ନୂତନ ନାଟ୍ୟ ଶୁଭାରମ୍ଭ ଉତ୍ସବ

ବରଗଡ଼:-୧୭/୮(ସତ୍ୟ ନାରାୟଣ ପ୍ରଧାନ)ବରପାଲି ବ୍ଲକ ବଡ଼ଗାଁ କାର୍ଯ୍ୟାଳୟ ଠାରେ ଶ୍ରୀ ଶ୍ରୀ ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ,କୁମ୍ଭାରୀର ବରପାଲି ର ବ୍ରଜେଶ୍ବରୀ ଦେବୀ ଙ୍କ ପୂଜା ସହ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପରିଷଦର ନୂତନ ନାଟ୍ୟ ଶୁଭାରମ୍ଭ ପାଇଁ ପାଣ୍ଡୁଲିପି ପୂଜନ ହୋଇଥିଲା। ଗୁରୁ ଭାଗବତ ପ୍ରଧାନ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ। ଏଥିରେ ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ କୁମ୍ଭାରୀ ସହ ଜଡ଼ିତ ଥିବା ମହେନ୍ଦ୍ର କୁମାର ମେହେର, ଡଃ ସୁବଳ […]

ବିଶ୍ୱ ଓଡ଼ିଶା ସମାଜ ପକ୍ଷରୁ ମଧ୍ୟରାତ୍ର ଆଭାସି ସ୍ୱାଧୀନତା ସମାରୋହ ଆୟୋଜନ

ନର୍ଥ କାରୋଲିନା / ରୋଡ୍ସ ଆଇଲାଣ୍ଡ / ମାଞ୍ଚେଷ୍ଟର / କେସେସ୍ / ଅକ୍‌ଲାଣ୍ଡ / କାନ୍‌ବେରା / କୋଲକାତା / ଭୁବନେଶ୍ୱର / କଟକ, ୧୬ା୮ : ଭାରତୀୟସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଓଡ଼ିଶାର ଅବଦାନ ଅତୁଳନୀୟ ଥିଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ବିଶ୍ୱ ଓଡ଼ିଶା ସମାଜ (ବି.ଓ.ସ) ପକ୍ଷରୁଆୟୋଜିତ ମଧ୍ୟରାତ୍ର ଆନ୍ତର୍ଜାତିକ ଆଭାସି ସ୍ୱାଧୀନତା ସମାରୋହରେ ଭାଗ ନେଇ ବରେଣ୍ୟ ଅତିଥିବୃନ୍ଦ ଏବଂ ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର ନେତୃବୃନ୍ଦସ୍ୱତନ୍ତ୍ରତା ସଂଘର୍ଷ […]

ବିଭିନ୍ନ ଦାବୀ ପୁରଣ ନେଇ ଗୋଛାପଡ଼ାଠାରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଫୁଲବାଣୀ-୧୬/୮ (ସୁନୀଲ ପଟନାୟକ)ସୋମବାର ବିଭିନ୍ନ ଦାବୀ ପୁରଣ ନେଇ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଗୋଛାପଡ଼ାଛକରେ ସଚେତନ ନାଗରୀ କ ମଞ୍ଚ ପକ୍ଷରୁ ଶତାଧିକ ଲୋକ ହାତରେ ପ୍ଲାକାର୍ଡ ଧରି ବସି ରାସ୍ତ । ଅବରୋଧ କରିଛନ୍ତି। ଫଳରେ ବାଳନ୍ଦାପଡ଼ା ଓ ଫୁଲବାଣୀରୁ ବସ ଓ ଗାଡି ମଟର ଚଳାଚଳ ବନ୍ଦ ରହିଛି । ସକାଳୁ ଗାଡି ମଟର ସବୁ ଅଟକି ରହିଛି।ଅଞ୍ଚଳବାସୀଙ୍କ ଅର୍ଭିଯୋଗ ସରକାର ଶୁଶୁନାହଁନ୍ତି। ଦୀର୍ଘ ୫ବର୍ଷ ହେଲା ଜିଓଟାୱ। ରବସିଥିଲେ ବି କାର୍ଯ୍ୟକ୍ଷମ ହେଉନି […]

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ନିରାଡ଼ମ୍ବର ସହ ପାଳିତ

ବାଲିଗୁଡା.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସ୍ବାଧିନତା ଦିବସ ମହୋତ୍ସବ ବାଲିଗୁଡା ସ୍ଥିତ ମିନିଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ ନିୟମାବଳୀ ଅନୁଯାୟୀ କଟକଣା ଓ ସାମାଜିକ ଦୂରତା ମଧ୍ୟରେ ପାଳନ ହୋଇଯାଇଛି । ଏହି ଅବସରରେ ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରି ସ୍ୱାଧୀନତାର ପରିଭାଷା ଭିନ୍ନ ଭିନ୍ନ ହୋଇଥାଏ ଯାହାକି, ସ୍ବାଧିନତା […]

ଶ୍ରାବଣ ସରିବାକୁ ବସିଲାଣି, ବର୍ଷାର ଦେଖାନାହିଁ, ଜମି ଫାଟି ଆଁ

ଫୁଲ ବାଣୀ-୧୪/୮(ସୁନୀଲ ପଟନାୟକ)ଶ୍ରାବଣ ସହିବାକୁ ବସିଲାଣି। ବର୍ଷାର ଦେଖାନାହିଁ। ଜମି ଫାଟି ଆଁ କଲାଣି ।କନ୍ଧମାଳଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । କଣ କରିବ କଣ ନାହିଁ ସେ ଚିନ୍ତାଘାରିଛି। ଜିଲ୍ଲାର ଜିଉ ଦ ୟଗିରି ଠୁ ଆରମ୍ଭ କରି ଖଜୁରୀପଡ଼ା,ବ।ଲି ଗୁଡ଼ା ଆଦି ସବୁ ସ୍ଥାନରେ ବର୍ଷ । ଭାବ ଯୋଗୁଁ ଜମି ସବୁ ଅନେକ ସ୍ଥାନରେ ଫାଟି ଆଁ କଲାଣି ।ଧାନ ତଳି ମାନ ମଧ୍ୟ ଶୁଖିନଷ୍ଟ ହେବାକୁ ବସି ଲା ଣି […]

ସୁଭଦ୍ରା କୁପାଇ ଜଗା ଖୁସି

ଫୁଲବାଣୀ-୧୪/୮(ସୁନଲ ପଟ୍ଟନାୟକ) ଜଗା ଏବେ ଖୁସିରେ ଗଦଗଦ । କାଳିଆ କୁ ହରାଇ ଗତ ବର୍ଷେ ହେଲା ନିଃସଙ୍ଗ ହୋଇ ପଡିଥିବା ଜଗାବେଶ ଚଳଚଞ୍ଚଳ ହୋଇପଡିଛି । ଭଉଣୀକୁ ଗେଲ କରୁଛି,କୋଳେଇ ଧରୁଛି. ପାଖରେ ବସି ଦେଖୁଛି । ନ କହିଲେ ବି ଦେଖିଲେ ତାର ଭଲ ପାଇବା ବାରିହୋଇ ପଡୁଛି।ଗତ ସପ୍ତାହେ ହେଲେ ଜଗ।ପାଇଛି ସାନ ଭଉଣୀ ସୁଭଦ୍ରାକୁ ।କେବଳ ଜଗା ନୁହେଁ ମା ପୁଷ୍ପାଞଳୀ କହଁର ଓ ବାପା ଭୂୟାଁ କହଁର ମଧ୍ୟ ଖୁବ୍ […]

ପ୍ରେସ କ୍ଲୁବ ରେ ସ୍ୱାଧୀନତା ଦିଵସ

ଫୁଲବାଣୀ -15/8(ସୁନୀଲ ପଟନାୟକ )ରବିବାର ଫୁଲବାଣୀ ପ୍ରେସକ୍ଲବ ଠାରେ ପଞ୍ଚ ସ୍ତୋରି ତମ ସ୍ୱାଧୀନତା ଦିଵସ ପାଳିତ ହୋଇଛି lଏହି ଅବ ସରରେ ପ୍ରେସକ୍ଲବ ସଭାପତି ଶିବ ପ୍ରସାଦ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିବାସହ ବହୁ କଷ୍ଟ ସହିନିଜର ପ୍ରାଣ ବଳି ଦେଇ ଦେଶ ସ୍ୱାଧୀନତା କରିଥିବା ସେହି ପୂର୍ବଜ ମାନ ଙ୍କୁ ସ୍ମରଣ କରିବା ସହ କଷ୍ଟଲବ୍ଧ ସ୍ୱାଧୀନତା କୁ ଅକ୍ଷୁର୍ଣ ରଖିବା ଲାଗି କହିଥିଲେ lଅନ୍ୟ ମାନଙ୍କ ମଧ୍ୟରେପ୍ରେସକ୍ଲବ ସମ୍ପାଦକ ଅଜିତ ମହାରଣା […]

ଫୁଲବାଣୀ ସଦର ମହକୁମାରେ ୭୫ତମ ଜିଲ।ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ

ଫୁଲବାଣୀ-୧୫/୮(ସୁନୀଲପଟନାୟକ)ରବିବାର ଫୁଲବାଣୀ ପୋଲିସ ରିଜର୍ଭ ପଡିଆରେ ଆୟୋଜିତ ୭୫ତମ ସ୍ଵାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ ପ୍ୟାରେଡ଼ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅର୍ଭିବାଦନ ଗ୍ରହଣ କରିଥିଲେ।ଏହି ଅବସରରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀଆରୁଖ ଦେଶ ସ୍ଵାଧୀନରେ ମହାତ୍ମାଗାନ୍ଧୀ, ଜବହାରଲାଲ ନେହରୁ. ଲାଲବାହାଦୁର ଶାସ୍ତ୍ରୀ, ଜୟପ୍ରକାଶ ନାରାୟଣଙ୍କ ପରିମହାନ ଜନନାୟକ ଙ୍କ ତ୍ୟାଗ ଓ ଆତ୍ମବଳୀକୁ ସ୍ମରଣ କରିବା […]

ଯୋଜନା ଯୋଜନ ଦୁରରେ ପୋଲ ନିର୍ମାଣହେଉନି, ନିଜେ କାଠପକାଇ ଯା ଆସ କରୁଛନ୍ତି ଲୋକେ

ଫୁଲବାଣୀ-୧୬/୮(ସୁନୀଲପଟନାୟକ) ବିକାଶ ଓ ଯୋଜନା କୁ ନେଇଡ଼ଣ୍ଡିମ ପିଟୁଛନ୍ତି ସରକାର କିନ୍ତୁ ସବୁ ଯୋଜନା ଯେମିତି ଧୁଆଁ ବାଣ । କନ୍ଧମାଳଜିଲ୍ଲାରେ ଏଭଳି ଅନେକ ଗାଁ ରହିଛି । ଯେଉଁ ସବୁ ଗାଁଯୋଜନା ଠାରୁ ଯୋଜନ ଦୁରରେ ରହିଛି ଆଉ ବିକାଶ କହିଲେ କିଛି ନାହିଁ।ଦାରିଙ୍ଗବାଡି ବ୍ଳକର, ସୋନପୁର ପଞ୍ଚାୟତର କୁଟିକାରୀ କୁ ଦେଖିଲେ ଜାଣିହେବ । ନା ଗାଁକୁ ଭଲ ରାସ୍ତା ଟିଏ ଅଛି ନା ପିଇବା ଲାଗି ସ୍ୱଛ ପାନୀୟ ଜଳର ବ୍ୟବସ୍ଥା ଅଛି […]

ପୁଣି ଜନନୀ ଯନ୍ତ୍ରଣା, ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ବାଟରେ ପ୍ରସବ

.ଫୁଲ ବାଣୀ- ୧୨/୮(ସୁନୀଲ ପଟନାୟକ)ପୁଣି ଜନନୀ ଯନ୍ତ୍ରଣା, ରାସ୍ତା ସାଜିଲ। ବାଧକ ।ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିଲାନି। ଫଳରେ ପ୍ରସୂତୀ କୁ ଖଟରେ ବୋହି ଆଣି ଲା ବାଟରେ ପ୍ରସବ ହେଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଜୁରୀ ପଡ଼ା ବ୍ଲକ୍ ଅନ୍ତର୍ଗତ ସୁଡରୁଗୁମ୍ପା ଗ୍ରାମପଞ୍ଚାୟତର ଦଡ଼ମାସ୍କା ଗ୍ରାମରେ।ଗ୍ରାମ ର ବିଜୟ କହରଙ୍କ ପତ୍ନୀ ସସ୍ମିତ । ଙ୍କ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଘର ଲୋକେ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍ସ […]