ନିଖିଳ ଉତ୍କଳ କୈବର୍ତ୍ତ ମହାସଭାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ସମ୍ବର୍ଦ୍ଧନା

ବଡମ୍ବା(ଉଲାପ୍ର) ବଡ଼ମ୍ବାଗଡସ୍ଥ ଆଡିଆ ମହାଦେବ ମନ୍ଦିର ପ୍ରାଙ୍ଗଣରେ ନିଖିଳ ଉତ୍କଳ କୈବର୍ତ୍ତ ସଭାପତି ତଥା ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ୫ଥରର ଟିଟିଲାଗଡ଼ ବିଧାୟକ ମାନ୍ୟବର ଯୋଗେନ୍ଦ୍ର ବେହେରା ଓ କାର୍ଯ୍ୟକାରୀ ସଭାପତି ଭାରତୀୟ ଜନତା ପାର୍ଟିର ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ବର୍ତ୍ତମାନ ରାଜ୍ୟ ପରିଷଦ ସଭ୍ୟ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା ।ଏକ ବିଶେଷ ପରିଦର୍ଶନରେ ଆସିଥିବା ଅତିଥିଦ୍ବୟଙ୍କୁ କୈବର୍ତ୍ତ […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୦୪ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-କୃଷ୍ଣପକ୍ଷତିଥି-ଦ୍ଵାଦଶୀ ଦିବା ଘ୦୮/୧୫ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀନକ୍ଷତ୍ର- ପୂଷ୍ୟ। ସଂ ଘ୦୬/୧୮ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷାଚନ୍ଦ୍ର- କର୍କଟଯୋଗ-ବାରୀୟ।ନ୍କରଣ – ତୈତିଳସୌରମାସ-ସିଂହ ୧୯ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୩୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୦୮*✧═════•❁❀*ଯୋଗିନୀ ନୈରୁତେ ଦିବା ଘ୦୮/୧୫ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ*ବୃଷ,ସିଂହ ଓ କନ୍ୟା ରାଶିର ଘାତବାରତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୭/୦୮ ମଧ୍ୟେ ଓ ଘ୦୪/୨୩ ଗତେ ଘ୦୫/୫୮ ମଧ୍ୟେବାରବେଳ।- ଦିବା ଘ୦୧/୧୭ ଗତେ ଘ୦୩/୫୮ […]

ଗୁମାଗଡ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସୌନ୍ଦର୍ଯ୍ୟ ବୃଦ୍ଧି ସହ ପାର୍କ କରିବାକୁ ଦାବୀ

ଫୁଲ ବାଣୀ-( ସୁନୀଲ ପଟନାୟକ)ଫୁଲ ବାଣୀ ସହରଠାରୁ ମାତ୍ର ୧୫ କିମି ଦୁର ଫୁଲବାଣୀ-ବ୍ରହ୍ମପୁର ଜାତୀୟ ରାଜପଥ କଡ଼ରେ ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ରହିଛି ଗୁମାଗଡ଼ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ । ନିୟମିତ ରକ୍ଷଣାବେକ୍ଷଣ କରାଯାଉଥିବାରୁ ଏହି ପ୍ରକଳ୍ପ ରେ ପ୍ରାୟ ବର୍ଷସାରା ପାଣି ରହିଥାଏ। ଫଳରେ ଅଞ୍ଚଳବାସୀ ବର୍ଷ ସାରା ଏହାର କେନାଲ ଜଳ ଉପରେ ନିର୍ଭର କରି ଚାଷ କରୁଛନ୍ତି ଅନେକ ବର୍ଷ ଧରି।ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଟି ମଧ୍ୟ ଦେଖିବାକୁ […]

ବିଜେଡି ନେତାଙ୍କ ଦବଙ୍ଗଗିରି, ଏନ ଏ ସି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ମାମଲା ରୁଜୁ

ଫୁଲବାଣୀ -3/9/21 (ସୁନୀଲ ପଟନାୟକ ) – ପୁଣି ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ l ବାଲିଗୁଡା ଏନ ଏ ସି ରେ ଏକାଉଣ୍ଟଟାଣ୍ଟ ଭାବେ କାର୍ଯରତ ଡି ଭବାନୀ ଶଙ୍କର ଦୋରାଙ୍କୁ ବାଲିଗୁଡା ବିଧାୟକଙ୍କ ପ୍ରତିନିଧିକହୁଥିବା ଅବନୀ କୁମାର ନାୟକ ଓ ତାଙ୍କର କୋଡିଏରୁ ଉର୍ଦ୍ଧ ସହଯୋଗୀଶୁକ୍ରବାର ମରଣାନ୍ତକ ଆକ୍ରମଣ କରିଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି l ଏନେଇ ପୋଲିସ ବାଲିଗୁଡା ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୦୩ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-କୃଷ୍ଣପକ୍ଷତିଥି-ଏକାଦଶୀ ଦିବା ଘ୦୭/୨୯ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀନକ୍ଷତ୍ର- ପୁନର୍ବସୁ ଦିବା ଘ୦୫/୦୮ ପର୍ଯ୍ୟନ୍ତ ତଦନ୍ତେ ପୂଷ୍ୟ।ଚନ୍ଦ୍ର- ମିଥୁନ ଦିବା ଘ୧୦/୪୨ ପର୍ଯ୍ୟନ୍ତ ତଦନ୍ତେ କର୍କଟଯୋଗ-ବ୍ୟତିପ।ତକରଣ – ବ।ଳବସୌରମାସ-ସିଂହ ୧୮ ଦିନଅଦ୍ୟ କାଳିୟଦଳନ ଏକାଦଶୀ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୧୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୦୮*✧═════•❁❀*ଯୋଗିନୀ ଅଗ୍ନିକୋଣେଦିବା ଘ୦୭/୨୯ ପର୍ଯ୍ୟନ୍ତ ତଦନ୍ତେ ନୈରୁତେ*କନ୍ୟା ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୦୮/୪୦ […]

କନ୍ଧମାଳ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ୩-୦ ଗୋଲରେ ଡଙ୍ଗରପଡ଼ା ଦଳ ବିଜୟୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଗୋଷ୍ଠୀ ଖେଳ ପଡ଼ିଆ ଠାରେ ଚଳିତ ମାସ ୧୯ ତାରିଖ ଠାରୁ ଆରମ୍ଭ ହୋଇ ଥିବା ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ରବିବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ଜିଲ୍ଲାର ୧୬ ଟି ଫୁଟବଲ ଦଳ ଅଂଶ ଗ୍ରହଣ କରିଥିଲେ । ଆଜିର ଏହି ଫାଇନାଲ ଖେଳରେ ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ସିନ୍ଦ୍ରିଗାଁ ଦଳ ସହିତ ଫିରିଂଙ୍ଗିଆ ବ୍ଳକ […]

ବାଇକ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ବାଇକ ସହ ଜଣେ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଏକ ବାଇକ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ପରିମାଣ ୨୫ କିଲୋ ୫ ଶହ ଗ୍ରାମ ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ଗିରଫ ଯୁବକ ଜଣକ ହେଲେ ଗଞ୍ଜାମ […]

ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ କାର୍ଯ୍ୟାଳୟ ଉଦଘାଟିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଠାରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ପାଣ୍ଠିରୁ ନିର୍ମିତ ହୋଇଥିବା ମହିଳା ମହାସଂଘର କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଏଥିରେ ଜିଲ୍ଲା ପରିଷଦ ସଦସ୍ୟା ସୁଜାତା ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ କାର୍ଯ୍ୟାଳୟ ଉଦଘାଟିତ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ୧୨୦ ଏସଏଚଜି ମହିଳା ସଂଘର ସଭ୍ୟା ଓ କର୍ମକର୍ତ୍ତା ଯୋଗଦେଇ ମୁଖ୍ୟମନ୍ତ୍ରୀକୁ ଧନ୍ଯବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟାଳୟ ନିର୍ମାଣ ହେବା ଫଳରେ ଗ୍ରାମ […]

ଡକ୍ଟର ଚନ୍ଦନ ମିତ୍ରଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ଢେଙ୍କାନାଳ (ଉଲାପ୍ର)ପାୟୋନିଅର ଇଂରାଜୀ ଖବରକାଗଜର ସଂପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଚନ୍ଦନ ମିତ୍ରଙ୍କ ଆଜି ୬୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଏଥିରେ ଗଭୀର ଭାବରେ ମର୍ମାହତ ହୋଇ ଡକ୍ଟର ମିତ୍ରଙ୍କ ଦେହାନ୍ତ ଆମ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଓଡିଶା ପ୍ରଜା ସଂଘର୍ଷ ସମିତି ରାଜ୍ୟ ସଭାପତି ଜନନେତା ଇଂ . ଦେବାଶିଷ ହୋତା ପ୍ରକାଶ କରିଛନ୍ତି । ଇଂ . ହୋତା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ […]