ନିଷ୍ଠା ପରିବାର ତରଫରୁ ପ୍ରମୋଦ ଭଗତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ
ବରଗଡ଼ ୨୪/୯ ନିଷ୍ଠା ପକ୍ଷରୁ ଟୋକିଓ ଅଲମ୍ପିକ -୨୦୨୦ ( ବ୍ୟାଟମିଣ୍ଟନ ) ର ସ୍ବର୍ଣ ପଦକ ବିଜେତା ଗୋଲଡେନ ବୟ ପ୍ରମୋଦ ଭଗତଂକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ମାଲିପାଲି ମାଇନର ରୁ ମୋଟର ସାଇକେଲ ଶୋଭାଯାତ୍ରାରେ ପାଛୋଟି ଆଣି ଘଣ୍ଟ ଶଙ୍ଖ ତଥା ଜୟଗାନର ନାରା ଦେଇ ନିଷ୍ଠା ଭବନକୁ ସ୍ବାଗତ କରାଯାଇଥିଲା। ନିଷ୍ଠା ପରିବାର ର ପରିଦର୍ଶନ ପୁସ୍ତିକାରେ ନିଜର ସଂକ୍ଷିପ୍ତ ମତ ଲିପିବଦ୍ଧ କରିସାରିବା ପରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶ୍ରୀମାନ ପ୍ରମୋଦ […]