ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୨୭ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-କୃଷ୍ଣପକ୍ଷତିଥି-ପଞ୍ଚମୀ ସଂ ଘ୦୬/୪୬ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀନକ୍ଷତ୍ର- ଅଶ୍ୱିନି ରାତ୍ରି ୦୧/୨୯ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜାଚନ୍ଦ୍ର- ମେଷଯୋଗ-ଗଣ୍ଡକରଣ – କୌଲବସୌରମାସ-ସିଂହ ୧୧ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୫୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୧୮*✧═════•❁❀*ଯୋଗିନୀ ଦକ୍ଷିଣେ ସଂ ଘ୦୬/୪୬ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମ ରେ*ମେଷ ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୦୮/୪୦ ଗତେ ଘ୧୧/୫୦ ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ ବେଳ। […]

ଆସନ୍ତାକାଲି ଠାରୁ ଦୁଇ ଦିନିଆ ଆଠଗଡ କଂଗ୍ରେସର ସଙ୍କଳ୍ପ ଶିବିର କପିଳାସ ଠାରେ ଅନୁଷ୍ଠିତ ହେବ

ଆଠଗଡ(ଉଲାପ୍ର)ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ତରଫରୁ ଆସନ୍ତାକାଲି ଠାରୁ ଆଠଗଡ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ କର୍ମୀମାନଙ୍କର ଦୁଇ ଦିନିଆ ସଚେତନତା ଶିବିର ଢେଙ୍କାନାଳ ର କପିଳାସ ଠାରେ ଥିବା ନିରୂପମା ହୋଟେଲ ଠାରେ ଅନୁଷ୍ଠିତ ହେଉଛି,ଏହାର ମୂଳ ଉଦେଶ୍ୟ ହେଉଛି ଗାନ୍ଧୀଙ୍କ ନୀତିବାଣୀ,ମହାତ୍ମା ଗାନ୍ଧୀ କିଏ,ଇନ୍ଦିରା ଗାନ୍ଧୀ କିଏ,ରାଜୀବ ଗାନ୍ଧୀ କିଏ ସେମାନଙ୍କର ଦେଶ ଗଠନ ରେ କଣ ଭୂମିକା ଥିଲା ସେ ସମ୍ପର୍କରେ ଆଲୋଚନା କରାଯିବ,ଗାନ୍ଧୀଙ୍କ ନୀତି ଆଦର୍ଶକୁ ନେଇ କଂଗ୍ରେସ ଦଳ […]

ଫୁଲବାଣୀ ଆଇଟିଡିଏସହାୟତାରେ ମାଛ ଚାଷରୁ ସ୍ଵାବଲମ୍ବୀ ହେଲେ ଶତାଧିକ ମହିଳା

ଫୁଲବାଣୀ-୨୬/୮(ସୁନୀଲପଟନାୟକ) ଆଗରୁ କିଛି କରୁ ନ ଥିଲେ, ଦୁଇଓଳା, ଘରେ ରୋଷେଇ କରିବା ସାଙ୍ଗକୁ ପିଲାଛୁଆ ଆଉ ସ୍ୱାମି କଥା ବୁଝିବାପରେ ଖାଲି ସମୟ ବସି ବସି ବିତି ଯାଉଥିଲା। ହାତରେ ବିପଇସାଟିଏ ନଥିଲା।କେବଳ ଜଣଙ୍କ ରୋଜଗାରରେ ଦୁଖ କଷ୍ଟରେ ଘର ଚଳୁ ଥିଲା। ହେଲେ, ଫୁଲ ବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ୍ନ ସଂସ୍ଥା (ଆଇଟିଡିଏ) ପ୍ରକଳ୍ପ ପ୍ରଶ।ସକ ବିରେନ୍ଦ୍ର କୁମାର ଦାସଙ୍କ ଆନ୍ତରୀକତା ଓ ନିଷ୍ଠାପର ଉଦ୍ୟମରେ ମହିଳା ଏସ ଏଚ ଜି ମାନ ଗଠନ […]

ପିସି କାରବାର ଯୋଗୁ ରାସ୍ତା ଅବସ୍ଥା ସାଂଘାତିକ

ଫୁଲ ବାଣୀ-26/8( ସୁନୀଲ ପଟ୍ଟନାୟକ)ଯନ୍ତ୍ରୀଙ୍କ ପିସି କାରବାର ଯୋଗୁଁ ରାସ୍ତା ଅବସ୍ଥା ସାଂଘାତିକ । ମରାମତି ହେଲେବି ଅବସ୍ଥା ସୁଧୁରୁନି । ଅଭିଯୋଗ କଲେ ବି ଶୁଣୁଛି ବାକିଏ ?ଏ ଭଳି ଅବସ୍ଥା ସୃଷ୍ଟି ହୋଇଛି. କନ୍ଧମାଳ ଜିଲ୍ଲାର ଟିକା ବାଲି ବ୍ଳକବାହାଡା ସାହିଯିବା ରାସ୍ତାରେ ।ଏହି ରାସ୍ତାଦେଇ ଦିନ ରାତି ଅନେକ ଗାଡି ମଟର ଯିବା ଆସିବା କରୁଛି । ଟିକା ବାଲି ବ୍ଳକର ମୋଟ ୧୧ଟି ପଞ୍ଚାୟତ ମଧ୍ୟରୁ ୮ଟି ପଞ୍ଚାୟତର ହଜାର ହଜାର […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୨୬ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-କୃଷ୍ଣପକ୍ଷତିଥି-ଚତୁର୍ଥୀ ଦିବା ଘ୦୫/୧୨ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀନକ୍ଷତ୍ର- ରେବତୀ ରାତ୍ରି ଘ୧୧/୧୨ ପର୍ଯ୍ୟନ୍ତ ତଦନ୍ତେ ଅଶ୍ୱିନିଚନ୍ଦ୍ର- ମୀନ ରାତ୍ରି ଘ୧୧/୧୨ ପର୍ଯ୍ୟନ୍ତ ତଦନ୍ତେ ମେଷଯୋଗ-ଶୂଳକରଣ – ବ।ଳବସୌରମାସ-ସିଂହ ୧୦ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୪୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୪/୦୮*✧═════•❁❀*ଯୋଗିନୀ ନୈରୁତେ ଦିବା ଘ୦୫/୧୧ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ*ଧନୁ ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୦୨/୫୪ ଗତେ […]

ଜନନୀ ଯନ୍ତ୍ରଣା : ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଜନନୀ ବିକାଶର ଆଉ ଏକ ନଗ୍ନ ଚିତ୍ର । ରାସ୍ତା ଖରାପ ଯୋଗୁଁ ଠିକଣା ଜାଗାରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ଅଧାରାସ୍ତାରେ ଜନ୍ମ ଦେଲେ ଶିଶୁ କନ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଲଦାଙ୍ଗି ଗାଁର ଘଟିଛି ଏପରି ଘଟଣା ।ଖବର ଅନୁଯାୟୀ, ଲଦାଙ୍ଗି ଗ୍ରାମର ମୃତ୍ୟୁଞ୍ଜୟ ପ୍ରଧାନଙ୍କ ପତ୍ନୀ ବନିତା ପ୍ରଧାନଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା […]

ଦୁଇଟି ମନ୍ଦିରର ତାଲା ଭାଙ୍ଗି ଦାନ ହୁଣ୍ଡି ଲୁଟି ନେଲେ ଦୁର୍ବୁତ୍ତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବିରୁପାକ୍ଷ ଓ ଆନନ୍ଦେଶ୍ୱର ମନ୍ଦିରରୁ ମଙ୍ଗଳ ବାର ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଦାନ ହୁଣ୍ଡି ଲୁଟି ନେଲେ ଦୁର୍ବୁତ୍ତ। ଏ ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ଚକାପାଦ ବ୍ଲକ ବିରୁପାକ୍ଷ ଓ ଆନନ୍ଦେଶ୍ୱର ମନ୍ଦିରରୁ ମଙ୍ଗଳ ବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପଶି ଦାନ ହୁଣ୍ଡି ଲୁଟ୍ କରି […]

ଜିଲ୍ଲାସ୍ତରୀୟ କ୍ୟାନସର ଚିକିତ୍ସା ଓ ପରାମର୍ଶଶିବିର

ଫୁଲବାଣୀ-୨୫/୮(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ କ୍ୟାନସର ରୋଗର ପରୀମର୍ଶଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ଦିଲ୍ଲୀର ସର୍ବୋଦୟ ହସ୍ପିଟାଲର ବରୀଷ୍ଠକ୍ୟାନସର ବିଶେଷଜ୍ଞ ଡା.ଦିନେ ଶପେଣ୍ଡା ର କର ଏହି ଶିବୀର ରେ ଉପସ୍ଥିତ ରହି ୧୮ଜଣ ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ଦେଇଥଲେ । ଅନ୍ୟମାନଙ୍କ ମଧ୍ୟରେ ଭ।ର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ଅଭୟପଟ୍ଟନାୟକ ଜିଲ।ଜନ ସ୍ଵାସ୍ଥ୍ୟ ଅଧିକ ।ରିଡା କଲ୍ୟାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରି […]

ରାସ୍ତା ପାଲଟିଛି ମରଣ ଯନ୍ତା /ପାଣି ରେ ଯିବାକୁ ପଡେ ସ୍କୁଲ

ଫୁଲବାଣୀ 25/08 (ସୁନୀଲ ପଟନାୟକ )ବାଲିଗୁଡା ଏନଏସି ଅନ୍ତର୍ଗତ 6 ନମ୍ବର ୱାର୍ଡ ନୁଆସାହି ରୁ ଆଦର୍ଶ ବିଦ୍ୟାଳୟ କୁ ଯିବା ରାସ୍ତା ଶୋଚନୀୟ ହୋଇ ପଡିଛି |ବାରମ୍ବାର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଏଥିପ୍ରତି କାହାର ନଜର ପଡୁନାହିଁ | ରାସ୍ତାରେ ଯିବା ଏକ ପ୍ରକାର କଷ୍ଟ ସାଧ୍ୟ୍ୟ |ସ୍ଥାନେ ସ୍ଥାନେ ଖାଲ ଖମା ହୋଇ ଅସରାଏ ବର୍ଷା ହେଲେ ପାଣି ଜମି ରହୁଛି | ସାଇକେଲ, ଗାଡି ମଟର ଯିବା ରେ […]

ଜିଲ୍ଲାପାଳ ଙ୍କ ନେଡ଼ି ପଦର ସ୍କାର୍ଟ ସ୍କୁଲ ପରିଦର୍ଶନ

ଫୁଲବାଣୀ- ୨୫/୮(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାପାଳ ଡା ବୁନ୍ଦା ଡି ବୁଧବାର ଫିରିଙ୍ଗିଆ ବ୍ଳକ ନେଡ଼ି ପଦର ସ୍ମାର୍ଟ ହାଇସ୍କୁଲ କାର୍ଯ୍ୟ ପରିଦର୍ଶନରେ ଯାଇ ଚାଲିଥିବା କାମ ବୁଲି ଦେଖିଥିଲେ । ନିର୍ମାଣ କାର୍ଯ୍ୟ ଯେପରି ଉନ୍ନତମାନର ହେବ ସେଥିପ୍ରତି ଦୃଷ୍ଟିଦେବା ଲାଗି ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।ଅନ୍ୟମାନକ ମଧ୍ୟରେ ବିଡିଓ ରଶ୍ମୀରଂଜନ ମହନ୍ତ ଓ ସହକାରୀ ଯନ୍ତ୍ରୀ ଇଂ ଡ଼ି .ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।କନ୍ଧମାଳ ଜିଲ୍ଲାର ଫୁଲ ବାଣୀ ର ଦୁଇଟି ହାଇ […]