ନବରାତ୍ରର ତୃତୀୟ ଦିନ ଢେଙ୍କାନାଳର ଜୁବୁଲି ଟାଉନ ସ୍ଥିତ ମାଆ କନକ ଦୁର୍ଗାଙ୍କର ନବରାତ୍ରର ତୃତୀୟ ଦିନ ଥିବାରୁ ମାଙ୍କର ଗାୟତ୍ରୀ ବେଶରେ ପୁଜାର୍ଚନା କରାଯାଇଥିଲା । ସକାଳେ ପଣା ଭୋଗ, ମଧ୍ୟାର୍ଣ୍ଣ ରେ ଅର୍ଣ୍ଣ ଶଙ୍କୁଡ଼ି, ସନ୍ଧ୍ୟାବେଳେ 108 ଆଳତି, ପଣା ଭୋଗ କରାଯାଇଥିଲା । ରାତ୍ରରେ ଖିରି ପୁଳି କାକରା ,ମିଠା ଆଦି ମାଙ୍କ ପାଖେ ଭୋଗ ଲାଗି କରାଯାଇଥିଲା ।
ବରଗଡ଼ ୭/୧୦ ଅତାବିରା ସ୍ଥିତ ସରସ୍ବତୀ କଲ୍ୟାଣ ମଣ୍ଡପରେ ଲିଡ଼ ବ୍ୟାଙ୍କ ବରଗଡ଼ର ଆୟୋଜନ କ୍ରମେ ଋଣ ସଂଯୋଗୀ କରଣ ପଦକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଲଡିଏମ ସୀତାରାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଋଣ ର ସୁବିନିୟୋଗ କରିବା ପାଇଁ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ।ବିଡିଓ ବିଶ୍ୱନାଥ ସାହୁ ,ଡିପିଏମ ଶଙ୍କର ଚାଳନ,ଜିଏମଡିଆଇସି ଲକ୍ଷ୍ମୀଧର ସୁରେନ ,ଉପ ନିର୍ଦ୍ଦେଶକ ଟେକ୍ସଟାଇଲ ଏସ ଏନ ନାଗ […]
ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ମାଷ୍ଟ୍ରପଡାର କିରଣ କୁମାର ମହାନ୍ତି 2019 ଓ ଏ ଏସ ପରୀକ୍ଷାରେ ଷଷ୍ଠ ରାଙ୍କ ରଖି କୃତକାର୍ଯ୍ୟ ହୋଇ ଛନ୍ତି l ଫଳରେଫୁଲବାଣୀ ସହରରେ ଖୁସି ର ଲହରୀ ଖେଳିଯାଇଛି l କିରଣ ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମ୍ବାଦିକତା ଓ ଗଣଯୋଗାଯୋଗ ସ୍ନାତକୋତ୍ତର ବିଭାଗରେ ସମଗ୍ର ବିଶ୍ବବିଦ୍ୟାଳୟ ରେ ଟପ୍ପର ହୋଇ ସ୍ବର୍ଣ୍ଣପଦକ ହାସଲ କରିଥିଲେ । ଏହା ପୂର୍ବରୁ ମଧ୍ୟ ୨୦୧୭ ରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜ୍ୟପାଳ ସ୍ମାରକୀ […]
ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ବିଶ୍ୱ ଡାକ ଦିବସ ପାଳିତ ହୋଇଯାଇଛି ।ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ 09.10.2021 ରୁ 15/10/2021 ପର୍ଯ୍ୟନ୍ତ ଏହି ବିଶ୍ୱ ଡାକ ଦିବସ ପାଳିତ ହେବ ।ଏହି ବର୍ଷ ଦେଶ ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋସ୍ଛବ ଅବସରରେ ଢେଙ୍କାନାଳ ଡାକ ମଣ୍ଡଳ ଆସନ୍ତା 11.10.2021 ରୁ 17.10.2021 ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ଡାକ ବିଭାଗ ଦ୍ଵାରା ପରିଚାଳିତ […]
ଢେଙ୍କାନାଳ,ଢେଙ୍କାନାଳ ସହରର ମିନି ଷ୍ଟାଡିୟମ ଠାରେ ଏକ ବିଶାଳ ଋଣ ମେଳାକୁ ମାନ୍ୟବର ଢେଙ୍କାନାଳର ସାଂସଦ ମହେଶ ସାହୁ ଶୁଭ ଉଦ୍ଘାଟନ କରିଛନ୍ତି । ଗାଁ ଗହଳିର ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିଲେ ମଧ୍ୟ ଯେଉଁମାନେ ଆର୍ଥିକ ଅନାଗ୍ରସରତା ହେତୁ ସ୍ୱାବଲମ୍ବୀ ହୋଇପାରୁନାହାନ୍ତି ସେମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ତଥା ସ୍ୱାବଲମ୍ବୀ କରିବା ପାଇଁ ମାନ୍ୟବର କେନ୍ଦ୍ର ସରକାର ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଋଣ ଯୋଗାଇଦେବାକୁ ବ୍ୟବସ୍ଥା କରିଛନ୍ତି । ସେହିଭଳି […]
ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ କ୍ଲଷ୍ଠର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ବରିଷ୍ଠ ଶିକ୍ଷକ ବିମଳ କିଶୋର ବିହାରୀ ଙ୍କ ଅଧ୍ୟକ୍ଷତାରେ ଆଜି ଅକ୍ଟୋବର ମାସ ଆଠ ତାରିଖ ଅପରାହ୍ନ ତିନିଟା ସମୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଅବସର ଗ୍ରହଣ କରିସାରିଥିବା ପ୍ରଧାନ ଶିକ୍ଷକ କ୍ରୁଷ୍ନଚନ୍ଦ୍ର ସାହୁ ଓ ବସନ୍ତ କୁମାର ଦାସ ଙ୍କୁ ଷଡ଼ଙ୍ଗୀ କ୍ଲଷ୍ଠର ତରଫରୁ ମାନପତ୍ର ଉପଢୌକନ ,ଓ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ […]
ବରଗଡ଼ ୮/୧୦ଗତକାଲି ରାତି ପ୍ରାୟ 12 ଟା ସମୟରେ ଛତିଶଗଡରୁ ରାଜ୍ୟ ସୀମା ପାରି ହୋଇ କଲିକତାକୁ ଏକ କଣ୍ଟେନରରେ ଗୋରୁ ଚୋରା ଚାଲାଣ କରୁଥିବା ବେଳେ ବରଗଡ଼ ବଜରଙ୍ଗ ଦଳ ର କର୍ମୀ ମାନଙ୍କ ଦ୍ଵାରା ଧରାପଡିଥଲା। ତେବେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚିବା ପୂର୍ବରୁ ସମସ୍ତ ଙ୍କୁ ଚକମା ଦେଇ କଣ୍ଟେନର ଡ୍ରାଇଭର ଫେରାର ହୋଇଯାଇଥିଲା। ସୂଚନା ମତେ ଗତକାଲି ରାତିରେ ଛତିଶଗଡ଼ରୁ କୋଲକାତା କୁ ସଂଯୋଗ କରୁଥିବା ୫୨ ନମ୍ବର ଜାତୀୟ ରାଜପଥ […]
ଫୁଲବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଜଙ୍ଗଲ ବିଭାଗ ଡିଭିଜନ ଡିଏଫ ଓଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା, ସମେତ ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଗଣିତକୋଟଗଡ଼ ବନାଞ୍ଚଳରେ ୬୭ତମ ବନ୍ୟପ୍ରାଣୀ ସପ୍ତାହପାଳିତ ହୋଇଥିଲା।କୋଟଗଡ଼ ରେ ଜଂ ଅଫିସର ସୂର୍ଯ୍ୟକାନ୍ତ ବେହେରାଙ୍କ ନେତୃତ୍ଵ ତଥା ଉଦ୍ୟମରେ ଜଗନ୍ନାଥ ମନ୍ଦିର ନିକଟରେ ବନ୍ୟପ୍ରାଣୀସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବନ୍ୟପ୍ରାଣୀ ଶୀକାର ନ କରି ସେମାନଙ୍କ ଯତ୍ନ ନେବା ଓ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଲାଗି ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରି ସେହି […]
ଫୁଲବାଣୀ(ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ୬୭ତମ ବନ୍ୟପ୍ରାଣୀସପ୍ତାହ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୨ରୁ ୮ ଯାଏ ଏକ ସପ୍ତାହବ୍ୟାପୀ ବିଭିନ୍ନ ସଚେତନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି ।ଏହି ଅବସରରେ ଗୁରୁବାର ବାଲିଗୁଡ଼ିଏଫଓ ବିଶ୍ଵ ରାଜପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବରୀଷ୍ଠ ଆଇନ ଜିବୀ ତଥା ପରିବେଶବିତ କୌଶିକ ସାହୁ ,ଏ ସିଏଫଡ.ରୁଦ୍ରପ୍ରସାଦ ରଥ, ସୋମ୍ୟରଂଜନ ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ପରିବେଶ ସୁରକ୍ଷା ଓ ନୂତନ ଜଙ୍ଗଲ […]
ଫୁଲ ବାଣୀ(ସୁନୀଲପଟନାୟକ)ଗ୍ରାମ । ଞ୍ଚଳରେ ପାଠ ପଢ଼ୁଥିବା ସରକାରୀ ହାଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ତଥା ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରଥମ ପ୍ରର୍ଯ୍ୟାୟରେକନ୍ଧମାଳ ଜିଲ୍ଲାରେ ୧୦ଗୋଟି ହାଇସ୍କୁଲକୁ ସ୍ମାର୍ଟ ହାଇସ୍କୁଲରେ ପରିଣତ କରିଛନ୍ତି ସେଥିମଧ୍ୟରୁ ଫିରିଙ୍ଗିଆ ବ୍ଳକ ପଲା ବୁରୁଡ଼ି ପଞ୍ଚାୟତ ଅଧିନ ନେଡ଼ି ପଦର ଗ୍ରାମ ମଙ୍ଗଳ ବିଭାଗ ହାଇସ୍କୁଲ ଅନ୍ତର୍ଭୁକ୍ତ ।ଏହାର ଆଧୁନିକିକରଣ ଦାୟିତ୍ଵଫିରିଙ୍ଗିଆ ବ୍ଳକ କୁ ଦିଆଯିବା ପରେ ବିଡିଓ ରଶ୍ମିରଂଜନ ମହାନ୍ତ ଓ ଦାୟୀତ୍ଵରେ ଥିବା ସହ […]