ମୋବଇଲ ଟାୱାର ନାହିଁ ତ ଭୋଟ ନାହିଁ
ଫୁଲବାଣୀ (ସୁନୀଲ ପଟନାୟକ )ମୋବାଇଲ ଟାୱାର ନାହିଁ ତ ଭୋଟ ନାହିଁ, ଭୋଟ କଥା ପୁରାପୁରିଭୁଲିଯାଅ ବୋଲି ଏବେଠାରୁ ଧମକ ଦେଲେଣି କନ୍ଧମାଳ ଜ଼ିଲ୍ଲା ରାଇକିଆ ବ୍ଲକ କରଡ଼ା ପଂଚାୟତ ବାସି lଆଗାମୀ ତ୍ରି ସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଏହି ପଂଚାୟତ ବାସି ଏବେଠାରୁ ନିଷ୍ପତି ନେଲେଣି lଗ୍ରାମବାସୀ କୁଆଡେ ହାତରେ ପ୍ଲାକାର୍ଡ଼ ଧରି ନାରା ଦେଇ ଗ୍ରାମପରିକ୍ରମା ମଧ୍ୟ କରିଥିଲେ lରାଇକିଆ ବ୍ଲକ ସଦର ମହକୁମା ଠାରୁ ସତର କିଲୋମିଟର ଦୂରରେ ରହିଛି କରଡ଼ା […]