ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଯୁବକ ନିଖୋଜ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାକୁ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି। ଘଟଣା ରୁ ପ୍ରକାଶ ଯେ ରାଇକିଆ ଥାନା ଅନ୍ତର୍ଗତ ଗୁମାମାହା ଗ୍ରାମର ଭବାନୀ ଶଙ୍କର ପଣ୍ଡା ଓରଫ ଡିଲୁ ନିଜ ମାମୁଁ ପୁଅ ଭାଇ ସହ ମେ ୧୨ତାରିଖ ଦିନ ବାଲିଗୁଡ଼ା ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲା। ପ୍ରଥମ ଦିନ ଯାତ୍ରା […]

ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍କୁଲରେ ଚୋରି ହୋଇଥିବା ଘଟଣାର ପର୍ଦାଫାଶ:୭ ଜଣ ନାବାଳକ ଅଟକ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଲଗାତାର ବିଭିନ୍ନ ଦୋକାନ ସ୍ମାର୍ଟ ସ୍କୁଲ ଓ ବିଭିନ୍ନ ସ୍ଥାନରୁ ଚୋରି ହେଉଥିବା ବେଳେ ପୁଲିସ ଏହି ଘଟଣାର ପର୍ଦାଫାଶ କରିବା ସହ ଚୋରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ୭ ଜଣ ନାବାଳକ ଙ୍କୁ ଅଟକ ରଖି ବାଳ ସୁଧାର ଗୃହକୁ ପଠାଇଥିବା ସୂଚନା ମିଳିଛି। ଜବତ ସାମଗ୍ରୀ ମଧ୍ୟରେ ସିପିଉ, କିବୋର୍ଡ଼, ହେଡ଼ ଫୋନ ଥିବା ଜଣାପଡିଛି। ଅନ୍ୟ ପଟେ ଚୋରୀରେ ବ୍ୟବହୃତ ଜିନିଷ […]

ଆମ୍ ଆଦମୀ ପାର୍ଟିର ଜିଲ୍ଲା ସକ୍ରିୟ କର୍ମୀ ସମ୍ମିଳନୀ ଏବଂ ଜୁନ ୮ ବିଜୁଳି ଆନ୍ଦୋଳନ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ( ଉଲ୍ଲାପ୍ର )ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲାର ସମସ୍ତ ସକ୍ରିୟ ସଦସ୍ୟଙ୍କୁ ନେଇ ଗୋପବନ୍ଧୁ ଟାଉନହଲଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହଲତା ମହାନ୍ତି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏହି ବୈଠକରେ ନୂତନ ଜିଲ୍ଲା କାର୍ଯ୍ୟକାରିଣୀ […]

କାଶିନୀନିପଦର ପଞ୍ଚାୟତ ରେ ହିତାଧିକାରୀ ଙ୍କ ଚାଉଳହଡପ ଅଭିଯୋଗ
ଯୋଗାଣ ସହାୟକ ଙ୍କ ସଂପୃକ୍ତି ଅଭିଯୋଗ

ସରକାର ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଯୋଗାଇଦେଉଛନ୍ତି,ହେଲେ କେଉଁଠି ଯୋଗାଣ ସହାୟକ ଚଞ୍ଚକତା କରି ହରି ଲୁଟ କରୁଥିବା ବେଳେ କେଉଁଠି ବିଭାଗର ଅଧିକାରୀ ମାନେ ମଧ୍ୟ ହରି ଲୁଟ ରେ ସମ୍ପୃକ୍ତ ଥିବା ଦେଖିବାକୁ ମିଳିଥିବା ବେଳେ କିଛି ପଞ୍ଚାୟତ ରେ ଚାଉଳ କାର୍ଡ କୁ ବନ୍ଧା ରଖି ସେମାନଙ୍କ ଚାଉଳ କୁ ଅଭିନଵ ଉପାୟରେ ଲୁଟୁଥିବା ଦେଖିବାକୁ ମିଳୁଛି ।ଏମିତିଏକ ସାଙ୍ଘାତିକ ଅଭିଯୋଗ ଆସିଛି ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତ ରୁ । ଜାତୀୟ […]

ଡି ଏଲ ଏସ ଏ ପକ୍ଷରୁ ସପ୍ତାହେ ବ୍ୟାପୀ ଭିନ୍ନକ୍ଷମ ସଚେତନ ଶିବିର

ଫୁଲବାଣୀ (ସୁନୀଲ ପଟନାୟକ )ସେମାନେ ଭିନ୍ନକ୍ଷମ lହେଲେ ସେମାନେ ସବୁ କ୍ଷେତ୍ରରେ ଯେପରି ସକ୍ଷମ ହୋଇ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେଇପାରିବେ ଆଉ ସରକାରଙ୍କ ଯୋଜନା ର ସୁଫଳ ଯେପରି ସେମାନଙ୍କ ନିକଟରେ ପହଂଚିବ ସେନେଇ ଡିଏଲ ଏସ ଏ ପକ୍ଷରୁ ସପ୍ତାହେ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି lସୋମବାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତସଚେତନ ସଭାରେ ଫୁଲବାଣୀବିଡ଼ିଓ ପ୍ରବୀଣ କୁମାର ବା ଣୁଆ, ଡି ଏସ […]

ଘରକୁ ଯାଇ ଛାତ୍ରୀ ଙ୍କୁ ଜାତି ପ୍ରମାଣ ପତ୍ର ଦେଲେ କ,ନୂଆଗାଁ ବିଡ଼ିଓ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କ. ନୂଆଗାଁ ବିଡ଼ିଓ ତଥା ଅତିରିକ୍ତଦାଇତ୍ବରେ ଥିବା ତହସିଲଦାର ଜୟ ଦେବ ଦାସଙ୍କ ମହାନତା ଦେଖିବାକୁମିଳିଛି lବିଡ଼ିଓ ଦାଶ ଦୁଇ ଦୁଇଟା ଦାଇତ୍ୱ ରେ ରହି ସମସ୍ତ ବ୍ୟସ୍ତତାମଧ୍ୟରେ ନିଜେ ଗାଁ କୁ ଯାଇ ଛାତ୍ରୀ ଙ୍କୁ ଜାତିଗତ ପ୍ରମାଣପତ୍ର ଘରେ ଦେଈ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି lଯାହାକୁ ନେଇ ଏବେ ଚର୍ଚା ଯୋର ଧରିଛି lସୂଚନା ଯୋଗ୍ୟ, ଯେ କ. ନୂଆଗାଁ ବ୍ଲକ ଅନ୍ତର୍ଗତ ବାଲିଗେଡା ଗ୍ରାମର […]

ଆନ୍ତର୍ଜାତୀୟ ବଜାରରେ
କନ୍ଧମାଳ ହଳଦୀର ଚାହିଦା ବଢୁଛି ,ଚାଷୀ ଖୁସ

ଫୁଲ ବାଣୀ (ସୁନୀଲ ପଟନାୟକ )ଦିନକୁ ଦିନ ଜାତୀୟ ଓ ଆନ୍ତର୍ଜାତୀୟ ମାର୍କେଟରେ କନ୍ଧମାଳ ହଳଦୀର ଚାହିଦା ବଢିବାରେ ଲାଗିଛି । ଫଳରେ ହଳଦୀ ଚାଷୀ ମଧ୍ୟ ଆଗ ଅପେକ୍ଷା ଦି ପଇସା ଅଧିକ ପାଉଥିବାରୁ ବେଶ ଖୁସି ଅନୁଭବ କରିଛନ୍ତି । ଗୁଣବତ୍ତା ଦୃଷ୍ଟିରୁ କନ୍ଧମାଳ ହଳଦୀକୁ ପ୍ରଥମେ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବାବେଳେ ପରେ ୨୦ ୨୧-୨୨ରେ ଏନଆଇପିଆୱ।ର୍ଡ ମିଳିଛି । ଯାହାଫଳରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଚାହିଦା ବଢିଥିବା ଜଣାପଡିଛି। ହଳଦୀ ଚାଷ […]

ସାହାରା ଜମାକାରୀଙ୍କ କଟକ ଚାଲ ୮ ତାରିଖ ରେ

ଖୁଣ୍ଟୁଣୀ ( ଉଲ୍ଲାପ୍ର )ସାହାରା ଜମାକାରୀ କ୍ଷତିଗ୍ରସ୍ତ ସଙ୍ଘ ର ଏକ ଜରୁରୀ ବୈଠକ ରବିବାର ଅପରାହ୍ନ 2ଘଟିକା ସମୟ ରେ ଖୁଣ୍ଟୁଣୀ ବାଲୁଙ୍କେଶ୍ୱର ମହାଦେବ ଙ୍କୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା, ଆଗାମୀ 8/06/23 ରିଖ ହେବାକୁ ଥିବା RDC ଙ୍କୁ ଦାବିପତ୍ର କାର୍ଯ୍ୟକ୍ରମ କୁ ଦୃଢ ସମର୍ଥନ ସର୍ବସମତି କ୍ରମେ ଦିଆଗଲା, ଏହି ବୈଠକ ରେ ଖୁଣ୍ଟୁଣୀ ସାହାରା ଜମାକାରୀ କ୍ଷତିଗ୍ରସ୍ତ ସଙ୍ଘ ତରଫରୁ ସୁଶାନ୍ତ ସାହୁ, ସୌମ୍ୟରଂଜନ ପଣ୍ଡା ସମେତ ବହୁ ମହିଳା […]

ଅମୃତମଣୋହୀ ଜମି ମହାପ୍ରଭୁଙ୍କୁ ଫେରାଇବା ଅଭିଯାନ। ବେଦାନ୍ତ ବିରୋଧୀଙ୍କ ବିଜୟ ଅଭିଯାନ ପ୍ରସ୍ତୁତି ବୈଠକ

ପୁରୀ( ଉଲ୍ଲାପ୍ର ) ପୁରୀ- କୋଣାର୍କ ବେଳାମାର୍ଗ ଉପକଣ୍ଠ ୨୨ ମୌଜା ଅଞ୍ଚଳର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଏକରର ମୂଲ୍ୟବାନ ଚାଷଜମି ଓ ଘରବାରୀ ଜମିକୁ ଶାଗମାଛ ଦରରେ ଏକ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ କରିବା ଆଳରେ ବେଦାନ୍ତ କମ୍ପାନୀ ହାତେଇଥିଲା । ବେଦାନ୍ତ କମ୍ପାନୀକୁ ଏହି ଜମି ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ଅହେତୁକ ଅନୁକମ୍ପା ଦର୍ଶାଇ ସରକାରୀ ଜମି, ସ୍ଥିତିବାନ ଜମି ସହ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ମଧ୍ୟ ହସ୍ତାନ୍ତର କରିଥିଲେ […]

ଗିର୍ଲିମାଲି ପର୍ବତ ଉପରେ କୁଇ ସମାଜ ତରଫରୁ ମାଳତୀ ପୁୟୁ-୨୦୨୩ ଅନୁଷ୍ଠିତ

କୋରାପୁଟ/ସେମିଳିଗୁଡା(ବସନ୍ତ କୁମାର ସ୍ବାଇଁ ): କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ପୁଟସିଲି ଅନ୍ତର୍ଗତ ଇକୋ ଟିୟୁରିଯିମ ପାଇଁ ଦେଶ ଓ ଦେଶ ବାହାରେ ବିଶେଷଭାବେ ପରିଚିତ ଗିର୍ଲିମାଲି ପର୍ବତ ଉପରେ ମାଳତୀ ପୁୟୁ-୨୦୨୩ କୁଇ ସଂସ୍କୃତିକ ମୋହତ୍ସବ ମହା ସମାରହରେ ଅନୁଷ୍ଠିତ ହଇଯାଇଛି । ପରମ୍ପରା ଅନୁଯାୟୀ କୁଇ ସମାଜର ଦିଶାରୀଙ୍କ ଦ୍ଵାରା ପାରମ୍ପରିକ ପୂଜାନୀତି ପରେ କାଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ […]