ନରସିଂହ ବିଶିଙ୍କ ଶ୍ରାଦ୍ଧ ଦିବସ ପାଳିତ
ବରଗଡ଼- ବରଗଡ଼ ଟାଉନ ହାଇସ୍କୁଲ ଠାରେ ସ୍ବର୍ଗତ ନରସିଂହ ବିଶିଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ଉକ୍ତ ଶ୍ରଦ୍ଧାଞ୍ଜଳି ସଭା ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଯୋଗଦେଇ ଓଷ୍ଠାର ପ୍ରାକ୍ତନ ସଭାପତି, ଶିକ୍ଷାବିତ୍ ନରସିଂହ ବିଶି ଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଅବସରରେ ଓଷ୍ଠା ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ […]