ନରସିଂହପୁର ଲେଖକ ସାମ୍ମୁଖ୍ୟ ର ନୂଆଖାଇ କବିତା ଆସର ଓ ଆଲୋଚନା ଚକ୍ର
ନରସିଂହପୁର 11.09.21।ନରସିଂହପୁର ଲେଖକ ସାମ୍ମୁଖ୍ୟ ର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ନୁଆଖାଇ କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡାଃ. ପ୍ରଫୁଲ୍ଲ କୁମାର ସାହୁ ମୁଖ୍ୟ ଅତିଥି, ଶିକ୍ଷାବିତ୍ ଦେବରାଜ ସ୍ୱାଇଁ ମୁଖ୍ୟ ବକ୍ତା, ଗୀତିକାର ବିଭୂତି ଭୂଷଣ ନାୟକ, ସଂଯୋଜକ ଓ ସାଧାରଣ ସମ୍ପାଦକ ଆଇନୀଜୀବୀ ଦେବଦତ୍ତ ମଳୟ କୁମାର ବରାଳ ଯୋଗଦେଇ ନୂଆଖାଇ ପର୍ବ ର ପାଳନ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ କବି ବିଣାପାଣୀ […]