ବିଭିନ୍ନ ସମସ୍ୟା ନେଇ ବାଲିଗୁଡା ଆଦିବାସୀ ମହାବିଦ୍ୟାଳ ୟ ରେ ଛାତ୍ର ତାଲା ଠୁଙ୍କିଲେ
ଫୁଲବାଣୀ -21//9(ସୁନୀଲ ପଟନାୟକ )ବିଭିନ୍ନ ସମସ୍ୟା ନେଇ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ମଙ୍ଗଳ ବାର ମହାବିଦ୍ୟାଳୟ ସମ୍ମୁଖରେ ଭି କ୍ଷୋ ଭ ପ୍ରଦର୍ଶନ କରିବା ସହ ଗେଟ ସମ୍ମୁଖରେ ତାଲା ଠୁଙ୍କି ଦେଇଛନ୍ତି lସେମାନଙ୍କ ଦାବୀ ଗୁଡିକ ହେଲା ଆଡିମିଶନ ଫୀ କମାଇବା, ପାନୀୟ ଜଳ ସମସ୍ୟା, ଅଧ୍ୟାପକ, ଓ ଅଧ୍ୟକ୍ଷ ପଦ ଦୀର୍ଘ ଦିନ ଧରି ଖାଲି ପଡିବା ପଦବୀ ପୂରଣ କରିବା, ଆଦି ଦାବୀ ଅନ୍ତର ଭୁକ୍ତlମହାବିଦ୍ୟାଳୟ ର […]