ତିଲୋରୀ ପଞ୍ଚାୟତବାସୀଙ୍କ ଦୁଃଖ ଦୁର ହେବ କେବେ ? ନଦୀପାର ପାଇଁ କାଠଗଣ୍ଡି ଭରସା
ଫୁଲବାଣୀ-୨୩/୧୦ସରକାର ଗ୍ରାମାଞ୍ଚଳର ଲୋକମାନଙ୍କଗମନାଗମନ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଥିବା କଥା କହୁଥିଲେ ମଧ୍ୟ ପ୍ରକୃତ ପକ୍ଷେ ଗ୍ରାମାଞ୍ଚଳର ଲୋକେ କିଭଳି ଜୀବନ ଜିଉଁଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ତିଲୋରୀ ପଞ୍ଚାୟତ ର ସୁନା ପାଙ୍ଗା ଗ୍ରାମକୁ ଗଲେ ଜାଣିହେବ ।ତିଲୋରି ପଞ୍ଚାୟତ୧୧ନମ୍ବର ୱ।ର୍ଡରେ ଅବସ୍ଥିତ ସୁନା ପାଙ୍ଗା ଗ୍ରାମ। ହେଲେ ଖରା ଦିନ ଯେମିତି ସେମିତି ଚଳିଯାଉଥିବାବେଳେ ବର୍ଷାଦିନ ଆସିଲେ କଥା ସରିଲା ।ବର୍ଷାଦିନରେ ଖଡ଼ଗ ନଦୀରେ କମପାଣିରେଦୁଇଟି ସ୍ଥାନରେ ୨ଟି ଲେଖାଁଏକାଠଗଣ୍ଡି ପକାଇ […]