ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଫରେଷ୍ଟର ସୁଶାନ୍ତ ଦାଶ ଘରେ ଭିଜିଲାନ୍ସ ଚଢ଼ାଉ
ବରଗଡ଼ ୧୭/୮(ସତ୍ୟ ନାରାୟଣ ପ୍ରଧାନ)ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ପଦ୍ମପୁର ମାଷ୍ଟର କଲୋନୀ ସ୍ଥିତ ଘର ଓ ଝାରବନ୍ଧ ଅଫିସରେ ଏକକାଳୀନ ଭିଜିଲାନ୍ସର ଦୁଇଟି ଟିମ୍ ଚଢାଉ କରିଛି । ବରଗଡ଼ ଭିଜିଲାନ୍ସ ଡିଏସ୍ପି ଦାଶରଥି ସେଠୀଙ୍କ ନେତୄତ୍ବରେ ଦୁଇଟି ଟିମ୍ରେ ୧୨ ଜଣ ସଦସ୍ୟ ଦୁଇଟି ଜାଗାରେ ଚଢାଉ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ୫୪ ଲକ୍ଷ ଟଙ୍କାର ବାସ ଭବନ,୫ ଲକ୍ଷ […]