯ୍ୟନ୍ତ ନିଭୃତ ନୀଳୟରେ ରହି ସାହିତ୍ୟ ସାଧନା କରିଥିଲେ।ଆଠଗଡ ର ତତ୍କାଳୀନ ରାଜା ସ୍ବର୍ଗତ ରାଧାନାଥ ବେବର୍ତ୍ତା ପଟ୍ଟନାୟକ କବିବରଙ୍କୁ ଏହି ପୀଠରେ ଏକ ଗୃହ ନିର୍ମାଣ କରିଦେଇଥିଲେ,ଆଉ ଶେଷ ଜୀବନ ପର୍ଯ୍ୟନ୍ତ ଡ଼ଃ ରାୟ ସାହିତ୍ୟ ସାଧନା କରିଥିଲେ।ଆଜି ଜରାଜୀର୍ଣ୍ଣ ଅବସ୍ଥାରେ କବିବରଙ୍କ ଏହି ସାଧନା […]