ବୃଦ୍ଧଙ୍କୁ ଉଦ୍ଧାର ଓ ଥଇଥାନ କଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ

:ଢେଙ୍କାନାଳ ସିଭିଲ କୋର୍ଟ ପରିସରରେ ଏକ ବୃଦ୍ଧବ୍ୟକ୍ତି ଇତସ୍ତୁତ ହୋଇ ବୁଲୁଥିଲେ । ତାଙ୍କୁ ପଚାରିବାରୁ ସେ କହିଥିଲେ ତାଙ୍କୁ ତାଙ୍କ ସ୍ତ୍ରୀ ଏବଂ ପୁଅ ବାଡେଇ ଘରୁ ବାହାର କରିଦେଇଛନ୍ତି । ଏହି ଅଭିଯୋଗ ଶୁଣି ସଙ୍ଗେ ସଙ୍ଗେ ଶ୍ରୀ ସୁକାନ୍ତ କିଶୋର ଜେନା , ସଚିବ , ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଢେଙ୍କାନାଳ , ଜିଲ୍ଲାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ , ଶ୍ରୀ ଶରତ କୁମାର ଦେହୁରୀଙ୍କ […]

ଢେଙ୍କାନାଳ ଜିଲ୍ଲାର କ୍ଲିକ୍ ବଙ୍ଗିର ସଫଳତା ନିମନ୍ତେ ଜିଲ୍ଲାପାଳଙ୍କ ଶୁଭେଚ୍ଛା

ଢେଙ୍କାନାଳ(ଉଲାପ୍ର)ଗୋଆ ଠାରେ ଆୟୋଜିତ ସ୍ବାକ୍ ଇଣ୍ଡିଆ ବରିଷ୍ଠ କିକ୍ ବକ୍ସି ଚମ୍ପିୟାନସିପ୍‌ରେ ଢେଙ୍କାନାଳ ଜିଲ୍ଲାର ୩ ଜଣ ବାଳିକା । ୪ ଜଣ ବାଳକ ଆମେଚର କିକ୍ ବକ୍ଲି ସଂଘ ଓଡିଶା ଦଳରେ ଅଂଶ ଗ୍ରହଣ କରି ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଏହି ପ୍ରତିଯୋଗିତାର ଢେଙ୍କାନାଳ ଜିଲ୍ଲାର ବିଜେତା ବାଳିକା ପ୍ରତିଯୋଗୀ କୀର୍ତିରାଣୀ ସାହୁ – ୬୫ କି.ଗ୍ରା ( କିଲାଇଟ୍ ପଏଟ ପାଇଟ , ମ୍ୟୁଜିକାଲ ଇଭେଟ ହାର୍ଡ ଷ୍ଟାଇଲ୍ ଔପନ […]

କନ୍ଧମାଳ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସ୍ଥାନୀୟ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ପ୍ରମୁଖ ମହାବିଦ୍ୟାଳୟ ର ଅଧ୍ୟକ୍ଷ କାଉନସେଲର ସ୍ଵେଚ୍ଛାସେବୀ ଯୋଗ ଦେଇ ନିଜର ମତ ବ୍ୟକ୍ତ କରିଛନ୍ତି। ଅଧ୍ୟକ୍ଷ ପଞ୍ଚାନନ ବେହେରା ସଭାପତି ଜିଲ୍ଲା ସମ୍ପାଦକ ସୁକାନ୍ତ କୁମାର ବେହେରା ଜିଲ୍ଲା ସଂଯୋଜକ ଡ ବିଭୂତି ଭୂଷଣ ଆଚାର୍ଯ୍ୟ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ପୂର୍ବ ତନ ଜିଲ୍ଲା […]

୨୦୧୪ ନିର୍ବାଚନ ପରଠାରୁ ନିଖୋଜ ମମତାଙ୍କ ପତ୍ତା ମିଳୁନି

ଫୁଲବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲା ଚକ। ପାଦ ବ୍ଳକରେ କାର୍ଯ୍ୟରତ ଜିଆର ଏସ ମମତା ନା ଏକ ନିର୍ବାଚନ ଡ୍ୟୁଟି ରେ ଯାଇ ଗତ ୨୦୧୪ରୁ ନିଖୋଜ ହୋଇଯାଇଛି ଯେ ଏ ଯାଏ ତାଙ୍କର ପତ୍ତା ମିଳିନି । ଏନେଇ ଥାନାରେମାମଲା ରୁଜୁ ହେବାପରେ ପ୍ରଥମେ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତଭାର ହାତକୁ ନେଇଥିଲା ତେବେ ଏଯାଏ ମମତାଙ୍କ କୌଣସି ପତ୍ତା ମିଳିନି ଏଯାଏ । ଫଳରେ ବୁଧବାର ଏନେଇ ପାଣ ସମାଜ କଲ୍ୟାଣ କମିଟି ଫୁଲ […]

ଜିଲ୍ଲା ପ୍ରେସ କ୍ଲବ ନିର୍ବାଚନ, ସୁନୀଲ ସଭାପତି, ପ୍ରଶାନ୍ତ ସଂପାଦକ ନିର୍ବାଚିତ

ଫୁଲବାଣୀ- ବୁଧବାର କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲ ବାଣୀ ପ୍ରେସକ୍କବ ର ଆସନ୍ତ ।୨ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଭାପତି ଭାବେ ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଅଶୋକ ପରୀଡ଼ା, ଉପସଭାପତି ଭାବେ ସୁନୀଲ ବିଶ୍ଵାଳ ଓ ସତ୍ୟନାରାୟଣ ବେହେରା , ସାଧାରଣ ସଂପାଦକ ଭାବେ ପ୍ରଶାନ୍ତ ବେହେରା , ସହ ସଂପାଦକ ଭାବେ ରମେଶ ପ୍ରଧାନ ପ୍ରମୁଖ ମନୋନୀତ ହୋଇଥିଲୋ କାର୍ଯ୍ୟକାରୀ ସଦସ୍ୟଭାବେ […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୦୨ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-କୃଷ୍ଣପକ୍ଷତିଥି-ଦଶମୀ ଦିବା ଘ୦୬/୦୫ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀନକ୍ଷତ୍ର- ଆଦ୍ରା ଦିବା ଘ୦୩/୨୨ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁଚନ୍ଦ୍ର- ମିଥୁନଯୋଗ-ଅଶ୍ରୁକ୍କରଣ – ବିଷ୍ଟିସୌରମାସ-ସିଂହ ୧୭ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୦୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୫୮*✧═════•❁❀*ଯୋଗିନୀ ଅଗ୍ନିକୋଣେ*କନ୍ୟା ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୦୨/୫୦ ଗତେ ଘ୦୫/୫୮ ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ ବେଳ। -ରାତ୍ରି ଘ୦୧/୧୧ ଗତେ ଘ୦୩/୩୩ ମଧ୍ୟେବିଶୁଦ୍ଧ ମ।ହେନ୍ଦ୍ର […]

ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳିତ, ଚକାପାଦ ଓ ଜଲେଶପଟ୍ଟା ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି,

ଫୁଲବାଣୀ-(ସୁନୀଲପଟନାୟକ)ଆଜି ଜନ୍ମାଷ୍ଟମୀ, ଓସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ, Iଠିକ ୧୩ ବର୍ଷ ତଳେ ଆଜିର ଦିନରେ ଜଲେଶପଟା ଆଶ୍ରମ ପରିସରରେ ଦୁର୍ବର୍ତ୍ତମାନେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ।ଫଳରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ତୁମୁଡିବନ୍ଧ ର ଜଲେଶପଟା ଓ ଚକାପାଦ ଆଶ୍ରମରେ ଜନ୍ମାଷ୍ଟମୀ ପୂଜା ଓ ସ୍ୱାମିଜୀଙ୍କ ଶ୍ରାଦ୍ଧ ଦିବସ ଭାବେ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୦୧ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-କୃଷ୍ଣପକ୍ଷତିଥି-ଦଶମୀନକ୍ଷତ୍ର- ମୃଗଶିରା ଦିବା ଘ୦୧/୦୫ ପର୍ଯ୍ୟନ୍ତ ତଦନ୍ତେ ଆଦ୍ରାଚନ୍ଦ୍ର- ମିଥୁନଯୋଗ-ବଜ୍ରକରଣ – ବାଣିଜ୍ୟସୌରମାସ-ସିଂହ ୧୬ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୩୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୨୮*✧═════•❁❀*ଯୋଗିନୀ ଉତ୍ତରେ*କନ୍ୟା ରାଶିର ଘାତଚନ୍ଦ୍ରକର୍କଟ ରାଶିର ଘାତବାରଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। – ଦିବା ଘ୦୮/୪୦ ଗତେ ଘ୧୦/୧୪ ମଧ୍ୟେବାରବେଳ।- ଦିବା ଘ୧୧/୪୫ ଗତେ ଘ୦୧/୨୦ ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ ବେଳ। -ଦିବା ଘ୦୭/୧୦ ମଧ୍ୟେ ଓ ରାତ୍ରି ଘ୦୬/୫୧ ଗତେ ଘ୦୯/୧୨ ମଧ୍ୟେବିଶୁଦ୍ଧ […]

ବିଭୁତି ମିଶ୍ର କଂଗ୍ରେସ ରେ ମିଶିଲେ, ସମବାୟ ଦୁର୍ନୀତି ହେବ ମୂଳ ପ୍ରସଙ୍ଗ ବୋଲି କହିଲେ

ଭୁବନେଶ୍ୱର(ଉଲାପ୍ର)ଆଠଗଡ ର ଟାଣୁଆ ନେତା ତଥା ବିଜେପି ଛାଡି ପୁନର୍ବାର କଂଗ୍ରେସ ରେ ମିଶିଛନ୍ତି ବିଭୁତି ଭୂଷଣ ମିଶ୍ର,ଆଜି କଂଗ୍ରେସର ଓଡିଶା ପ୍ରଭାରୀ ଚେଲାକୁମାର ଙ୍କ ଉପସ୍ଥିତି ରେ ରାଜ୍ୟ କଂଗ୍ରେସ ଭବନରେ ବିଭୁତି ମିଶ୍ର ନିଜ କର୍ମୀମାନଙ୍କ ସହିତ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି,କଂଗ୍ରେସ ଭବନ ଠାରେ ଏକ ଦଳୀୟ ସମାବେଶରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲାକୁମାର ଙ୍କ ଉପସ୍ଥିତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଧାୟକ ତାରାପ୍ରସାଦ ବାହିନୀପତି,ବାଙ୍କିର […]

କୋଭିଡ କଟକଣା ମଧ୍ୟରେ ବରଗଡ଼ ରେ ଜନ୍ମାଷ୍ଟମୀ ମହୋତ୍ସବ ପାଳିତ

ବରଗଡ଼:-୩୦/୮(ସତ୍ୟ ନାରାୟଣ ପ୍ରଧାନ) କୋଭିଡ କଟକଣା ମଧ୍ୟରେ ବରଗଡ଼ ର ବିଭିନ୍ନ ସ୍ଥାନରେ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି। ଗୈ।ରପଡା, ଅମ୍ବାପାଲି ସ୍ଥିତ ବେଣୁବାବା ମଠ, କଲେଜ ରୋଡ଼ ରାଧାକୃଷ୍ଣ ମନ୍ଦିର, ହାଟପଦା ରାଧାକୃଷ୍ଣ ମନ୍ଦିର ଠାରେ ଶ୍ରୀ କୃଷ୍ଣ ଙ୍କ ଜନ୍ମାଷ୍ଟମୀ ମହୋତ୍ସବ ପାଳନ କରାଯାଇଥିଲା। କୋଭିଡ ନିୟମାନୁଯାୟୀ ଭକ୍ତ ମାନେ ପର୍ଯ୍ୟାୟ କ୍ରମେ ମନ୍ଦିର ଗୁଡିକ କୁ ଯାଇ ପୂଜାର୍ଚ୍ଚନା କରିଥିଲେ। ସେହିପରି କୈ।ଣସି ସ୍ଥାନରେ ନାମ ଯଜ୍ଞ ଅଷ୍ଟପ୍ରହରୀ ହୋଇ ନ […]