ତୁମୁଡିବନ୍ଧ ଅଞ୍ଚଳରେ ୨୩୧ କେଜି ଗ6ଜଂ ଇ ଜବତ, ଜଣେ ଗିରଫ

ଫୁଲବାଣୀ-୧୧/୧୦(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ପୋଲିସ କୌଣସି ସୁତ୍ରରୁ ଖବର ପାଇ ଚଢ଼ାଉ କରି ଏକ ଟାଟା ଟ୍ରକ ଏମ ଏଚ୪୯ ଏଟି୪୭୧୬ ଗାଡିରେ ୫ଟି ବସ୍ତାରେ ଥିବା ୨୩୧ କେଜି ଗ6ଜଂ ଇଜ୍ ବତକରିଥିଲେ । ଏ ସଂପର୍କରେ ପୋଲିସ ମହାରାଷ୍ଟ୍ର ନାଗପୁରର ଉପଲବାଡି ପୋଲିସ ଥାନା ଅନ୍ତର୍ଗତଟି ପୁ ସୁଲତାନ ଛକରଅଜୟ ଦେବା ନନ୍ଦଗଡପାଏଲେ କୁ ଗିରଫ କରିଛି ।ପୋଲିସ ୭୪/୨୧ ଧାରା ୨୦ (ବି)(“!!) ସିଏ ନଡିପିଏ ସରେ ମାମଲା ରୁଜୁ କରି […]

କୁଇ ସମାଜ ସେବା ସମିତି ଫିରିଙ୍ଗିଆ ଶାଖା ର ନୂତନ କର୍ମକର୍ତ୍ତା ନିର୍ବାଚନ।

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା କୁଇ ସମାଜ ସେବା ସମିତି ଫିରିଙ୍ଗିଆ ଶାଖା ର ନୂତନ କାର୍ଯ୍ୟ କର୍ତ୍ତା ମନୋନୟନ ନିର୍ବାଚନ ବୈଠକ ନିର୍ବାଚନ ଅଧିକାରୀ ବଲମା କହଁର ଓ ଜୟ ସିଂ କହଁର ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ‘କୁଇଭାଷା ସାହିତ୍ୟ ସମିତି ଓଡିଶା’ କନ୍ଧମାଳ ର ସଭାପତି ଦିନବନ୍ଧୁ କହଁର , ପୁର୍ବତନ ବିଧାୟକ ଦୁଗୁନୀ କହଁର , ବରିଷ୍ଠ କୁଇ ନେତା କଣ୍ଠେଶ୍ବର କହଁର, ଗୋବର୍ଦ୍ଧନ ମଲିକ ପ୍ରମୁଖ […]

ଢେଙ୍କାନାଳ ଡାକ ବିଭାଗ ତରଫରୁ ଜାତୀୟ ଡାକ ଦିବସ ପାଳିତ

ଢେଙ୍କାନାଳ,ଢେଙ୍କାନାଳ ଡାକ ବିଭାଗ ତରଫରୁ ଜାତୀୟ ଡାକ ଦିବସ ପାଳିତ ହୋଇଯାଇଛି । ଢେଙ୍କାନାଳ ସହରର କାସିଆଡ଼ିହି ଗ୍ରାମପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ଡାକ ବିଭାଗ ତରଫରୁ ଜାତୀୟ ଡାକ ଦିବସ ପାଳିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୁପେ ଗ୍ରାମର ସରପଞ୍ଚ ଶ୍ରୀମତୀ ମିନତୀ ରାଉତ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଗ୍ରାମ ସଭାପତି ଶ୍ରୀଯୁକ୍ତ ପଦ୍ମ ଚରଣ ପାତ୍ର,ସଂମାନିତ ଅତିଥିରୁପେ ବରିଷ୍ଠ ଶିକ୍ଷାବିତ ଶ୍ରୀ ପ୍ରଫୁଲ୍ଲ କୁମାର ଜେନା […]

ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ବାଜିରାଉତ ଙ୍କ ଶ୍ରାଦ୍ଧଉସ୍ଛବ ପାଳିତ

ଢେଙ୍କାନାଳ,ଢେଙ୍କାନାଳ ଜିଲ୍ଲାର ‘ ଆମ ପ୍ରତିଭା ଆମ ସମ୍ମାନ ’ ପରିବାର ତରଫରୁ ସ୍ଥାନୀୟ ବାଜିଚୌକ ସ୍ଥିତ ବାଜିରାଉତ ଙ୍କ ପ୍ରତିମୂର୍ତ୍ତୀ ପାଖରେ ବାଜିରାଉତ ଙ୍କ ଶ୍ରାଦ୍ଧ ଉସ୍ଛବ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥ୍‌ ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଉପସ୍ଥିତ ରହି ବାଜିରାଉତ ଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ବାଜିରାଉତ ଙ୍କ ସ୍ମୃତିଚାରଣ କରିଥିଲେ । ଜିଲ୍ଲା କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇଙ୍କ ଅଧ୍ୟକ୍ଷତାରେ ସକାଳ ୭ ଘଟିକା ସମୟରେ ଶତାଧିକ […]

ଗୋଡ଼ିପୋଖରୀ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନରେ ବିଲମ୍ଭ ହେତୁ ଅସନ୍ତୋଷ ହୋଇ ରାସ୍ତା ରୋକ କଲେ ଅଂଚଳ ବାସୀ

ଢେଙ୍କାନାଳ,ଢେଙ୍କାନାଳ ସହରର 15 ନମ୍ବର ୱାର୍ଡସ୍ଥିତ ଗୋଡିପୋଖରୀ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନେବାରେ ଜିଲ୍ଲା ପ୍ରଶାସନ ର ଅପାରଗତା କୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ ଦେଖାଯାଇଥିଲା । ଏଥି ସମ୍ବନ୍ଧରେ ଅଂଚଳବାସୀ ବାରମ୍ବାର ଏହା ଆଗରୁ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ଏଥିପ୍ରତି ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଆଜି ଅଞ୍ଚଳବାସୀ ବାଧ୍ୟହୋଇ ଜଗନ୍ନାଥ ରୋଡ଼ କୁ ଅବରୋଧ କରି ରଖିଥିଲେ । ଗୋଡ଼ିପୋଖରୀ କୁ ଜଣକ ନାମକୁ ନିଲାମ କରାଯାଇଥିବା ବେଳେ […]

ABVP କନ୍ଧମାଳ ଜିଲ୍ଲା ପ୍ରମୁଖ ହେଲେ ଶିବାଶିଷ ପଣ୍ଡା

ଫୁଲବାଣୀ (ସୁନୀଲ ପଟନାୟକ )ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ପ୍ରାନ୍ତ ଅଭ୍ୟାସ ବର୍ଗ ଖୋର୍ଦ୍ଧା ଠାରେ ଅନୁଷ୍ଟିତ ହେଇଯାଇଛି l ଏଥିରେ କନ୍ଧମାଳ ଜିଲ୍ଲାର ବିଦ୍ୟାର୍ଥୀ ମାନେ ଯୋଗଦାନ କରିଥିଲେ l ଏହି ବର୍ଗରେ ପୁଣିଥରେ ଜିଲ୍ଲା ପ୍ରମୁଖ ଭାବେ ଶିବାଶିଷ ପଣ୍ଡା, ଜିଲ୍ଲା ସଂଯୋଜକ ଭାବେ ଦିବ୍ୟରଞ୍ଜନ ଡାକୁଆ, ଜିଲ୍ଲା ସହ ସଂଯୋଜକ ଭାବେ ପ୍ରୀତିଜୀନା ସେଠି, ବିଭାଗ ପ୍ରମୁଖ ଭାବେ ରୁଦ୍ରପ୍ରସାଦ ସେଠି, ବିଭାଗ ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ଭାବେ ରାଜନନ୍ଦିନୀ ସାହାଣୀ […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ମାସ ୧୧ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସଆଶ୍ଵିନ୍ୟ – ଶୁକ୍ଳପକ୍ଷତିଥି- ଷଷ୍ଠୀ ରାତ୍ରି ଘ ୧୨/୦୪ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ ୦୧/୪୯ ପର୍ଯ୍ୟନ୍ତ ତଦନ୍ତେ ମୂଳାଚନ୍ଦ୍ର- ବିଛା ଦିବା ଘ ୦୧/୪୯ ପର୍ଯ୍ୟନ୍ତ ତଦନ୍ତେ ଧନୁଯୋଗ- ସୌଭାଗ୍ୟକରଣ – କୌଳବସ ମାସ- କନ୍ୟା ୨୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୪୪/୨୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୨୧*✧═════•❁❀*ଯୋଗିନୀ ପଶ୍ଚିମେ ରାତ୍ରି ଘ ୧୨/୦୪ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେ*ମିଥୁନ ରାଶିର ଘାତବାରଷଷ୍ଠୀ ର ଏକୋଦିଷ୍ଟ୍ ଓ ପାର୍ବଣ […]

କାଶ୍ମୀର ରେ ହିନ୍ଦୁ ମାନଙ୍କର ନୃଶଂସ ହତ୍ୟା ପ୍ରତିବାଦ ରେ ବଜରଙ୍ଗ ଦଳର ବିରୋଧ ପ୍ରଦର୍ଶନ

ବରଗଡ଼(ଉଲାପ୍ର)ବିଗତ ପାଞ୍ଚ ଦିନ ମଧ୍ୟରେ କାଶ୍ମୀର ରେ ଜିହାଦୀ ଆତଙ୍କବାଦୀ ଦ୍ୱାରା ସାତ ଜଣ ହିନ୍ଦୁଙ୍କୁ ବାଛି ବାଛି ହତ୍ୟା କରାଯାଇଛି।ଯାହାକୁ ବଜରଙ୍ଗ ଦଳ ଦୃଢ ନିନ୍ଦା କରିବା ସହ ଆଜି ସାରା ଭାରତ ବର୍ଷରେ କୋଣ ଅନୁକୋଣରେ ବିରୋଧ ପ୍ରଦର୍ଶନ କରାଯାଇଛି ।ଏ ଉପଲକ୍ଷେ ବରଗଡ଼ ବଜରଙ୍ଗ ଦଳ ତରଫରୁ ମଧ୍ଯ ସ୍ଥାନୀୟ ଗାନ୍ଧୀଛକ ରେ ଶତାଧିକ ବଜରଙ୍ଗ ଦଳର କାର୍ୟକର୍ତ୍ତା ପାକିସ୍ତାନ ର ପତାକା ପୋଡ଼ିବା ସହ ପାକିସ୍ତାନ ମୁର୍ଦାବାଦ ନାରା ଦେଇ ବିରୋଧ […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ମାସ ୧୦ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସଆଶ୍ଵିନ୍ୟ – ଶୁକ୍ଳପକ୍ଷତିଥି- ପଞ୍ଚମୀ ରାତ୍ରି ଘ ୦୨/୩୪ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀନକ୍ଷତ୍ର- ଅନୁରାଧା ଦୁବା ଘ ୦୩/୪୭ ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠାଚନ୍ଦ୍ର- ବିଛାଯୋଗ- ଆୟୁଷ୍ମ।ନ୍କରଣ – ବବସ ମାସ- କନ୍ୟା ୨୪ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୪୩/୫୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୦୧*✧═════•❁❀*ଯୋଗିନୀ ଦକ୍ଷିଣେ ରାତ୍ରି ଘ ୦୨/୩୪ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ*ମେଷ ରାଶିର ଘାତବାରପଞ୍ଚମୀ ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ ୧୦/୦୮ […]

ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ପାଳିତ

ଆମ ପ୍ରତିଷ୍ଠା ଆମ ସମ୍ମାନ ’ ତରଫରୁ ସ୍ଥାନୀୟ ଗଣେଶ ବଜାରସ୍ଥିତ ଗୋପବନ୍ଧୁ ଟାଉହଲ୍‌ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥ୍‌ ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଉପସ୍ଥିତ ରହି ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ‘ ‘ ମିଶୁ ମୋର ଦେହ ଏଦେଶ ମାଟିରେ , ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ’ ଓ ‘ ନର ସେବା ହିଁ ନାରାୟଣ […]