ରାଜ୍ୟ ଓବିସି ସୁରକ୍ଷା ମଂଚ ର ବୈଠକ ଅନୁଷ୍ଠିତ
ବରଗଡ଼ : ୧୪/୮(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ଠାରେ ଓଡ଼ିଶା ରାଜ୍ଯ ଓବିସି ସୁରକ୍ଷା ମଞ୍ଚର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଶ୍ରୀଯୁକ୍ତ ଷଡ଼ାନନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ଡ଼ ବୀରେନ୍ଦ୍ର କୁମାର ବାଗ ଯାଦବ ଓ ବରିଷ୍ଠ ସଦସ୍ଯ ଏଡଭୋକେଟ୍ ଶଶିଭୂଷଣ ପ୍ରଧାନ ମଞ୍ଚାସୀନ ଥିଲେ। ବରଗଡ଼ର ବିଭିନ୍ନ ଅଞ୍ଚଳର ଓବିସି ସୁରକ୍ଷା ମଞ୍ଚର ସଦସ୍ଯମାନେ ମଞ୍ଚର ସଂପ୍ରସାରଣ ତଥା ଓବିସି ବର୍ଗର ଅଧିକାର ପାଇଁ ଆବଶ୍ଯକ ପଦକ୍ଷେପ ଉପରେ […]