ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ମାସ ୦୨ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସଆଶ୍ଵିନ୍ୟ – କୃଷ୍ଣପକ୍ଷତିଥି- ଏକାଦଶୀ ରାତ୍ରି ଘ ୧୧/୦୬ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ ୦୪/୧୬ ପର୍ଯ୍ୟନ୍ତ ତଦନ୍ତେ ମଘାଚନ୍ଦ୍ର- କର୍କଟ ରାତ୍ରି ଘ ୦୪/୧୬ ପର୍ଯ୍ୟନ୍ତ ତଦନ୍ତେ ସିଂହଯୋଗ-ସିଦ୍ଧିକରଣ – ବବସ ମାସ- କନ୍ୟା ୧୬ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୧୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୩୨*✧═════•❁❀*ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୧୧/୦୬ ପର୍ଯ୍ୟନ୍ତ ତଦନ୍ତେ ନୈରୁତେ*ବୃଷ,ସିଂହ ଓ କନ୍ୟା ରାଶିର ଘାତବରଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ […]

ଆନନ୍ଦପୁର କୁ ରେଳ ସଂଯୋଗ ପାଇଁ ରେଳମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ନୂଆଦିଲ୍ଲୀ(ଉଲାପ୍ର)ଆନନ୍ଦପୁର ସବଡିଭିଜନ କୁ ରେଲୱେ ଲାଇନ୍ ସଂଯୋଗ ଦାବୀରେ ନୂଆଦିଲ୍ଲୀ ରେଲ ଭବନ ରେ ଭାରତ ସରକାରଙ୍କ ରେଲ ମନ୍ତ୍ରୀ ଶ୍ରୀମାନ ଅଶ୍ବନୀ ବୈଷ୍ଣବ କୁଂ ବିଜେପି ନଦୀ ସୁରକ୍ଷା ସମିତି(ନମାମି ଗଙ୍ଗେ) ର ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଦାବୀପତ୍ର ପ୍ରଦାନ କରିବା ସହିତ ଏବାବଦରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତ ସରକାରଙ୍କ ଜଳ ଶକ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀମାନ ବିଶେଶ୍ଵର ଟୁଡୁ କଂ ସମେତ ଓଡ଼ିଶା ହାଇକୋର୍ଟ ର […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ମାସ ୦୧ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସଆଶ୍ଵିନ୍ୟ – କୃଷ୍ଣପକ୍ଷତିଥି- ଦଶମୀ ରାତ୍ରି ଘ ୧୦/୫୩ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀନକ୍ଷତ୍ର- ପୂଷ୍ୟା ରାତ୍ରି ଘ ୦୩/୩୩ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷାଚନ୍ଦ୍ର- କର୍କଟଯୋଗ-ଶିବକରଣ – ବାଣିଜ୍ୟସ ମାସ- କନ୍ୟା ୧୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୫୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୨/୩୨*✧═════•❁❀*ଯୋଗିନୀ ଉତ୍ତରେ ରାତ୍ରି ଘ ୧୦/୫୩ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ*ବିଛା,ଧନୁ ଓ ମୀନ ରାଶିର ଘାତାବାରଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ✧═════•❁❀❁•═══କାଳବେଳ। […]

୪ଫୁଟ ର ନାଗସାପକୁ ଲୋକଙ୍କ ଠାରୁ ଉଦ୍ଧାର କଲେ ସାପ ଧରାଳି ସୁଶାନ୍ତ ପାତ୍ର

ଆଠଗଡ(ଉଲାପ୍ର) ହଜି ଯାଇନି ମାନବିକତା, ହଜି ଯାଇନି ମଣିଷ ପଣିଆ। ନିଜର ମାନବିକତା ଦେଖାଇଛନ୍ତି ଜଣେ ପେଷାରେ ସାପ ଧରାଳି ତାହା ପୁଣି କେଉଁ ମଣିଷ କୁ ନୁହେଁ ତାହା ଗୋଟିଏ ହିଂସ୍ର ପ୍ରାଣୀ ନାଗ ସାପ କୁ । ହଁ ଆଜ୍ଞା ଏ ହେଉଛନ୍ତି ଆଠଗଡ଼ ଅଞ୍ଚଳରେ ସାପ ଧରୁଥିବା ସୁଶାନ୍ତ ପାତ୍ର ଙ୍କ କଥା। ଆଜି ଅଫିସ ସମୟରେ ଆଠଗଡ଼ ମହୋତ୍ସବ ପଡ଼ିଆ ସନ୍ନିକଟ ମୁଖ୍ୟ ଡାକଘର ରାସ୍ତାରେ କିଛି ଯୁବକ ଗୋଟିଏ ନାଗ […]

ବଡମ୍ବାରେ ସହଯୋଗ”ତାଲିମ୍ ଶିବିର ଉଦଯାପିତ

:ସରକାରୀ ଗୋପମଥୁରା ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ଓ ସଭ୍ୟାମାନଙ୍କ ୨ ଦିବସୀୟ ତାଲିମ ଶିବିର ଆଜି ସମାପ୍ତ ହୋଇଛି । ପରିଚାଳନା ସମିତିର ଆବାହକ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ୨୮.୦୯.୨୦୨୧ରୁ ଆରମ୍ଭ ହୋଇଥିବା “ସହଯୋଗ”ତାଲିମ ଶିବିର ୨୯.୦୯.୨୦୨୧ରେ ସମାପନ ହୋଇଥିଲା । ପରିଚାଳନା ସମିତିର ସମସ୍ତ ସଦସ୍ୟ ମାନେ ୨ ଦିନର କାର୍ଯ୍ୟସୂଚୀ ଅନୁଯାୟୀ ସଠିକ ସମୟରେ ଆସି ଅଂଶଗ୍ରହଣ କରିବା ସହିତ ପରିଚାଳନା ସମିତିର କାର୍ଯ୍ୟ […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୩୦ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସଆଶ୍ଵିନ୍ୟ – କୃଷ୍ଣପକ୍ଷତିଥି- ନବମୀ ରାତ୍ରି ଘ ୦୯/୫୫ ପର୍ଯ୍ୟନ୍ତ ତଦନ୍ତେ ଦଶମୀନକ୍ଷତ୍ର- ପୁନର୍ବସୁ ରାତ୍ରି ଘ ୦୨/୦୬ ପର୍ଯ୍ୟନ୍ତ ତଦନ୍ତେ ପୂଷ୍ୟାଚନ୍ଦ୍ର- ମିଥୁନ ରାତ୍ରି ଘ ୦୭/୩୬ ପର୍ଯ୍ୟନ୍ତ ତଦନ୍ତେ କର୍କଟଯୋଗ-ପରିଘକରଣ – ଗରସ ମାସ- କନ୍ୟା ୧୪ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୦୨*✧═════•❁❀*ଯୋଗିନୀ ପୂର୍ବେ ରାତ୍ରି ଘ ୦୯/୫୫ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ*କନ୍ୟା ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତାବାରନବମୀ ର […]

ଗାଇସିଲେଟ ର ସରଗମଲ୍ଲି ଅନୁଷ୍ଠାନ ମୁଖ୍ୟମନ୍ତ୍ରୀ ଟ୍ରଫି ହାସଲ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ତଥା ମୁଖ୍ୟ ମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଆଜି ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଗାଇସିଲେଟ ବ୍ଲକର ସରଗ ମଲ୍ଲି ଲୋକ ନୃତ୍ୟ ଦଳ ପ୍ରଥମ ସ୍ଥାନ ଅଧିକାର କରି ଟ୍ରଫି ହାସଲ କରିବା ସହ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ ପାଇଁ ମନୋନୀତ ହୋଇଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ, ଜିଲ୍ଲା ସଂସ୍କୃତି ପରିଷଦ […]

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଦୁର୍ନୀତି ପରେ ଆସିଲା ବାଙ୍କି କେନ୍ଦ୍ର ସମବାୟ ବ୍ୟାଙ୍କ ରେ ଦୁର୍ନୀତି,ବଡମ୍ବା ଜୁଡୁମୁ ସୋସାଇଟି ରେ ସମବାୟ କର୍ମଚାରୀ ଖାଇଗଲେ ୬ କୋଟି ଟଙ୍କା,ଚାଷୀ ଋଣ ନକରି ମଧ୍ୟ ରୁଣୀ,ଚାଷୀ ଦେଲେ ଆଠଗଡ ଉପଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା