ରାଜ୍ୟ କ୍ୟାବିନେଟ ଘୋଷଣା ଗୋଟିଏ ଧୁଁଆଁ ବାଣ, ନିର୍ବାଚନ ପାଇଁ ଘୋଷଣା -କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଦୁଇ ଦିନଆ କନ୍ଧମାଳ ଗ୍ରସ୍ତ ରେ ଆସି ସୋମବାର ରାତି ରେ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକବଙ୍ଗଳା ରେ ପହଞ୍ଚିଛନ୍ତି କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁ। । ତାଙ୍କୁ ସ୍ୱାଗତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପିଏ ଆଇଟିଡିଏ ମଧୁସୂଦନ ବେହେରା ସମେତ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଲିଙ୍ଗରାଜ ଦବେହେରା, ବନ ମହାନ୍ତି, ଦେବେନ୍ଦ୍ର […]